Movie prime

ପ୍ରକୃତ ପ୍ରେମରେ ବିଦେଶିନୀ ୭ ଦରିଆ ୧୩ ନଈ ପାର ହୋଇ ଭାରତ ପହଞ୍ଚିଲେ ବିଦେଶିନୀ ଦେଖନ୍ତୁ Exclusive Visual

 
Viral news
ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଯେ ପ୍ରେମ ଏକ ଏମିତି ସମ୍ପର୍କ ଯାହା ମଣିଷ କୁ ସାତ ସମୁଦ୍ର ର ଟାଣି ଆଣିବ ତେବେ ସେମିତି କିଛି ହେଇଛି ଆସନ୍ତୁ ଜାଣିବା। ଡେଟିଂ ସାଇଡ ରୁ ଆରମ୍ଭ ହେଲା ପ୍ରେମ।
ଆଉ ପ୍ରେମ ସମ୍ପର୍କ ଧୀରେ ଧୀରେ ଗଭୀର ହେବାକୁ
ଲାଗିଲା।
ଆଉ ତା ପରେ ନିଜ ପ୍ରେମ ପାଇଁ ସାତ ସମୁଦ୍ର ପାର କରି ଆସିଲେ ବିଦେଶିନୀ ପ୍ରେମିକା। ଭାରତୀୟ ଯୁବକ ଙ୍କ ପ୍ରେମ ରେ ପଡ଼ି ପ୍ୟାରିସ ରୁ ଆସି କୋଲକାତା ରେ ପହଁଚିଲେ ଏହି ବିଦେଶିନୀ ପ୍ରେମିକା । ଆନ୍ତର୍ଜାତିୟ ଡେଟିଂ ସାଇଡ ରୁ ଆରମ୍ଭ ହୋଇ ଥିଲା ତାଙ୍କ ପ୍ରେମ ସମ୍ପର୍କ। ପ୍ରେମ ରେ ପଡ଼ି ସବୁ କିଛି ଭୁଲି ଗଲେ ଏହି ବିଦେଶିନୀ ମହିଳା।
ଭାରତୀୟ ଯୁବକ ଙ୍କ ପ୍ରେମ ରେ ପଡ଼ିଲେ ପ୍ୟାରିସ ର ଏହି ଯୁବତୀ । ଶେଷ ରେ ସାତ ସମୁଦ୍ର ତେର ନଈ ପାର କରି ପ୍ରେମିକ ଙ୍କ ପାଖରେ ପହଁଚି ଥିଲେ ଏହି ବିଦେଶିନୀ ପ୍ରେମିକା। ନିଜ ପ୍ରେମ କୁ ପାଇବା ପାଇଁ ପ୍ୟାରିସ ରୁ ଆସି ଭାରତ ର ପଣ୍ଡୁଆ ରେ ଆସି ପହଁଚି ଛନ୍ତି ପ୍ରେମିକା।
ଆଉ ଏଥି ପାଇଁ ତାଙ୍କୁ ଆଠ ହଜାର କିଲୋ ମିଟର ଅତିକ୍ରମ କରିବାକୁ ପଡିଛି। କୁହାଯାଏ ପେମ ମାନେନି ବନ୍ଧ ବାଡ ଯାହା ଦେଖିବାକୁ ମିଳିଛି ଏହି ପ୍ରେମୀ ଯୁଗଳଙ୍କ କ୍ଷେତ୍ର ରେ । ପ୍ୟାରିସ ର ଏହି ମହିଳା ଜଣକ ହେଉଛନ୍ତି ପ୍ୟାଟ୍ରିକା କୁନ୍ତଲ ଭଟାଚାର୍ଯ୍ୟ ଙ୍କ ପ୍ରେମ ରେ ପଡ଼ି ସେ ଏତେ ଦୂର ରୁ ଚାଲି ଆସିଛନ୍ତି।