Movie prime

ଘରେ ପଶି ସବୁ ଲୁଟିନେଲେ ଚୋର ଦେଖନ୍ତୁ କେମିତି ବୁଲାଇଲେ କଳାକନା Exclusive Visual

 
Viral News
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ହେଉଥିବା ଚୋରି ସମ୍ପର୍କ ରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ।
କାରଣ ବର୍ତ୍ତମାନ୍ ସମୟରେ ଚାରି ଆଡେ ଏହି ଚୋର ମାନଙ୍କ ସଂଖ୍ୟା ବ୍ୟାପିବାରେ ଲାଗିଲାଣି। ଯେଉଁଠି ଦେଖିବେ ସେଠୀ ଚୋରି ହେଉଛି। ପ୍ରାୟ ସମୟରେ ଆପଣ ମାନେ ନିଉଜ ମାଧ୍ୟମରେ ଏହି ଚୋରି ଖବର ମଧ୍ଯ ଦେଖିବାକୁ ପାଉଥିବେ।
ଲୋକ ମାନଙ୍କ ପରିଶ୍ରମ କରି ଅର୍ଜନ କରିଥିବା ଧନ କୁ ଖୁବ୍ ସହଜରେ ଚୋରି କରି ନେଇଥାନ୍ତି ଏହି ଦୁର୍ବୃତ ମାନେ। ଚୋରି କରିବା ଏବେକା ସମୟରେ ଏକ ପେଶା ପାଲଟି ଗଲାଣି।
ସମସ୍ତେ ଚୋରି କରୁଛନ୍ତି ଆମେ ଏବେ ଆପଣଙ୍କୁ ଏଭଳି କିଛି ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ। ଜଣେ ବ୍ୟକ୍ତି ମହମ୍ମଦ ଇଶ୍ଳାମୁଦ୍ଧିନ ଖାନ ଯିଏକି ତାଙ୍କ ଘରେ ରୁହନ୍ତି ନାହିଁ ସେମାନେ ବାହାରେ ରୁହନ୍ତି।
ତାଙ୍କ ଘରେ ଗତ ରାତିରେ ଚୋରି ହୋଇଛି ଏବଂ ଏହି ଖବର ତାଙ୍କୁ ପ୍ରଥମେ ତାଙ୍କ ପଡୋଶୀ ଘରୁ ହିଁ ମିଳିଥିଲା। ପରେ ସେ ଏହା ଶୁଣିବା ପରେ ନିଜ ବାସ ଗୃହ କୁ ଆସିଥିଲେ ।
ଏବଂ ଘରେ ଆସି ଦେଖିବା ବେଳକୁ ଘରର ତିନୋଟି ଆଲମୀରା ଭଙ୍ଗା ହୋଇଛି ଏବଂ ଏହି ଆଲମୀରା ମଧ୍ୟରେ ଥିବା ସମସ୍ତ ଟଙ୍କା ପଇସା ସମେତ ସୁନା ଗହଣା ମଧ୍ୟ ଚୋରି ହୋଇଛି।
ଏବଂ ତାଙ୍କ ଘରେ ଲାଗୁଥିବା ଏସି ର ଷ୍ଟାବଲାଇଜର ମଧ୍ଯ ଚୋରି ହୋଇ ଯାଇଛି। ବ୍ୟକ୍ତି ଜଣକ ଏସବୁ ସକାଳୁ ସକାଳୁ ତାଙ୍କ ଘରକୁ ହିଁ ଆସି ଦେଖିଲେ। ମଧ୍ଯ ରାତ୍ରରେ ହିଁ ସବୁ କିଛି ଚୋରି ହୋଇ ଯାଇଛି।
ଏବେ ଘଟଣା ର ତଦନ୍ତ ବିଞ୍ଝାର ପୁର ଥାନା ପୋଲିସ କରୁଛନ୍ତି । ଆଶା କରା ଯାଉ ଅଛି କି ସେହି ଚୋର ମାନେ ଖୁବ୍ ଶୀଘ୍ର ଧରା ପଡିବେ।