Movie prime

ବାପାଙ୍କ ପରକୀୟା ପ୍ରୀତି ପାଇଁ ଚାଲିଗଲା ବୋଉର ଜୀବନ ଅନାଥ ହେଇଗଲେ ଦୁଇ ପିଲା ଦେଖନ୍ତୁ ଏହି କରୁଣ ଦୃଶ୍ୟ

 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଅନେକ ପ୍ରକାରର ଘଟଣା ବିଷୟରେ ବି ଜାଣୁଥିବେ । ଦୁନିଆରେ ଏମିତି କିଛି କାମ ଅଛି ଯାହା ଲୋକମାନେ କରିବା ପରେ ମଧ୍ୟ ଟିକେ ବି ଭାବୁ ନାହାଁନ୍ତି ।
ଆଉ ଏମିତି କିଛି କାମ ଯାହା ବହୁତ ନିନ୍ଦନୀୟ ଅଟେ । ଆଉ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କିଛି କାମ କରିବା ପୂର୍ବରୁ ନିଜ ଇଜ୍ଜତ ବା ପରିବାରର ଇଜ୍ଜତ କଥା ଭାବୁ ନାହାଁନ୍ତି । 
ଆଉ ଦୁନିଆରେ ଏମିତି ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ତ୍ରୀ ଆଉ ପିଲାଛୁଆଙ୍କୁ ଛାଡ଼ି ଏମିତି କିଛି କାମ କରନ୍ତି । ଯାହା ବହୁତ ନିନ୍ଦନୀୟ ଅଟେ । ଆଜିକା ଦୁନିଆରେ ପରକୀୟା ପ୍ରୀତି ସତେ ଯେପରି ସାଧାରଣ କଥା ହୋଇଗଲାଣି ଆଉ ଯୁଆଡ଼େ ଦେଖିବ ସିଏ ପରକୀୟା ପ୍ରୀତି ପାଇଁ ପାଗଳ ।
ଆଉ ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ଆଉ ସେହି ଗ୍ରାମର ଏକ ମହିଳାଙ୍କୁ ଆଉ ତାଙ୍କ ଛୁଆଙ୍କୁ ଛାଡି ତାଙ୍କ ସ୍ଵାମୀ ପରକୀୟା ପ୍ରୀତିରେ ଅଛନ୍ତି । 
ଆଉ ସେହି ବ୍ୟକ୍ତି ତାଙ୍କର ସ୍ତ୍ରୀ ଆଉ ଦୁଇ ଛୁଆଙ୍କୁ ଛାଡ଼ି ପ୍ରେମିକା ସହ ରହୁଛନ୍ତି । ଆଉ ତାଙ୍କର ସ୍ତ୍ରୀ କାହା ଘରେ ବାସନ ମାଜି ତାଙ୍କର ଛୁଆଙ୍କୁ ପୋଷିଥିଲେ ।
ଆଉ ଆଜି ସେହି ପରିବାର ବା ଛୁଆମାନେ ଆଜି ତାଙ୍କର ମାଙ୍କୁ ହରାଇଛନ୍ତି । ତାଙ୍କର ମାଙ୍କ ଦେହ ଖରାପ ଥିଲା । ଦୀର୍ଘ ୬ ମାସ ହେବ ସେହି ମହିଳା ଜଣକ ରୋଗର ଶିକାର ଥିଲେ । 
ଆଉ ଆଜି ସେ ତାଙ୍କର ଛୋଟ ଛୋଟ ଦୁଇ ଛୁଆଙ୍କୁ ଛାଡ଼ି ଅଫେରା ରାଇଯକୁ ଚାଲି ଯାଇଛନ୍ତି । ଆଉ ଏବେ କେମିତି ଚଳିବେ ସେହି ଛୁଆ ଦୁଇଟି । ଆଉ ଭଗବାନ ଏମିତି ଦୁଃଖିମାନଙ୍କ ସହିତ କାହିଁକି କରନ୍ତି ।
ଆଉ ଏମିତି ସବୁ ଘଟଣା ବହୁତ କଷ୍ଟ ଦାୟକ । ଏବେ ପ୍ରଶାସନ ସେହି ଛୁଆ ଦୁଇଟିକୁ ପାଠ ପଢ଼ାଇବା ଏବଂ ତାଙ୍କର ସବୁ ଦାୟିତ୍ୱ ବୁଝିବ ତ ? ଏହାହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି ।