Movie prime

2000 ଟଙ୍କା ଦେଇ ସେ-କ୍ସ କରିବାକୁ ଯୁବତୀ ଙ୍କୁ ଡାକିଲା, ସେ-କ୍ସ ନ କରି ଜୀବନ ନେଇଗଲା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଜିକା ଦୁନିଆରେ ଲୋକମାନେ ଶା-ରୀ-ରି-କ ସମ୍ପର୍କ ରଖିବା ପାଇଁ ଏଭଳି ସବୁ କାମ କରୁଛନ୍ତି ଯାହା ଏହି ସମାଜକୁ କଳୁଷିତ କରୁଛି ।
ଲୋକମାନେ ଏଭଳି ସବୁ କାମ କରୁଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଭଳି ଅନେକ ନିନ୍ଦନୀୟ ଘଟଣା ଏବେ ସାମ୍ନାକୁ ଆସିଛି । ଆଉ ଏହି ଘଟଣା ବିଷୟରେ ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ ।
ଏବେ ଏକ ଘଟଣା ସାମ୍ନାକୁ ଆସିଛି ଯାହା ସେହି ଅଞ୍ଚଳରେ ଭୟ ସୃଷ୍ଟି କରିଛି । ଏହି ଭିଡିଓରେ ଏବେ ଦେଖିବାକୁ ମିଳୁଛି କି ଜଣେ ଯୁବକ ବିବାହ କରିଥିଲେ । ଆଉ ତାଙ୍କ ସ୍ତ୍ରୀ ତାଙ୍କ ବାପଘରକୁ ଯାଇଥିଲେ । ଏହି ଯୁବକ ଜଣକ ହେଉଛନ୍ତି ନୁର ଅହମ୍ମଦ ।
ଏହି ଯୁବକ ଜଣକ ଦେହ ସୁଖ ପ୍ରତି ଏତେ ବ୍ୟାକୁଳ ଥିଲେ ଯେ ସେ ସ୍ତ୍ରୀ ବାପଘରକୁ ଯାଇଥିବା ସମୟରେ ପାଗଳ ହୋଇ ଝିଅ ଟିଏ ଖୋଜୁଥିଲେ । ଆଉ ଅନଲାଇନ୍ ମାଧ୍ୟମରେ ସେ ଗୋଟିଏ ଝିଅ ସହ କଥା ହୋଇଥିଲେ । ସେ ଝିଅ ତାଙ୍କ ସହ ସମ୍ପର୍କ ରଖିବାକୁ ରାଜି ହୋଇଥିଲା ।
ସେହି ଯୁବକ ଜଣକ ଜଣେ ରାଜମିସ୍ତ୍ରୀ ଥିଲେ । ସେ ସେହି ଯୁବତୀ ଜଣଙ୍କୁ ସମ୍ପର୍କ ରଖିବାକୁ କହିଲେ । ଆଉ ଯୁବତୀ ଜଣକ ଟଙ୍କା ମାଗିଲେ । ସେ ୨୦୦୦ ଟଙ୍କା ମାଗିଥିଲେ । ଏହି ଯୁବତୀ ଜଣଙ୍କୁ ୫୦୦ ଟଙ୍କା ଆଡଭାନ୍ସ ଦେଇଥିଲେ ଯୁବକ ।
ଆଉ ସେ ତାଙ୍କ ଘରକୁ ଯାଇଥିଲେ । ଏହାପରେ ସେହି ଯୁବତୀ ଜଣକ ନାଁ ହେଉଛି ଜୋୟା । ଜୋୟାଙ୍କୁ ଭଲପାଇ ବସିଥିଲେ ଯୁବକ । ସେ ସମ୍ପର୍କ ରଖିବାକୁ ଯାଇଥିବା ବେଳେ ଯେତେବେଳେ ଦେଖିଲେ ସେ ଯୁବତୀ ନୁହେଁ ଦେ ଜଣେ କିନ୍ନର । 
ଆଉ ଯୁବକ ଜଣକ ଯେତେବେଳେ ଜାଣିଲେ ଏହି ଝିଅ ଗୋଟେ କିନ୍ନର ସେ ଆଉ ରାଗି ଯାଇ ଏଭଳି କାମ କରିଥିଲେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ସେ ସେହି ଯୁବତୀ ଜଣକ କିନ୍ନର ଜାଣିବା ପରେ ତାଙ୍କୁ ମାରି ଦେଇଥିଲା । ମାରି ଦୁଇଖଣ୍ଡ କରି ଦେଇଥିଲା । ଗୋଟିଏ ଖଣ୍ଡକୁ ସହରର ବାହାରେ ପକାଇ ଥିଲା ।
ଏବଂ ଆଉ ଏକ ଖଣ୍ଡକୁ ବାକ୍ସରେ ପୁରାଇ ଦେଇଥିଲା । ଏଭଳି ପୋଲିସ ବାକ୍ସ ନେବା ବେଳେ ସିସିଟିଭି ରୁ ଦେଖିବାକୁ ପାଇଛି । ଏବେ ଏହି ଯୁବକ ଗିରଫ ହୋଇଛି ।