Movie prime

ମିଳିଲା ବଡ ଖୁସି ଖବର ଚଦ୍ରପୃଷ୍ଠରେ ମଣିଷ ବସବାସ କରିବାପାଇଁ ମିଳିଲା ଜାଗା ଖୁସିରେ ବୈଜ୍ଞାନିକ ଦେଖନ୍ତୁ Special Report

 
Moon

ନମସ୍କାର ପାଠକ ବନ୍ଧୁ ଗଣ। ପୁରା ହେବ ସ୍ଵପ୍ନ ଚନ୍ଦ୍ର ରେ ମିଳିଲା ମଣିଷ ବାସପଯୋଗୀ ସ୍ଥାନ । ଚନ୍ଦ୍ର ପୃଷ୍ଟ ରେ ବାସ କରିବା ପାଇଁ ମଣିଷ ଯେଉଁ ସ୍ଵପ୍ନ ଦେଖୁ ଥିଲା ତାହା ଏବେ ସତ ହେବାକୁ ଯାଉଛି ।

ବୈଜ୍ଞାନିକ ମାନେ ଏମିତି ଦୁଇ ଟି ଯାଗା ଠାବ କରି ଛନ୍ତି ଯେଉଁ ସ୍ଥାନ ମଣିଷ ବାସ କରିବା ପାଇଁ ଉପଯୋଗୀ 

ମଣିଷ ର ଚନ୍ଦ୍ର ଅଭିଯାନ କେଉଁ କାରଣ ରୁ ଆରମ୍ଭ ହେଲାଣି ।କିନ୍ତୁ ଚନ୍ଦ୍ର ରେ କଣ ମଣିଷ ବାସ କରି ପାରିବ ଆଶା ଛାଡି ନାହାଁନ୍ତି ବୈଜ୍ଞାନୀକ ମାନେ ଓ ଗବେଷଣା ଜାରି ରଖିଛନ୍ତି।
ଏବେ ବୈଜ୍ଞାନୀକ ମାନେ ଆବିଷ୍କାର କରି ଥିବା ନୂତନ ତଥ୍ଯ ସେ ଆଶା କୁ ଉଜୀବିତ କରିଛି। ମଣିଷ ବାସ କରିବା ପାଇଁ ଜଳ ଓ ଅମ୍ଳଜାନ ଯୁକ୍ତ ବାୟୁ ର ଉପସ୍ଥିତି ସହ ଉପଯୁକ୍ତ ତାପ ମାତ୍ରା ଏକାନ୍ତ ଆବଶ୍ୟକ।
କାରଣ ଖାଦ୍ୟ ପେୟ କୁ ଛାଡି ଦେଲେ ଏହି ତିନ ଟି ଜିନିଷ ବିନା ମଣିଷ କୌଣସି ବି ସ୍ଥାନ ରେ ବଞ୍ଚି ପାରିବ ନାହିଁ । ଏବେ ବୈଜ୍ଞାନୀକ ମାନେ ଚନ୍ଦ୍ର ପୃଷ୍ଟ ରେ କେତେକ ଗୁମ୍ଫା ଠାବ କରି ଛନ୍ତି ଯାହା ଭିତରେ ତାପ ମାତ୍ରା ମଣିଷ ଉପଯୋଗୀ ।
ଏହି ଗୁମ୍ଫା ମଧ୍ୟରେ ତାପମାତ୍ରା ୧୭° ସେଲସିଅସ ଅଟେ । କିନ୍ତୁ ଦିନ ବେଳେ ତାପମାତ୍ରା ୧୨୭°ସେଲସିଅସ ଯାଏ ବୃଦ୍ଧି ପାଉ ଥିଲା ବେଳେ ରାତି ରେ ଏହା -୧ ୭୩°ଯାଏଁ ଖସି ଯାଇ ଥାଏ।
ଏହାର ତଥ୍ଯ କୁ ବ୍ୟବହାର କରି ବୈଜ୍ଞାନୀକ ମାନେ ଏହି ଗୁମ୍ଫା ଗୁଡିକ ଠାବ କରି ଛନ୍ତି । ଭବିଷ୍ୟତ କୁ ଚନ୍ଦ୍ର ପୃଷ୍ଟ କୁ ଯେଉଁ ମହାକାଶ ଚାରି ମାନେ ଯିବେ ।
ସେମାନେ ଏହି ଗୁମ୍ଫା ଗୁଡିକ ନିଜ ର ଆଶ୍ରୟ ସ୍ଥଳୀ ଭାବରେ ବ୍ୟବହାର କରି ପାରିବେ। ବର୍ତ୍ତମାନ ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି।