Movie prime

ଡାକ୍ତର ଶୁଭଶ୍ରୀ ଙ୍କୁ ଦୁଇ ଦୁଇ ରେପ୍ କରିଥିଲା ପ୍ରେମିକ , ଆଗରୁ କରିଥିଲେ ଅଭିଯୋଗ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଡ଼ାକ୍ତର ଶୁଭଶ୍ରୀ କର ଙ୍କୁ ତାଙ୍କ ପ୍ରେମିକ କରିଥିଲେ ଦୁ-ଷ୍କ-ର୍ମ। ଥରେ ନୁହେଁ ଆଜ୍ଞା ତାଙ୍କୁ ଦୁଇ ଦୁଇ ଥର ଦୁ-ଷ୍କ-ର୍ମ କରାଯାଇ ଥିଲା।
ତାଙ୍କ ପ୍ରେମିକ ଙ୍କ ନାମ ଥିଲା ଦିବ୍ୟ ରଞ୍ଜନ। ଏବଂ ଏହି ଘଟଣା କୁ ଶୁଭଶ୍ରୀ ତାଙ୍କ FIR କପି ରେ ଉଲ୍ଲେଖ ମଧ୍ଯ କରିଛନ୍ତି ।
୧୮ ସେପ୍ଟେମ୍ବର ୨୦୨୨ ରେ ତାଙ୍କର ରହୁଥିବା ଘରେ ଦିନ ଦୁଇଟା ସମୟରେ ସେ ଜୋର ଜବରଦସ୍ତ ସେ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।
ଆଉ ଏହାପରେ ୨୦୨୨ ରେ ତାଙ୍କର ସେହି ରହୁଥିବା ଘର ବା ବାସସ୍ଥଳୀ ରେ ଦିନ ଅଢେ଼ଇଟା ସମୟରେ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।
ଆଉ ଯେତେବେଳେ ସେ ତାଙ୍କୁ ବିବାହ କରିବା ପାଇଁ କହିଥିଲେ ସେତେବେଳେ ସେ ମନା କରି ଦେଇଥିଲେ। ଏହାପରେ ସେ ଯାଇଥିଲେ ଥାନା କୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟନଷ୍ଠାନ ନେବା ପାଇଁ। ଏହା ସହିତ ତାଙ୍କ FIR କପି ରେ ସେ ଲେଖିଛନ୍ତି କି,
ଡାକ୍ତର ଦିବ୍ୟ ରଞ୍ଜନ କିଭଳି ବନ୍ଧୁ ଭାବରେ ତାଙ୍କ ସହ ଛଅ ବର୍ଷ ହେବ ମିଶୁ ଥିଲେ। ଖାଲି ସେତିକି ନୁହେଁ ଫୋନ ରେ କଥାବାର୍ତ୍ତା ମଧ୍ଯ କରୁଥିଲେ। ତାଙ୍କୁ ବିବାହର ପ୍ରତିଶ୍ରୁତି ମଧ୍ଯ ଦେଇଥିଲେ।
ଏହା ସହିତ ସେ ଜୋର ଜବରଦସ୍ତ ତାଙ୍କ ସହ ଶା-ରୀ-ରି-କ ସମ୍ପର୍କ ମଧ୍ୟ ରଖିଥିଲେ। ଏହାହିଁ ଥିଲା ମୂଖ୍ୟ କାରଣ ଯାହା ପାଇଁ ଶୁଭଶ୍ରୀ ନେଇଥିଲେ ଏକ ବଡ଼ ପଦକ୍ଷେପ। ଏକଥା ର ଥାନାର ବୁଝା ସୁଝା ମଧ୍ୟ ହୋଇଥିଲା।
ମାତ୍ର ଏହାପରେ ଏଭଳି କଣ ହୋଇଥିଲା। ଯାହା ପାଇଁ ଡାକ୍ତର ଶୁଭଶ୍ରୀ ଙ୍କୁ ମୃ-ତ୍ୟୁ ହେଲା ତାହା ଜଣା ପଡୁ ନାହିଁ। ହେଲେ ଏଥିରେ ଧରା ପଡ଼ୁଛି ସେହି ଗୋଟିଏ ନାଆଁ ଯାହାକି ହେଉଛି ଡ଼ାକ୍ତର ଦିବ୍ୟ ରଞ୍ଜନ ମାଝୀ ଙ୍କର।
ଏବଂ ଏନେଇ ଶୁଭଶ୍ରୀ ଙ୍କ FIR ରୁ ପ୍ରମାଣ ମଧ୍ଯ ମିଳି ସାରିଛି। ତେବେ ଏହି ଘଟଣା ନେଇ ଦିବ୍ୟ ରଞ୍ଜନ ମାଝୀ ମୁହଁ ଖୋଲିବେ କି ନାହିଁ ତାହା ହେଉଛି ଏବେ ସବୁଠାରୁ ବଡ଼ ପ୍ରଶ୍ନ।