Movie prime
ବିମାନରେ ଆସୁଛନ୍ତି ଚିତା ବାଘ ଦେଖନ୍ତୁ କେମିତି VIRAl VIDEO
 
Viral Cheta
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ । ଆଉ ସୋସିଆଲ ମିଡିଆରେ ଆପଣମାନେ ସବୁ ପ୍ରକାରର ଭିଡିଓ ଦେଖିପାରିବେ ।
ଆଉ ଏବେ ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଦେଶ ବିଷୟରେ ଅନେକ କିଛି ଘଟଣା ବିଷୟରେ ଜାଣିପାରିବେ । ଆଉ ଏହି ଭିଡିଓରେ ଆପଣମାନେ ଜାଣିପାରିବେ କି ବିମାନରେ ଚିତା ବାଘ ଆସୁଛନ୍ତି ।
ନାମିବ୍ୟାରୁ ଭାରତ ଆସୁଛି ଚିତା ବାଘ । କେବଳ ଗୋଟିଏ ବାଘ ନୁହେଁ ଆଠ ଆଠୋଟି ବାଘ ନମିବ୍ୟାରୁ ଭାରତକୁ ଆସୁଛି । ଆଉ ଏହି ଖବର ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।
ଆଉ ଏହି ବାଘ ଗୁଡ଼ିକ ବିମାନରେ ଆସିବେ ବୋଲି ଜଣାପଡିଛି । ଆଉ ଏହି ଘଟଣା ଏବେ ଦେଶରେ ଏକ ଖୁସି ସୃଷ୍ଟି କରିଛି ।
ଆଉ ଏହି ୮ଟି ଚିତାବାଘ ବିମାନରେ ଆସିବା ପାଇଁ ବିମାନକୁ ଚିତାର ରୂପ ଦିଆଯାଇଛି । ୭୪୭ ଜୁମ୍ବୋ ଜେଟ୍ ବିମାନ ଆଜି ରାତିରେ ନାମିବ୍ୟାରୁ ବାହାରିବ ।
ଏହି ବିମାନ ଶନିବାର ଦିନ ସକାଳେ ଜୟପୁର ବିମାନ ବନ୍ଦରରେ ପହଞ୍ଚିବ । ସେଠାରୁ ଚିତାକୁ ସ୍ଵତନ୍ତ୍ର ହେଲିକପ୍ଟର ସାହାଯ୍ୟରେ ମଧ୍ୟପ୍ରଦେଶର କୁର୍ଣ୍ଣ ଅଭୟାରଣ୍ୟକୁ ନିଆଯିବ ।
ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ସେ ଏହି ଚିତାବାଘମାନଙ୍କୁ ସେ ମଧ୍ୟପ୍ରଦେଶର କୂର୍ଣ୍ଣ ଅଭୟାରଣ୍ୟରେ ଛାଡ଼ିବେ । ନାମିବ୍ୟାର ବିମାନ ବନ୍ଦରରୁ ଭାରତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଫଟୋ ଟୁଇଟ୍ କରାଯାଇଛି ।
ଏହି ଚିତାବାଘ ଗୁଡ଼ିକୁ ସେଠାରୁ ଆଣିବା ବେଳେ ତାଙ୍କୁ ଖାଲି ପେଟରେ ଅଣାଯିବ । ଯାତ୍ରା ବେଳେ ବାଘ ମାନଙ୍କର କିଛି କ୍ଷତି ନହେବା ପ୍ରତି ଧ୍ୟାନ ଦିଆଯିବ । ତାଙ୍କୁ ଏକ ମାସ ପାଇଁ ସ୍ବତନ୍ତ୍ର ଇନକ୍ଲୁଜରରେ ରଖାଯିବ । ଆଉ ୧୯୪୭ ରେ ଭାରତର ଶେଷ ଚିତାବାଘର ମୃ-ତ୍ୟୁ ହୋଇଥିଲା ।