Movie prime

କ୍ୟାରୀବ୍ୟାଗ ପାଇଁ ଅଧିକ ଟଙ୍କା ଦେଉଛନ୍ତି କି କେଉଁଠି କରିବେ ଅଭିଯୋଗ ?

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏବେ ପ୍ରାୟତଃ ସମସ୍ତ ସପିଂ ମଲ୍ ରୁ କୌଣସି ଜିନିଷ କିଣିଲେ ତାହାକୁ ଆଣିବା ପାଇଁ ଆମକୁ କ୍ୟାରି ବ୍ୟାଗ ଦରକାର ପଡ଼ିଥାଏ। ସେଥିପାଇଁ କ୍ୟାରୀ ବ୍ୟାଗ ପାଇଁ ଆମକୁ ତାଙ୍କୁ ପଇସା ମଧ୍ଯ ଦେବା ପାଇଁ ପଡ଼ିଥାଏ। ହେଲେ ଏହି ପଇସା ଦେବା କେତେ ଦୂର ଯଥାର୍ଥ ସେ ସମ୍ପର୍କରେ ଏକ ଯୁବତୀ ଜଣକ ପ୍ରତିକ୍ରିୟା ଦେଇଛନ୍ତି।
ଯୁବତୀ ଜଣକ କହିଛନ୍ତି କି ଏଭଳି ଭାବରେ କ୍ୟାରୀ ବ୍ୟାଗ ପାଇଁ ପଇସା ନେବା ଠିକ୍ ନୁହେଁ।କାରଣ ଆମେ ଯେଉଁ ଜିନିଷ କିଣି ଥାଉ ସେଥି ପାଇଁ ଜିଏସଟି ଓ ଟାସ୍କ୍ ମଧ୍ଯ ଦେଇଥାଉ। ସେଥି ପାଇଁ ନିଶ୍ଚିତ ଭାବରେ ଏଭଳି ଭାବରେ ପଇସା ନେବା ଯଥାର୍ଥ ନୁହେଁ।ଏହା ଆମ ଆଇନ ସଙ୍ଗତ ମଧ୍ଯ ନୁହେଁ ।କାରଣ ସେଥିରେ ମଧ୍ୟ ଅଛି ଯେଉଁ ଜିନିଷର ବ୍ରାଣ୍ଡ ନାମ ଲେଖା ଥାଏ,
ତାହାର କ୍ୟାରୀ ବ୍ୟାଗ ପାଇଁ ପଇସା ନେବା ଠିକ ହୋଇ ନଥାଏ। କାରଣ ସେଥି ପାଇଁ ଜିଏସଟି ଓ ଟାସ୍କ ହିସାବରେ ତାଙ୍କ ଠାରୁ ପଇସା ନିଆ ଯାଇଥାଏ। ହେଲେ ବଡ଼ ବଡ଼ ସପିଂ ମଲ ଗ୍ରାହକ ମାନଙ୍କୁ ଏହି କ୍ୟାରୀ ବ୍ୟାଗ ନାମରେ ଅନେକ ପଇସା ନେଉଛନ୍ତି। ଏବଂ ଲୋକ ମାନେ ମଧ୍ୟ ଜାଣି ପାରୁ ନାହାଁନ୍ତି କି ସେଥିପାଇଁ ତାଙ୍କୁ କେଉଁଠାରେ ଅଭିଯୋଗ କରିବାକୁ ହେବ।
କାରଣ ଯଦି ସେହି ସମ୍ପର୍କ ରେ ଜାଣି ବାକୁ ପାନ୍ତେ ତେବେ ସେହି ସମ୍ପର୍କ ରେ ନିଶ୍ଚିତ ଭାବରେ ଅଭିଯୋଗ କରି ପାରିବେ। ତେବେ ଏଭଳି ବଡ଼ ବଡ଼ ସପିଂମଲ୍ କ୍ୟାରୀ ବ୍ୟାଗ ନାମରେ ଲୋକ ମାନଙ୍କୁ ଠକୁ ଛନ୍ତି। ତେବେ ଏଥି ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ସେକ୍ସନ ରେ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.