Movie prime

ଘରକୁ ଆଣନ୍ତୁ ଏହି ମେସିନ କରନ୍ତୁ ରୋଜୋଗାର ଦେଖନ୍ତୁ କେମିତି କରିବେ ଆରମ୍ଭ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଏଭଳି କିଛି ଭିଡିଓ ଦେଖିପାରିବେ ଯାହା ଆପଣଙ୍କ ମନରେ ଅନେକ ପ୍ରଶ୍ନର ଉତ୍ତର ଦେବ ।
ଏବେ ଏକ ଭିଡିଓ ଦ୍ଵାରା ଆମେ ଅନେକ କିଛି ଖବର ଜାଣିପାରିବା । ଆପଣମାନେ ସମସ୍ତେ ଧୂପକାଠି ତ ଜାଣିଥିବେ । ଧୂପକାଠି ଲୋକମାନେ ମନ୍ଦିର ଯିବା ସମୟରେ , ଘରେ ପୂଜା କରିବା ସମୟରେ, ଅନେକ ସ୍ଥାନରେ ବ୍ୟବହାର କରୁଥାନ୍ତି । 
ଏବେ ଏହି ଭିଡିଓ ମାଧ୍ୟମରେ ଆପଣ ଯଦି କିଛି ବିଜନେସ କରିବାକୁ ଚାହୁଁଛନ୍ତି ବା ଆପଣଙ୍କ ଅଞ୍ଚଳରେ ଧୂପକାଠି ତିଆରି କରି ସେଲ କରି କିଛି ରୋଜଗାର କରିବାକୁ ଚାହୁଁଛନ୍ତି ତାହେଲେ ଏହି ଭିଡିଓ ଆପଣଙ୍କୁ ସାହାଯ୍ୟ କରିବ ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣ ସବୁ କଥା ଜାଣିପାରିବେ । ଏହି ଭିଡିଓରେ ଆପଣମାନେ ଏକ ବଡ ଧରଣର ଧୂପକାଠି କାରଖାନା ଦେଖିପାରିବେ ।
ଏହି ଧୂପକାଠି ମେସିନ ଆଉ କଞ୍ଚାମାଲ ଗୋଟିଏ କମ୍ପାନୀ ଆପଣଙ୍କୁ ଦେଉଛି । ଆଉ ଏହା ତିଆରି କରି ୧ କେଜି କରି ବାନ୍ଧି ଏହି କମ୍ପାନୀକୁ ଦେଇପାରିବେ ।
ଏହି କମ୍ପାନୀ ଏହାକୁ ସେଲ୍ କରିବ ।ଏହି କମ୍ପାନୀ ହେଉଛି ମ୍ୟାଗଜିନ ଇଞ୍ଜିନିୟରିଂ । ଏହି କମ୍ପାନୀ ଭୁବନେଶ୍ୱରରେ ଅଛି । ଏବେ ଏହି ଭିଡିଓରେ ଏହି କମ୍ପାନୀର ଏମଡି କହୁଥିବା କଥା ଜାଣିପାରିବେ ।
ଆପଣ ଘରେ ତିଆରି କରି ଏହା ଏହି କମ୍ପାନୀ ମାଧ୍ୟମରେ ସେଲ କରିପାରିବେ । ଏହି କମ୍ପାନୀ ୧୦ ବର୍ଷର ଅଟେ । ଏହା ବିଶ୍ବାସଯୋଗ୍ୟ ଅଟେ ।
ଏହି ଧୂପକାଠି ହେଉଛି ଏକ ଭଲ ବିଜନେସ । କମ୍ ଟଙ୍କାରେ ଆପଣ ଏହି ବିଜନେସ ଆରମ୍ଭ କରିପାରିବେ । ଏହି ବିଜନେସ ବହୁତ ଭଲ ହୋଇଥାଏ । ଏହି କମ୍ପାନୀ ସବୁବେଳେ କଲ୍ ସେଣ୍ଟର ସୁବିଧା ଦେଇଥାଏ ।
ଏହି ଧୂପକାଠି ମେସିନ ଦୁଇ ପ୍ରକାରର । ମାନୁଆଲ ମେସିନ ୨୫ ହଜାର ଟଙ୍କାରେ ମିଳିବ ଆଉ ଅଟୋ ମେସିନ ୯୦ ହଜାର ଟଙ୍କା । ଏହି କମ୍ପାନୀ ସବୁ ର ମେଟାଲ୍ ଆଉ ସବୁ କିଛି ଏହି କମ୍ପାନୀ ଦେଇପାରିବ ।
ଏଠି ସବୁ ଜିନିଷ ଡେଲିଭରି ଦେବା ପରେ ସଙ୍ଗେ ସଙ୍ଗେ ପଇସା ମିଳିଥାଏ । ଓଡିଶାରୁ ଏହା ବାହାରକୁ ସପ୍ଲାଏ ହେଉଛି ।ଏହି କମ୍ପାନୀ ଭିତରେ ମଧ୍ୟ ଧୂପକାଠି ତିଆରି ହେଉଛି ।
ଏହି କମ୍ପାନୀ ଦ୍ଵାରା ଆପଣ ଏହି ଅଗରବତୀ ବିଜନେସର ସବୁ ପ୍ରକାରର କଥା ଜାଣିପାରିବେ । ଏହା ଏକ ଲାଭଦାୟକ ବିଜନେସ ଅଟେ । ଏହି ଭିଡିଓ ମାଧ୍ୟମରେ ଆପଣ ଏହି ଧୂପକାଠି ବିଜନେସ ବିଷୟରେ ଅନେକ କିଛି କଥା ଜାଣିପାରିବେ ।