Movie prime

ସ୍ଵାମୀ ପିଲା ଛାଡି ଫେସବୁକ୍ ରେ ପ୍ରେମ କରିଥିଲି, ସେ ଟୋକା ମୋ ଫାଇଦା ନେଇ ଏବେ ମୋ ସହ ବ୍ଲାକ ମେଲ କରୁଛି

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଅନେକ ସମୟରେ ପୁଅ ମାନେ ଝିଅ ମାନଙ୍କ ସହ ପ୍ର-ତା-ର-ଣା କରିଥାନ୍ତି। ଅନେକ କ୍ଷେତ୍ରରେ ଦେଖାଯାଏ କି ପୁଅ ମାନଙ୍କର ଯେତେବେଳେ ମନ ଭରି ଯାଏ ସେତେବେଳେ ପୁଅ ମାନେ ଝିଅ ମାନକୁ ଛାଡି ଦେଇଥାନ୍ତି।
ଯୁଗ ସେତିକି ବଦଳୁଛି, ସେହି ଅନୁସାରେ ପ୍ରେ-ମ, ପ୍ର-ତା-ର-ଣା, ହ-ତ୍ୟା ଆଦି ମାମଲା ବଢ଼ିବାରେ ଲାଗିଛି। ଆଜିକାଲିର ଦାମ୍ପତ୍ୟ ଜୀବନରେ ପରକୀୟା ପ୍ରୀତି ସତେ ଯେମିତି ଏକ ସାଧାରଣ କଥା ପାଲଟି ଗଲାଣି। ତେବେ ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।
ଯାହାକି ବନ୍ଧୁଗଣ ପ୍ରଥମେ ବିବାହ। ବାହାଘର ୬ ବର୍ଷ ପରେ ଫେସବୁକରେ ପ୍ରେମ। ପ୍ରେମରେ ପ୍ରତାରଣର ଶୀକାର ହୋଇଛନ୍ତି ଯୁବତୀ। ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି ମହିଳା ଜଣକ। ଆସନ୍ତୁ ଏବେ ଜାଣିବା ମହିଳା ଜଣକ ନିଜ ପ୍ରତିକ୍ରିୟାରେ କଣ କହୁଛନ୍ତି।
ମହିଳା ଜଣକ ନାମ ହେଉଛି ସୋନାଲି ପୃଷ୍ଟି। ଏବଂ ଫେସବୁକରେ ସୋନାଲି ଯାହା ସହ ପରିଚୟରେ ଥିଲେ ତାଙ୍କ ନାମ ହେଉଛି ଗୌତମ ମହଲ। ଗୌତମ ସୋନାଲିଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଇଥିଲେ। ସୋନାଲି ମଧ୍ୟ ଗୌତମଙ୍କ ଫ୍ରେଣ୍ଡ ରିକୁଏଷ୍ଟ ଗ୍ରହଣ କରିଥିଲେ। 
ଗୌତମ ସୋନାଲିଙ୍କୁ ହାଏ ହାଲୋ ଲେଖିଥିଲେ ଏବଂ ସୋନାଲି ମଧ୍ୟ ଗୌତମକୁ ହାଏ ହାଲୋ ପଠାଇଥିଲେ। ସୋନାଲି ଗୌତମକୁ ଯେତେବେଳେ ଚିହ୍ନି ନ ଥିଲେ ସେତେବେଳେ ତାଙ୍କୁ କହିଥିଲେ ଆପଣ କିଏ ମୁଁ ଆପଣଙ୍କୁ ଚିହ୍ନିନି।
ତା'ପରେ ଗୌତମ ସୋନାଲିଙ୍କୁ ତାଙ୍କ ସ୍ବାମୀଙ୍କ ପରିଚୟ ଦେଇ ଚିହ୍ନିଛନ୍ତି ବୋଲି କହିଥିଲେ। ସୋନାଲି ମାର୍କେଟରେ ବୁଲୁଥିବା ସମୟରେ ଗୌତମ ତାଙ୍କୁ ଦେଖିଥିଲେ।
ଏହାପରେ ଦୁଇଦିନ ବା ତିନିଦିନ ଗୌତମ ସୋନାଲିଙ୍କ ସହିତ କଥା ହୋଇଥିଲେ। କଥା ହେଇସାରିବା ପରେ ଗୌତମ ସୋନାଲିଙ୍କୁ ନମ୍ବର ଦେଇଥିଲେ। 
ସୋନାଲି ମଧ୍ୟ ଥରେ ଗୌତମକୁ କଲ କରିଥିଲେ। ଗୌତମ ଆଉ ସୋନାଲି ବର୍ଷ ପର୍ଯ୍ୟନ୍ତ ସବୁଦିନ କଥାବାର୍ତ୍ତା ହେଉଥିଲେ। ସୋନାଲିଙ୍କ ସ୍ବାମୀ ବାହାରେ ଚାକିରୀ କରୁଥିବାରୁ ଗୌତମ ସୋନାଲିଙ୍କୁ ଦେଖା କରିବାକୁ ଡାକିଥାନ୍ତି।
ଦିନେ ଗୌତମ ସୋନାଲିଙ୍କ କୋଲ୍ଡ ଡ୍ରିଂସ୍ ରେ ନିଶା ମିଶାଇ ତାଙ୍କର ଖରାପ ଭିଡିଓ ଆଉ ଫଟୋ ରଖି ଦେଇଥିଲେ।
ଏହାପରେ ଗୌତମ ସୋନାଲିଙ୍କୁ ତାଙ୍କ ପାଖରେ ଫୋଟ ଭିଡିଓ ଅଛି ବୋଲି କହି ସୋନାଲିଙ୍କୁ ବ୍ଲା-କ-ମେ-ଲ କରିଥିଲେ। ଯାହାଫଳରେ ଏବେ ସୋନାଲି ଥାନାର ଦ୍ବାରସ୍ଥ ହେଇଛନ୍ତି।