Movie prime

ପୁଣି ଅଡ଼ୁଆରେ ରାକ୍ଷୀ ସାୱନ୍ତ ଦେଖନ୍ତୁ ବିବାଦ ଛାଡୁନି ପିଛା ସାମ୍ନାକୁ ଆସିଲା ଏହି ବଡ ଖବର

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟର ଏକ ବହୁତ ବଡ଼ ଖବର ଆସି ପହଞ୍ଚିଛି ଯାହାକି ହେଉଛି ବର୍ତ୍ତମାନ ସମୟରେ ଗିରଫ ହୋଇଛନ୍ତି। ମଡେଲର ସାର୍ଲିନ ଚୋପ୍ରା ମଧ୍ୟ ରାକ୍ଷୀ ସାୱନ୍ତ୍ ଙ୍କ ନାମରେ ଅଭିଯୋଗ ଆଣିଥିଲେ।
ପୋଲିସ ଏହି ଘଟଣାରେ ରାକ୍ଷୀ ଙ୍କୁ ଗିରଫ କରିଛି। ମଡେଲ ଙ୍କ ଫଟୋ ଭାଇରାଲ୍ ହେବା ଘଟଣାରେ କଣ୍ଟ୍ରୋଭର୍ଶି କ୍ୱିନ ରାକ୍ଷୀ ସାୱନ୍ତ ଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ।
ମଡେଲ ଜଣକ ରାକ୍ଷୀ ଙ୍କ ନାମରେ ତାଙ୍କର ବ୍ୟକ୍ତିଗତ ଫଟୋ ଓ ଭିଡିଓ ଭାଇରାଲ୍ କରିଥିବା ନେଇ ଅଭିଯୋଗ ମଧ୍ଯ କରିଥିଲେ। ଏହାପରେ ପୋଲିସ ରାକ୍ଷୀ ଙ୍କୁ ଥାନାରେ ଅଟକ ରଖି ପଚରଉଚରା ମଧ୍ଯ କରିଛି।
ବିଗବସ ୧୬ ଆରମ୍ଭ ହେବା ମାତ୍ରେ ହିଁ ସେଥିରେ ସାଜିଦ ଖାନ ଙ୍କୁ ନେଇଥିବା ନେଇ ମଡେଲର ଜଣକ ଏଥି ପାଇଁ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ କି ଯେଉଁ ପୁରୁଷ,
ଅନେକ ମହିଳା ମାନଙ୍କୁ ଶୋଷଣ କରିଛି ତାକୁ ଶୋ ରେ ରହିବା ପାଇଁ କୌଣସି ପ୍ରକାରର ଅଧିକାର ନାହିଁ। ଏହାପରେ ସାଜିଦ ଖାନ ଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ସାର୍ଲିନ।
ଏହାକୁ ନେଇ ରାକ୍ଷୀ ଓ ସାର୍ଲିନ ଙ୍କ ମଧ୍ୟରେ ଅନେକ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା। ରାକ୍ଷୀ ସାଜିଦ ଙ୍କୁ ଭାଇ ବୋଲି ମାନୁଥିଲେ। ସେଥିପାଇଁ ସେ ସାର୍ଲିନ ଙ୍କ ଅଭିଯୋଗ କୁ ଭୁଲ ବୋଲି ମଧ୍ୟ କହିଥିଲେ।
ସାର୍ଲିନ ଙ୍କୁ ନେଇ ରାକ୍ଷୀ ଖରାପ୍ ମନ୍ତବ୍ୟ ମଧ୍ୟ ଦେଇଥିଲେ। ଏପରିକି ତାଙ୍କର କିଛି ବ୍ୟକ୍ତିଗତ ଫଟୋ ଓ ଭିଡିଓ ମଧ୍ଯ ଭାଇରାଲ୍ କରିଥିବା ନେଇ ସେ ରାକ୍ଷୀ ଙ୍କ ନାମରେ ଅଭିଯୋଗ ମଧ୍ଯ କରିଥିଲେ।
ଘଟଣାକୁ ନେଇ ରାକ୍ଷୀ ଙ୍କୁ ମଧ୍ଯ ଖୁବ୍ ଶୀଘ୍ର କୋର୍ଟ ରେ ହାଜର କରାଯିବ ବୋଲି ସୁଚନା ମିଳିଛି। ତେବେ ଆଗକୁ ଦେଖିବାକୁ ବାକି ରହିଲା କି ରାକ୍ଷୀ ଙ୍କୁ କେଉଁ ଦଣ୍ଡରେ ଦଣ୍ଡିତ କରାଯାଉଅଛି।