Movie prime

Babushan Mohanty ଏବଂ Prakruti Mishra ଙ୍କ ସମ୍ପର୍କକୁ ନେଇ ମୁଁହ ଖୋଲିଲେ ବ୍ୟୋମକେଶ ତ୍ରିପାଠୀ ଦେଖନ୍ତୁ କଣ କହିଲେ

 
Viral news

ବର୍ତ୍ତମାନ ଓକିଲ ବ୍ୟାମୋକେଶ ତ୍ରିପାଠୀ ଅଭିନେତା ବାବୁଶାନ୍ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ନେଇ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତୁମେ ମାନେ ଏମିତି କିଏ ଯେ କେଉଁ ଚଳଚ୍ଚିତ୍ର କରିଛ?

 କି ଷ୍ଟାର ତୁମେ? ଭୁବନେଶ୍ୱର ରେ ବୁଲିଲେ କେହି ତାଙ୍କୁ ଦେଖନ୍ତି ନାହିଁ କି ପଚାରନ୍ତି ମଧ୍ୟ ନାହିଁ।ତୁମର କି ପ୍ରଶଂସକ ମାନେ ରହିଛନ୍ତି। ଆମେ ଖାଣ୍ଟି ଜୟିପୁରି ସୁନା।ପରିବାର କୋର୍ଟ ରେ ପ୍ରତିଦିନ ଭୁବନେଶ୍ୱର ରେ ସହ ସହ ମାମଲା ଲିଷ୍ଟ ରହିଛି।

ଲୋକମାନେ ଅପେକ୍ଷା କରି ରହିଲେ ମଧ୍ୟ ତାଙ୍କର ମାମଲା ହୋଇ ପାରୁନାହିଁ।ସିନେ ଷ୍ଟାର ଙ୍କ କଳିରେ ଦ୍ରକ୍ସ୍ କାରବାର ହେଉଥିବାର ଶୁଣିବାକୁ ମିଳିଲାଣି।ଏଥିପାଇଁ ଅନେକ ପ୍ରଶ୍ନ ଆଉ ଅନେକ ଆଲୋଚନା କରିଛନ୍ତି।ବାବୁଶାନ୍ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି।
ଆଉ ବେଲ୍ ପାଇଁ ଆପ୍ଲାଏ କରିଛନ୍ତି।ତଦନ୍ତ କେଉଁ ଦିଗକୁ ଯାଇପାରେ।ତାଙ୍କୁ ବେଲ ଦିଆଯିବ କି ନାହିଁ ବର୍ତ୍ତମାନ ସମୟରେ ବହୁତ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି।
ଘଟଣାଟି ଯଦି ଠିକ୍ ଭାବରେ ତର୍ଜମା କରିବେ ତାହେଲେ ଏଥିରେ ଆଗୁଆ ଜାମିନ ର କିଛି ଆବଶ୍ୟକତା ନାହିଁ।ଏହାର ନୋଟିସ୍ ଦିଆଯାଇଛି।ଯେଉଁଠି ଲୋକକୁ ଗିରଫ ହେବାପାଇଁ ଭୟ ଥାଏ ସେ ହିଁ ଆଗୁଆ ଜାମିନ ପାଇଁ ଆବେଦନ କରିଥାଏ।
ନହେଲେ କିଛି ହୋଇନଥିବ ଜାମିନ ପାଇଁ ହାଇକୋର୍ଟ ର ଦ୍ୱାରସ୍ଥ ହେବେ।କିନ୍ତୁ ଏଠି ତ ବାବୁଶାନ୍ ତାଙ୍କର ଘରେ ହିଁ ଅଛନ୍ତି। ଯଦି ଜଣଙ୍କୁ ଗିରଫ ହେବାର ଭୟ ଥିବା ସେ ଅନ୍ୟ କେଉଁଆଡେ ଯାଇ ଲୁଚିବେ କିନ୍ତୁ ବାବୁଶାନ୍ ଘରେ ଅଛନ୍ତି।
ପୋଲିସ କଣ ବର୍ତ୍ତମାନ ଚାହିଁଲେ ତାଙ୍କୁ ଗିରଫ କରି ପାରିବେ।ଏସବୁ କାମ ଲୋକମାନଙ୍କ ଟି ଆର୍ ପୀ ପାଇଁ ହିଁ କରାଯାଇଛି।ଏଠାରେ କଣ ହୋଇଛି ପାରିବାରିକ କଳହ ଦେଖା ଦେଇଛି ଆଉ କିଛି ନୁହେଁ।
ଏହି କଥାକୁ କେବଳ ବଡ଼ କରାଯାଉଛି।ସମସ୍ତେ କହୁଥିବେ ଏତେ ବଡ଼ କଳାକାର ତାଙ୍କ ନାମରେ ଏଭଳି ଶୁଣିବାକୁ ମିଳୁଛି।ଗୋଟିଏ ସ୍ତ୍ରୀ ତାର ସ୍ୱାମୀଙ୍କୁ ସନ୍ଦେହ କରୁଛନ୍ତି ଅନ୍ୟ ଝିଅ ସହିତ ସମ୍ପର୍କ ରଖିଛନ୍ତି । ଏତିକି ହେଉଛି କଥା।