Movie prime

ଶେଷରେ ପୁଅ କୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲା ବାପା

 
Special Report
ବର୍ତ୍ତମାନ ଏକ ବଡ଼ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।ପୁଅକୁ ବଞ୍ଚାଇବାକୁ ଯାଇ ଜୀବନ ହାରି ଦେଇଛନ୍ତି ଜଣେ ବାପା।ସାମାନ୍ୟ ଝଗଡ଼ା ଏତେ ଉଗ୍ର ରୂପ ନେଲା ଯେ ପୁଅ ଆଗରେ ବଳି ପଡିଗଲେ ବାପା।
ଗୋଷ୍ଠୀ ସଂଘର୍ଷ ନେଇଛି ଉଗ୍ର ରୂପ।ଆଉ ଏଥିରେ ଜଣଙ୍କର ମୃ-ତ୍ୟୁ ହୋଇଥିବାର ଜଣାପଡ଼ିଛି।ସୂଚନା ଅନୁସାରେ କାର ପାର୍କିଂ କୁ ନେଇ ବିବାଦ ଲାଗି ରହିଥିଲା।ସେହି ଝଗଡ଼ା କରିବା ଦ୍ୱାରା ହିଁ ଏଭଳି ଘଟଣା ଘଟିଛି।
ସାମାନ୍ୟ ପଚସା ରୁ ହାତାହାତି ଗୋଷ୍ଠୀ ଆକ୍ରମଣରେ ଜଣଙ୍କର ମୃ-ତ୍ୟୁ ହୋଇଛି।ମୃତକ ଙ୍କ ନାମ ହେଉଛି ଏସ ଶ୍ରୀ ନିବାସ।ଏହି ଘଟଣା ଟି ପାରଳାଖେମୁଣ୍ଡି ରେ ଘଟିଥିବାର ଦେଖିବାକୁ ମିଳିଛି।ଅନ୍ୟ ଜଣେ ଆହତ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ ସନ୍ଧ୍ୟା ସମୟରେ କାର ପାର୍କିଂ କୁ ନେଇ ବିବାଦ ଦେଖା ଦେଇଥିଲା।ପରବର୍ତ୍ତୀ ସମୟରେ ଝଗଡ଼ା ବହୁତ ଜୋରେ ହୋଇଥିଲେ।ଏକ ଗୋଷ୍ଠୀ ଅଟୋ ରେ ଆସୁଥିଲେ।
ଯାହାଫଳରେ ଏଭଳି ଘଟଣା ଘଟିଛି। କାର କୁ ଭାଙ୍ଗି ଦେଇଥିବାର ଦେଖିବାକୁ ମିଳିଛି।କେବଳ ସେତିକି ନୁହେଁ ଅନେକ ଜିନିଷ ମଧ୍ୟ ଭଙ୍ଗା ରୁଜା କରିଥିବାର ମଧ୍ୟ ଦେଖିବାକୁ ମିଳିଛି।
ଆକ୍ରମଣକାରୀ ଙ୍କ ପାଖରୁ ପୁଅକୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ବାପା।ଗୁରୁତର ଅବସ୍ଥାରେ ବ୍ୟକ୍ତି ଙ୍କୁ ସ୍ଥାନୀୟ ଲୋକମାନେ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ।
କିନ୍ତୁ ବର୍ତମାନ ବ୍ୟକ୍ତି ଜଣଙ୍କର ମୃ-ତ୍ୟୁ ହୋଇଛି ବୋଲି ଜଣାପଡିଛି।ଡାକ୍ତର ସେଠାରେ ତାଙ୍କୁ ମୃ-ତ୍ୟୁ ଘୋଷଣା କରିଥିଲେ।ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
କାର ଚାଳକ ଜଣଙ୍କ କହିଛନ୍ତି ଯେ ତାଙ୍କ କାର ଟି ଷ୍ଟାର୍ଟ ହେଉ ନଥିଲା ବୋଲି ରଖିଥିଲେ।କିନ୍ତୁ ଏପରି ଘଟଣା ଘଟିବ ବୋଲି ସେ ଜାଣି ନଥିଲେ।