Movie prime

ଭଗବାନ୍ ତମେ କେତେ ନିଷ୍ଠୁର, ଗୋଟେ ଯୁଇ ରେ ଜାଳିଲ 3ଟି ସଦସ୍ୟ ଙ୍କ ର ଶବ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ଆମ ସମାଜରେ ଏଭଳି ଘଟଣା ଗୁଡ଼ିକ ଘରିବାରେ ଲାଗିଛି ଯାହାକୁ ବିଶ୍ବାସ କରିବା ମଧ୍ୟ କଷ୍ଟକର ଅଟେ।
ଆମେ ଏବେ ଆପଣଙ୍କୁ ସେଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ମଧ୍ଯ ଆପଣଙ୍କ ଛାତି କୋହରେ ଭରି ଉଠିବ। ଏବଂ ଆପଣ ମଧ୍ୟ ଭଗବାନ୍ ଙ୍କୁ କହିବାକୁ ଲାଗିବେ କି ସତରେ ଭଗବାନ ଆପଣ କଣ ଏତେ ନିଷ୍ଠୁର ଅଟନ୍ତି।
ଆଜ୍ଞା ହଁ ଗୋଟେ ଜୁଇ ରେ ଜଳୁଛି ବାପା, ମାଆ ଓ ତିନି ବର୍ଷ ପୁଅ ର ଚିତା। ତିନି ବର୍ଷ ତଳେ ଏହି ସ୍ଵାମୀ ସ୍ତ୍ରୀ ଙ୍କ ବାହାଘର ହୋଇଥିଲା। ହେଲେ ଆଜି ଏହି ସୁଖୀ ପରିବାର ଆଉ ଏହି ସମାଜରେ ନାହାଁନ୍ତି ସେମାନେ ସବୁ ଦିନ ପାଇଁ ଚିର ନିଦ୍ରାରେ ଶୟନ କରି ସାରିଛନ୍ତି।
ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳିଙ୍ଗନଗର ଥାନା ,୫୩ ନମ୍ୱର୍ ଜାତିୟ ରାଜପଥ , ଚାନ୍ଦିଆ ପଞ୍ଚାୟତ ବାଇ ସାହି ନିକଟରେ।
ଯେତେବେଳେ ପୁରା ପରିବାର ବାଇକ୍ ରେ ଯାଉଥିଲେ ସେତେବେଳେ ପଛପଟୁ ଧକ୍କା ଦେଇଥିଲା ଏକ କାର। ଏହାପରେ ବାଇକ୍ ରେ ଥିବା ସ୍ଵାମୀ,ସ୍ତ୍ରୀ ଓ ଦୁଇ ବର୍ଷ ର ଶିଶୁ ପୁତ୍ର ର ମୃ-ତ୍ୟୁ ହୋଇ ଯାଇଥିଲା।
ଏହାପରେ ସେଠାକାର ଲୋକ ମାନେ ଉତ୍ୟକ୍ତ ହୋଇ ଉକ୍ତ କାର ରେ ମଧ୍ୟ ନିଆ ଲଗାଇ ଜାଳି ପୋଡ଼ି ପାଉଁଶ କରି ଦେଇଥିଲେ। କାର ଜଳିଗଲା ଓ ଉତ୍ୟକ୍ତ ଲୋକଙ୍କ ରାଗ ମଧ୍ୟ ଶାନ୍ତ ହୋଇ ଯାଇଥିଲା।
ହେଲେ ଚାଲି ଯାଇଥିବା ସେହି ତିନୋଟି ଜୀବନ ର ମୁଲ ଅବା କିଏ ବୁଝିବ। ସେ ଜୀବନ ତିନୋଟି ଆଉ ନିଜ ଆପଣାର ଲୋକ ମାନଙ୍କ ପାଖକୁ କେବେ ହେଲେ ମଧ୍ୟ ଫେରି ପାରିବ ନାହିଁ।
ସେଥିପାଇଁ ଗାଡ଼ି ଚଳାଇଲା ବେଳେ ଆମ ସମସ୍ତଙ୍କୁ ସତର୍କ ହେବାର ଅଛି , କି ଗାଡ଼ି ଚଳାଇବା ସମୟରେ ଆମେ ଯେପରି ଗୋଟେ ଛୋଟ ଜୀବକୁ ମଧ୍ୟ କ୍ଷତି ପହଞ୍ଚାଇବା ନାହିଁ। ଏହି କଥା କୁ ସର୍ବଦା ଧ୍ୟାନରେ ରଖି ଗାଡ଼ି ଚଳାଇବା ଉଚିତ।