Movie prime

ଏଥର ବନ୍ୟାରେ ଆଉ ବୁଡ଼ିବନି ଘର ଦେଖନ୍ତୁ କେମିତି ଚତୁରତା ର ସହ ପ୍ରାରମ୍ଭ ହେଲା ଏହି ଚମତ୍କାରି ଉପାୟ ଘର ଏବେ ବୁଡିବନି ଭାସିବ

 
Viral video
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଦୁନିଆରେ ଅନେକ ପ୍ରକାରର ଘଟଣା ଆଉ ନୂଆ ନୂଆ ଜିନିଷ ସବୁ ଘଟୁଛି । ଆଉ ସାରା ଦୁନିଆରେ ଆଉ ରାଜ୍ୟରେ ବା ଦେଶ ବାହାରେ ଅନେକ ପ୍ରକାରର ଜିନିଷ ଘଟୁଛି ଆଉ ଏହିସବୁ ସୋସିଆଲ ମିଡ଼ିଆ ସାହାଯ୍ୟରେ ଆପଣ ଜାଣି ପାରୁଥିବେ ।
ଆଉ ଏହି ଘଟଣା ସବୁ ଭିତରୁ ଆମ ବନ୍ୟା ଆଉ ବାତ୍ୟା ଖବର ଆପଣମାନେ ଶୁଣୁଥିବେ । ଆଉ ବନ୍ୟା ଆଉ ବାତ୍ୟା ହେଲେ ଲୋକମାନେ ଯେଉଁ ପ୍ରକାରର ଅସୁବିଧା ଭୋଗନ୍ତି ତାହା ବିଷୟରେ ଆପଣମାନେ ବି ଜାଣି ପାରୁଥିବେ ।
ଏହି ବନ୍ୟାକୁ ଦୃଷ୍ଟିରେ ରଖି ଜାପାନ ଦେଶରେ ଏକ ଅଲଗା ପ୍ରକାରର ଘର ନିର୍ମାଣ କରିଛନ୍ତି ଯାହା ସବୁ ଘର ଠାରୁ ସମ୍ପୁର୍ଣ୍ଣ ଅଲଗା ଅଟେ । ଆଉ ଏହି ଘରର ନିର୍ମାଣ ଶୈଳୀ ବହୁତ ଉନ୍ନତମାନର ଏବଂ ଅଲଗା ଅଟେ ।
ଆଉ ଏହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ କି ଏମିତି ବି ଘର ତିଆରି ହୁଏ । ଏହା ହେଉଛି ଦୁନିଆର ସବୁଠାରୁ ଅଲଗା ଘର । ଯାହା ବର୍ଷା କି ବନ୍ୟାରେ ନଷ୍ଟ ହେବ ନାହିଁ । 
ଏହି ୱାଟର ପ୍ରୁଫ ଘରକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ଏହାକୁ ଜାପାନର ଏକ କମ୍ପାନୀ ତିଆରି କରିଛି । ଦୁନିଆରେ ଅନେକ ଦେଶ ଅଛି ଯାହାର ବନ୍ୟା ପରିସ୍ଥିତି ହେଉଛି ସବୁଠାରୁ ବଡ ସମସ୍ୟା ।
ବର୍ଷା ଆସିଲେ କିଛି ଦେଶ ଏମିତି ଅଛି ଯାହାର ସବୁ ଅଞ୍ଚଳ ବର୍ଷା ପାଣିରେ ଭର୍ତ୍ତି ହେଇଯାଉଛି । ଆଉ ଏହା ଦ୍ଵାରା ଅନେକ କ୍ଷୟ କ୍ଷତିର ସାମ୍ନା କରିବାକୁ ପଡୁଛି । ବନ୍ୟାରୁ ମୁକ୍ତି ପାଇଁ ଜାପାନ ଦେଶର କମ୍ପାନୀ ଏହାର ସନ୍ଧାନ ଖୋଜି ପାଇଛି ।
 ଜାପାନ କମ୍ପାନୀ ଏକ ନିଆରା ଡିଜାଇନ୍ ଘର ନିର୍ମାଣ କରିଛନ୍ତି । ଏହାକୁ ନେଇ ସବୁ ଦେଶରେ ଚର୍ଚ୍ଚା । ଆଉ ଏହାର ଡେମୋ ନିର୍ମାଣ କରାଯାଇଛି । ବନ୍ୟା ଆସିଲେ ଏହି ଘରଟି ୫ ଫୁଟ ଉଚ୍ଚତାରେ ଭାସିବ । ଏବଂ ପୁଣି ବନ୍ୟା ସରିଯିବା ପରେ ଏହା ପୁଣି ପୁନଃ ଅବସ୍ଥାକୁ ଫେରି ଆସିବ। ଘରେ ଏହି ପ୍ରକାରର ପ୍ଲମ୍ବିଂ କରାଯାଇଛି । ଏହି ଖବରକୁ ସବୁ ମହଲରେ ଚର୍ଚ୍ଚା ହୋଇଛି ।