Movie prime

CCTV ରେ ରେକର୍ଡ ହେଲା ଦୃଶ୍ୟ ଦେଖନ୍ତୁ କେମିତି ଆସିଲା ଚୋର ଆସିକି ଚୋରେଇ ନେଲା ଟ୍ରାକ୍ଟର

 
Viral video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ଚୋରୀ ଏକ ନୀତି ଦିନିଆ କଥା ପାଲଟି ଗଲାଣି। ଯେ ଚାହୁଁଛି ସେ ଚୋରୀ କରୁଛି।
ଚୋରୀ କରିବାର ମଧ୍ଯ ନୂଆ ନୂଆ ପନ୍ଥା ଆପଣେଇବାକୁ ଲାଗିଲେଣି ଚୋର ମାନେ। ଏବେ ଏଭଳି ଏକ ଚୋରୀ ର ଦୃଶ୍ୟ ସିସି ଟିଭି କ୍ୟାମେରା ରେ କାଏଦ ହୋଇଛି। ଯାହାକି ଆମେ ଏବେ ଆପଣଙ୍କୁ ଦେଖେଇବାକୁ ଯାଉଛୁ।
ଦେଖନ୍ତୁ ଏହି ଦୃଶ୍ୟ କୁ ଭଲ ଭାବରେ କ୍ୟାମେରାରେ ଏହି ଦୃଶ୍ୟ ଏବେ କଏଦ ହୋଇଛି। ଏହି ଘଟଣା ହେଉଛି ଯାଜପୁର ଜିଲ୍ଲା , କୋରେଇ ବ୍ଲକ ର ଅମୃତିଆ ଗ୍ରାମର।
ଏହି ଗ୍ରାମରେ ଟ୍ରାକ୍ଟର ଚୋରୀ ହୋଇ ଥିବା ଘଟଣା ଏବେ ସାମ୍ନା କୁ ଆସିବାରେ ଲାଗିଛି । ଅମୃତିଆ ଗ୍ରାମର ନାଳ ଉପରେ ବିଜୁ ସେତୁ କାର୍ଯ୍ୟ ତ୍ବରାନ୍ବିତ ଥିବା ବେଳେ ବଡ଼ ବଡ ଯନ୍ତ୍ର ଓ ଗାଡି ବାହାରେ ପଡି ରହିଛି।
ସେଗୁଡ଼ିକ ଉପରେ ନଜର ରଖିବା ପାଇଁ ମଧ୍ୟ ସେଠାରେ ସିସି ଟିଭି ଲଗାଇ ଦିଆ ଯାଇଛି। ଦିନରେ କର୍ମଚାରୀ ମାନେ ଟ୍ରାକ୍ଟର ରଖି ସୋଉଥିବା ବେଳେ ଭୋର ୩:୪୨ ସମୟରେ ଟ୍ରାକ୍ଟର ଚୋରୀ କରିବାରେ ବ୍ୟସ୍ତ ଥିଲେ ଚୋର ମାନେ।
ଦେଖନ୍ତୁ ସେହି ଦୃଶ୍ୟ କୁ କିଭଳି ଭାବରେ ଟ୍ରାକ୍ଟର ଚୋରୀ କରୁଛନ୍ତି ଚୋର ମାନେ। ପ୍ରଥମେ ଦେଖୁଛନ୍ତି ଓ ପରେ ମଧ୍ଯ ଉଦ୍ୟମ କରୁଛନ୍ତି ସେହି ଗାଡ଼ିକୁ ନେବା ପାଇଁ।
ଧୀରେ ଧୀରେ ଗାଡିକୁ ମଧ୍ଯ ପଛକୁ ପଛ ନେଇ ଚାଲିଛନ୍ତି। ଶେଷରେ ଚୋରୀ କରିବାରେ ମଧ୍ୟ ସେ ସଫଳ ହୋଇ ଯାଇଛନ୍ତି।
ତେବେ ଦେଖିବାକୁ ବାକି ରହିଲା କେବେ ଏହି ଘଟଣାର ସତ୍ୟାସତ୍ୟ ପଦାକୁ ଆସୁଛି ଏବଂ କେବେ ଏହି ଚୋର ମାନେ ମଧ୍ୟ ଧରା ପଡୁଛନ୍ତି। ଏହା ନିଶ୍ଚିତ ଭାବରେ ପୋଲିସ୍ ର ତଦନ୍ତ ପରେ ହିଁ ଜଣା ପଡ଼ିବ ବୋଲି ସୂଚନା ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.