Movie prime

ହିନ୍ଦୀ ଗୀତରେ ଡବିଂ ହେଲା Daman ଦେଖନ୍ତୁ କେମିତି ହେଲା ଆପଣଙ୍କ ପ୍ରିୟ ଫିଲ୍ମ ର ହିନ୍ଦୀ ଗୀତ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଅନେକ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପ୍ରଥମ ଥର ପାଇଁ ଓଡିଶା ଫ୍ଲିମ ର ଟାଇଟେଲ ଗୀତ ଗାଇେଲବେ ଦର୍ଶନ ରାଭେଲ।
ତେବେ ସେଗୁଡିକ ମଧ୍ୟରେ ଅନେକ ଭିଡିଓ ଆମ ଓଡ଼ିଆ ଚଳଚିତ୍ର କୁ ନେଇକି ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। ତେବେ ଦିନକୁ ଦିନ ବଢୁଛି ଓଡ଼ିଆ ଚଳଚ୍ଚିତ୍ର 'ଦମନ'ର ଲୋକପ୍ରିୟତା। 
କେବଳ ଓଡ଼ିଶାରେ ନୁହେଁ ବାହାର ରାଜ୍ୟରେ ସିନେମା ହଲରେ ମଧ୍ୟ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି। ବାହାରେ ରହୁଥିବା ଓଡ଼ିଆମାନେ ମଧ୍ୟ ‘ଦମନ’କୁ ବେଶ ପସନ୍ଦ କରୁଛନ୍ତି।
ଏହି ପରିପ୍ରେକ୍ଷୀରେ ଦମନ ଚଳଚ୍ଚିତ୍ରର ଲୋକପ୍ରିୟତା ଓ ଗୁରୁତ୍ୱକୁ ଦୃଷ୍ଟିରେ ରଖି ହିନ୍ଦୀ ଭାଷାରେ ଏହା ଡ଼ବିଂ ହେବା ନେଇ ନିକଟରେ ସୂଚନା ଦେଇଥିଲେ ଦମନ ଅଭିନେତା ବାବୁସାନ ମହାନ୍ତି।
ଆରମ୍ଭ ହୋଇଯାଇଛି ‘ଦମନ’ର ହିନ୍ଦୀ ଭର୍ସନ ଡବିଂ। ମୁମ୍ବାଇରେ ଏହାର କାମ ଚାଲିଛିl ଓଡ଼ିଆ ଫିଲ୍ମ ଭାବେ ଆଗାମୀ ଦିନରେ ଏହା ଏବେ ଏକ ନୂଆ ରେକର୍ଡ କରିବାକୁ ଯାଉଛି।
ଜାନୁଆରୀରେ ଏହାର ହିନ୍ଦୀ ଭର୍ସନ ଫ୍ଲୋରକୁ ଆସିବ ବୋଲି ଜଣାପଡ଼ିଛିl ଏହାକୁ ନେଇ ‘ଦମନ’ର ପୂରା ଟିମ ଖୁସି ଅଛନ୍ତି। ବିଶେଷ କରି ବାବୁସାନ ବହୁମାତ୍ରାରେ ଖୁସି ଅଛନ୍ତିl
କାରଣ ପ୍ରଥମ ଥର ଲାଗି ହିନ୍ଦୀ ଭର୍ସନରେ ସେ ରେକଡିଂ କରୁଛନ୍ତି। ତେବେ ଦମନ ବର୍ତ୍ତମାନ ସୁଦ୍ଧା ଚାରି କୋଟି ଟଙ୍କା ରୋଜଗାର କରିସାରିଲାଣି। 
ଯଦି ଦମନ ଫିଲ୍ମ ହିନ୍ଦି ରେ ରିଲିଜ୍ କରାଯିବ ତେବେ ପାଖପାଖି ୫୦୦ ରୁ ୬୦୦ ଟି ହଲ୍ ରେ ରିଲିଜ୍ କରାଯିବ।
ଲୋକ ମାନେ ଯଦି ଏହାକୁ ପସନ୍ଦ କରିବେ ତେବେ ଦମନ କୁ ବହୁତ୍ ବଡ ସଫଳତା ମିଳିବ। ଏବଂ ବର୍ତ୍ତମାନ୍ ସୁଦ୍ଧା ଦମନ ର ହିନ୍ଦୀ ଡବିଂ ସରିସରିଲାଣି।
ତେବେ ସୋସିଆଲ ମିଡ଼ିଆର ସୂଚନା ମୁତାବକ ଦର୍ଶନ ରାଭଲ ଦମନ ଫିଲ୍ମ ର ଟାଇଟେଲ ଗୀତ ଟି ଗାଇ ପାରନ୍ତି। କିନ୍ତୁ ଏ ସମ୍ପର୍କରେ କିଛି ବି ସ୍ପଷ୍ଟ ଭାବରେ ଜଣା ପଡିନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.