Movie prime

ବେଇମାନ ପୁଅ ପାଇଁ ଆଜି ବାପା ବଜାଉଛି ଦାସକାଠିଆ ଦେଖନ୍ତୁ ପେଟ ଚାଖଣ୍ଡକ ପାଇଁ ବୃଦ୍ଧ ଙ୍କ ଦୁଃଖ

 
Special Report
ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ ଆଜି ଆପଣ ମାନେ ଏମିତି ଏକ ଦୃଶ୍ୟ ଦେଖିବେ ଯାହାକୁ ଦେଖିଲେ ଆପଣଙ୍କୁ ବହୁତ ଦୁଃଖ ଲାଗିବ। ପିଲା ମାନେ ହେଉଛନ୍ତି ବାପା ମାଆ ଙ୍କ ଜୀବନ ରେ ଆସୁଥିବା ବାର୍ଦ୍ଧକ୍ୟ ସମୟ ର ଏକ ମାତ୍ର ସାହାରା। କିନ୍ତୁ ସେହି ପୁଅ ଯଦି ତାର ବାପା କୁ କି ମା କୁ ସେହି ସମୟରେ ବେଇମାନ କରି ରାସ୍ତା କଡ ରେ ଛାଡି ଚାଲିଗଲା ତାହେଲେ ସେ ବାପା କଣ କରିବ।
ହଁ ଆଜ୍ଞା ବନ୍ଧୁଗଣ ଆଜି ଆପଣ ମାନେ ଏମିତି କିଛି ଦୃଶ୍ୟ ଦେଖିବେ ଯାହାକୁ ଦେଖିଲେ ଆପଣ ଙ୍କ ଆଖିରେ ଲୁହ ଭରି ଯିବ। ଜଣେ ବେଇମମାନ ପୁଅ ତାର ବୁଦ୍ଧ ବାପା କୁ ଏମିତି କିଛି ହତାଦର କରିଛି ସେହି ବେଇମାନ ପୁଅ ଟି ତାର ବୃଦ୍ଧ ବାପା ଟି କୁ ରାସ୍ତା ରେ କଡ଼ ରେ ଛାଡି ଚାଲି ଯାଇଛି। ଏବେ କଣ କରିବ ସେ ବୃଦ୍ଧ ବାପା ଜଣକ।
ସେ କଣ ଜାଣି ଥିଲା ଯୋଉ ପୁଅ କୁ ସେ ବଡ଼ କରିଥିଲା ଆଉ ପାଠ ପଢ଼ାଇ ମଣିଷ କରି ଥିଲା ସେହି ପୁଅ ବାର୍ଦ୍ଧକ୍ୟ ସମୟ ରେ ତା ବାପା ଯତ୍ନ ନେବା ବଦଳ ରେ ତାକୁ ରାସ୍ତା କଡ ରେ ଭୋକ ଉପାସରେ ମାରିବା ପାଇଁ ଛାଡି ଦେବ ବୋଲି। କିନ୍ତୁ ବୃଦ୍ଧ ବାପା ଟି ଯେତେ ବୁଢ଼ା ହେଲେ ବି ତାର ମନ ତାକୁ କେବେ ବି ବୁଢ଼ା କରିନି।
ଏ ଯାଗା ରୁ ସେ ଯାଗା ବୁଲି ସେ ଦାସକାଠିଆ ବଜାଇ ଲୋକ ମାନଙ୍କୁ ଶୁଣାଉଛିସେଥିରୁ ଯିଏ କିଛି ଦେଲା ଖାଉଛି ନ ହେଲେ ଉପାସ ରହୁଛି। ତା ହାତ ରେ ଥିବା ଦାଶକାଠିଆ ଟି ହିଁ ତାର ଏକମାତ୍ର ସମ୍ବଳ ସେଟା ହିଁ ତାର ଧନ ଯୌବନ, ସମ୍ପତି ସବୁ କିଛି କାରଣ ସେହି ଦାଶକାଠିଆ ହିଁ ତାକୁ ଏ ବୟସ ରେ ତାର ପେଟ କୁ ଦି ମୁଠା ଦାନା ଦେବାରେ ସାହାଯ୍ୟ କରୁଛି। ବର୍ତ୍ତମାନ ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି।