Movie prime

ପ୍ରେମିକ ଲୁଚିଥିଲା ଭାଉଜ ସହ ବେଡ଼ରୁମ ରେ, ଧରିଦେଲା ଦିଅର ଆଉ ତାପରେ ଅନୈତିକ କାମ କରି...

 
Special report
ପରକ୍ରୀୟା ପ୍ରୀତି ର କରୁଣ ଚିତ୍ର।ଲୋକ ଲଜ୍ୟା ସହି ନପାରି ଜଣେ ବୋହୂ ଜୀବନ ହାରି ଦେଇଛନ୍ତି। ଶାଶୁଘର ଲୋକେ ଅଭିଯୋଗ ଆଣିଛନ୍ତି।ବେଡ୍ ରୁମ୍ ସ୍ବାମୀ ନଥିବା ସମୟରେ ଥିଲା ପ୍ରେମିକ।
ଯାହା ସହିତ ପୁରା ରାତି କାଟିଥିଲା ଘରର ବୋହୂ।ଶାଶୁଘର ଲୋକେ ସେତିକିବେଳେ ଦେଖି ଦେଇଥିଲେ। କବାଟ ଖୋଲୁ ଖୋଲୁ ପ୍ରେମିକ ଜଣଙ୍କ ଘରୁ ବାହାରକୁ ଚାଲି ଆସିଥିଲା।ଆଉ ତାପରେ ଏମିତି କିଛି ଘଟଣା ହୋଇଥିଲା।
ଏହି ଘଟଣାଟି ଧାମ ନଗର ଥାନା ଅଧୀନ ରଣା ସାହିରେ ପରକ୍ରୀୟା ପ୍ରୀତି ର କରୁଣ ଚିତ୍ର ସାମ୍ନାକୁ ଆସିଛି। ଯାହାକୁ ନେଇ ବର୍ତ୍ତମାନ ଧାମ ନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ରଣା ସାହିର ସ୍ବାମୀ ନିରଞ୍ଜନ ସାହୁ ଚାରି ବର୍ଷ ତଳେ ଯାଜପୁର ଜିଲ୍ଲା ବାରୁଣ ସ୍ୱର ଅଞ୍ଚଳର ଧୂମାଳି ଙ୍କୁ ବୈଦିକ ରୀତିନୀତି ରେ ବିବାହ କରିଥିଲେ।ସ୍ବାମୀ ନିରଞ୍ଜନ ବାଙ୍ଗାଲୋର ରେ ଏକ ଘରୋଇ କମ୍ପାନୀ ରେ ଚାକିରି କରୁଥିଲେ।
ଅଧିକାଂଶ ସମୟରେ ବିଦେଶ ରେ ରୁହନ୍ତି। ଯାହାର ସୁଯୋଗ ନେଇ ଉକ୍ତ ଗ୍ରାମର ରାଜେଶ୍ କୁମାର ସାହୁ ନାମକ ଯୁବକ ଙ୍କ ସହିତ ଧୂମାଳି ଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା।
ଗତକାଲି ବିଳମ୍ବିତ ରାତିରେ ଉକ୍ତ ଯୁବକ ଜଣଙ୍କ ଧୂମାଳି ଙ୍କ ବେଡ୍ ରୁମ୍ ରେ ଶାଶୁ ଓ ଦିଅର ଦେଖିଥିବା ବେଳେ ଉକ୍ତ ଯୁବକ ଙ୍କୁ ସେଠାରେ ଅଟକ ରଖି ଯୁବକ ଙ୍କ ପରିବାର ଲୋକଙ୍କୁ ଡକାଇ ହସ୍ତାନ୍ତର କରିଥିଲେ।
ପରବର୍ତ୍ତୀ ମୁହୂର୍ତ୍ତରେ ଧୂମାଳି ଦୁଇ ବର୍ଷର ପୁଅକୁ ବେଡ୍ ରୁମ୍ ରୁ ବାହାରକୁ ବାହାର କରିଦେଇ ଭିତର ପଟୁ କବାଟ ଦେଇ ଦେଇଥିଲେ।
ସକାଳୁ ପରିବାର ଲୋକେ କବାଟ ବାଡ଼େଇବାରୁ ଧୂମାଳି କବାଟ ଖୋଲି ନଥିଲେ।ଝରକା ପାଖରେ ଦେଖିଲା ବେଳକୁ ଧୂମାଳି ମରି ଯାଇଥିଲେ।
ଶାଶୁଘର ଲୋକେ ଧାମ ନଗର ଥାନାରେ ଅଭିଯୋଗ କରିଥିଲେ।ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃ-ତ-ଦେ-ହ ଉଦ୍ଧାର କରି ସ-ବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।ସେପଟେ ଦିଅର ରାଜେନ୍ଦ୍ର ସାହୁ ଙ୍କୁ ପୋଲିସ ଅଟକ ରଖିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.