Movie prime

ଏହି ମାସରେ ଆସିବ ଏହି ସବୁ ବଡ ନିଯୁକ୍ତି ଦେଖନ୍ତୁ କେମିତି କରିବେ ଆବେଦନ

 
Special report
ଜାନୁଆରୀ ମାସରେ ପାଞ୍ଚୋଟି ବହୁତ ବଡ଼ ନିଯୁକ୍ତି ଆସିଛି।ଯଦି ଆପଣ ମାନେ ଦଶମ,ଯୁକ୍ତ ଦୁଇ,ଯୁକ୍ତ ତିନି ପାସ୍ କରିଛନ୍ତି ତେବେ ଏହି ପୋଷ୍ଟ କରିପାରିବେ।୧୧ ହଜାର ୬ ସହ ୯୯ ପୋଷ୍ଟ ପାଇଁ ନିଯୁକ୍ତି କରି ପାରିବେ।ନିଜ ଜିଲ୍ଲା ଆଉ ବ୍ଲକ୍ ରେ ପୋଷ୍ଟ କରିପାରିବେ।ନିଜ ମୋବାଇଲ୍ ରେ ମଧ୍ୟ ଆପ୍ଲାଏ କରିପାରିବେ।
(୧)ପ୍ରଥମ ଟି ପୋଷ୍ଟ ଅଫିସ ତରଫରୁ ଆସିଅଛି।ଏଥିରେ ଓଡ଼ିଶାର ସବୁ ଜିଲ୍ଲାର ପିଲାମାନେ ଏହି ପୋଷ୍ଟ ପାଇଁ ଆପ୍ଲାଏ କରିପାରିବେ। ପୁଅ ଆଉ ଝିଅ ମାନେ ଆପ୍ଲାଏ କରିପାରିବେ।
ଏଥିରେ ୧୮ ହଜାର ଟଙ୍କା ଠାରୁ ୮୧ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ଦିଆଯିବ।ଏହା ହେଉଛି ସରକାରୀ ଚାକିରି।ପୋଷ୍ଟ ମ୍ୟାନ, ପୋଷ୍ଟାଲ୍ ଆସିଷ୍ଟାଣ୍ଟ ଆଉ ଏମ୍ ଟି ଏସ ଓ ଜି ଡି ଏସ ପୋଷ୍ଟ ରହିଛି।୧୮ ରୁ ୪୦ ବର୍ଷ ପର୍ଯ୍ୟନ୍ତ ରହିଛି।
(୨)ଦ୍ଵିତୀୟ ଟି ଡିଷ୍ଟ୍ରିକ୍ଟ୍ ତହସିଲ ଓ କଲେକ୍ଟର ଦିପାର୍ଟ୍ ମେଣ୍ଟ ତରଫରୁ ହିଁ ଆସି ଅଛି।ଏହା ହେଉଛି ସରକାରୀ ଚାକିରି।ଏଥିରେ ପିଅନ,ସିନିୟର୍ ଆସିଷ୍ଟାଣ୍ଟ,ଚେୟାର ମ୍ୟାନ ଆଉ ପ୍ରୋଷେଶ୍ ସର୍ଭର,
ଆର୍ ଆଇ, ଡ୍ରାଫ୍ଟ ମ୍ୟାନ ଆଉ ପ୍ରୋଗ୍ରାମ ମ୍ୟାନେଜର ପୋଷ୍ଟ ରହିଛି।ଅଷ୍ଟମ,ଦଶମ ଆଉ ଯୁକ୍ତ ତିନି ପାସ୍ କରିଥିବେ ତାହେଲେ ଆପ୍ଲାଏ କରିପାରିବେ।
(୩)ତୃତୀୟ ଟି ଓଡ଼ିଶା ଅଙ୍ଗନବାଡ଼ି ତରଫରୁ ଆସିଅଛି। ଟୋଟାଲ୍ ଏଥିରେ ୨୦୦୦ ରୁ ଅଧିକ ପୋଷ୍ଟ ପାଇଁ ରହିଛି।ଏଥିରେ ସୁପର ଭାଇଜର,ଶିକ୍ଷକ, ୱାର୍କର୍ ପାଇ ନିଯୁକ୍ତି ରହିବ। ଏଥିପାଇଁ ଦଶମ,ଯୁକ୍ତ ଦୁଇ ଆଉ ଯୁକ୍ତ ତିନି ପାସ୍ କରିଥିବା ଦରକାର।
(୪) ଚତୁର୍ଥ ଟି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ଆସିଛି।ଏଥିରେ ଓଡ଼ିଶାର ସବୁ ଜିଲ୍ଲାର ପିଲାମାନେ ଏହି ପୋଷ୍ଟ ପାଇଁ ଆପ୍ଲାଏ କରିପାରିବେ। ପୁଅ ଆଉ ଝିଅ ମାନେ ଆପ୍ଲାଏ କରିପାରିବେ।
ଏଥିରେ ୧୮ ହଜାର ଟଙ୍କା ଠାରୁ ୫୬ ହଜାର ୯୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ଦିଆଯିବ।ଏହା ହେଉଛି ସରକାରୀ ଚାକିରି।ଏଥିରେ ଆର୍ ଆଇ ଏବଂ ଅମିନ ପାଇଁ ନିଯୁକ୍ତି ଆସିଛି।ଏଥିପାଇଁ ଦଶମ,ଯୁକ୍ତ ଦୁଇ ଆଉ ଯୁକ୍ତ ତିନି ପାସ୍ କରିଥିବା ଦରକାର।
(୫)ପଞ୍ଚମ ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତରଫରୁ ଆସି ଅଛି।ଏଥିରେ ଓଡ଼ିଶାର ସବୁ ଜିଲ୍ଲାର ପିଲାମାନେ ଏହି ପୋଷ୍ଟ ପାଇଁ ଆପ୍ଲାଏ କରିପାରିବେ।
ଏଥିରେ ପ୍ରିନସ୍ସିପାଲ୍,ଆସିଷ୍ଟାଣ୍ଟ କୁକ୍,ମ୍ୟାଥ ଶିକ୍ଷକ, ପିଟ୍ ଟିଚର୍, ୱଡେନ୍,ଇଂରାଜୀ ଶିକ୍ଷକ ଆଉ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପାଇଁ ନିଯୁକ୍ତି ରହିଛି।ଏଥିପାଇଁ ଦଶମ ଆଉ ଯୁକ୍ତ ଦୁଇ ପାସ୍ କରିଥିଲେ ଆପ୍ଲାଏ କରିବେ।