Movie prime

ସରକାର ଙ୍କ ତରଫରୁ ମିଳୁଚି ଫ୍ରି ସାଠିଫିକେଟ ଦେଖନ୍ତୁ କେମିତି ପାଇବେ

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆପଣ ମାନଙ୍କ ପାଇଁ ଆସିଛି ଏକ ଖୁସି ଖବର କେନ୍ଦ୍ର ସରକାର ମାଗଣାରେ ଅନେକ ପ୍ରକାରର ସାଟିଫିକେଟ ଯୋଗେଇ ଦେଉଛନ୍ତି। ଆସନ୍ତୁ ଜାଣିବା ଏହି ଭିଡିଓ ଟି ରେ କିପରି ମାଗଣାରେ ରେଜିଷ୍ଟେସନ୍ କରିପାରିବା। ଆପଣ ମାନେ ପ୍ରଥମେ ନିଜ ମୋବାଇଲ୍ ମାଧ୍ୟମରେ କ୍ରୋମ ବ୍ରାଉଚ୍ଚର୍ ଓପନ କରିବେ। ଆଉ ତାପରେ ଗୁଗୁଲ୍ ରେ ସର୍ଚ୍ଚ କରିବେ my govt pledge। ତାପରେ ପ୍ରଥମରେ ୱେବସାଇଟ ଆସିବ place. My Govt. In ଏହି ୱେବସାଇଟ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣ ମାନଙ୍କୁ ଏହି ଭଳି କେତେ ଗୁଡ଼ିଏ ୟୁଟୁବ୍ ଶୋ କରିବ ଯାହାକି ଆପଣ ମାନେ ଭିଡିଓ ଟି ରେ ଦେଖି ପାରୁଥିବେ। 
 my govt pledge ଆସିଯାଉଛି ୱେବସାଇଟ୍ ମେରୀ ସରକାର। ତାପରେ ଆପଣ ମାନେ ସମସ୍ତେ ଦେଖିପାରୁଥିବେ କେନ୍ଦ୍ର ସରକାରଙ୍କ ଦ୍ବାରା ଯେତେ ସବୁ ଅଭିଯାନ ଅଛି ସେ ସବୁର ଡିଟେଲ୍ସ ଶୋ କରିବ, ଯାହାକି ଆପଣ ମାନେ ଭିଡିଓ ଟି ରେ ଦେଖିପାରୁଥିବେ। ଏହି ସବୁ ଅଭିଯାନ କେନ୍ଦ୍ର ସରକାରଙ୍କ ଦ୍ବାରା ଚାଲୁ କରାଯାଇଛି ଆପଣ ମାନେ ସମସ୍ତେ ଏହି ଅଭିଯାନ ରେ ସାମିଲ୍ ହେଇ କି ମାଗଣାରେ ଗୋଟେ ଗୋଟେ ସାଟିଫିକେଟ୍ ପାଇପାରିବେ। ଯେମିତି କି ଆପଣ ମାନେ ଦେଖିପାରୁଥିବେ ସ୍ୱଚ୍ଛତା ଶପଥ ଯଦି ଆପଣ ମାନେ ଏହି ସ୍ୱଚ୍ଛତା ଶପଥ ଅଭିଯାନ ରେ ସାମିଲ୍ ହେଉଛନ୍ତି, ତାହେଲେ ଆପଣ ମାନେ ସାଟିଫିକେଟ୍ ପାଇପାରିବେ। 
ସେହିଭଳି ଆପଣ ମାନଙ୍କୁ ବ୍ଲୋଡ ଡୋନେସନ୍ , ଟୋବାକ୍ସ ଏମିତି କେତେ ପ୍ରକାର ବହୁତ୍ ସାରା ଅଭିଯାନ ମିଳିଯିବ। ଯେମିତି ଆପଣ ମାନେ ଦେଖି ପାରୁଥିବେ ସା ଏସ ଟୁ ଲାଇଫ ନଟ୍ ଟୁ ଡ୍ରକ୍ସ ,ଏହି ଭିଡିଓଟି ରେ କହିଛି କେମିତି ଆପଣ ମାନେ ସା ଏସ ଟୁ ଲାଇଫ ନଟ୍ ଟୁ ଡ୍ରକ୍ସ ର ସାଟିଫିକେଟ ମୋଗେଇ ପାରିବେ। ସେହିଭଳି ଆପଣ ମାନେ ଯେ କୌଣସି ଅଭିଯାନ ରେ ସାମିଲ୍ ହୋଇ ଗୋଟେ ଗୋଟେ ସାଟିଫିକେଟ୍ ପାଇପାରିବେ। ତାପରେ ମୁଁ ଏଠି ସ୍ୱଚ୍ଛତା ଶପଥରେ କ୍ଲିକ୍ କରୁଛି ଆପଣ ମାନେ ଯେ କୌଣସି ଅଭିଯାନରେ ସାମିଲ୍ ହେବାକୁ ଚାହୁଁଛନ୍ତି ସେଇ ଅଭିଯାନ ଉପରେ କ୍ଲିକ୍ କରିବେ। 
ତାପରେ ଆପଣ ମାନଙ୍କୁ ଏହିପରି ଡ୍ୟାସୋଲ୍ ଶୋ କରିବ ଏଠି ଆସିଯିବ ସେନ୍ସ ସାଟିଫିକେଟ୍ ଟୁ ୟୁ ରିମେନ୍ ମୋବାଇଲ୍। ଯଦି ଆପଣ ମାନେ ଆଗରୁ ସ୍ୱଚ୍ଛତା ଶପଥ ରେ ସାମିଲ୍ ହେଇ ସାରିଛନ୍ତି, ତାହେଲେ ଆପଣ ମାନେ ଚାହିଁଲେ ନିଜ ଇମେଲ ବା ମୋବାଇଲ ମାଧ୍ୟମରେ ଆପଣଙ୍କ ସାଟିଫିକେଟ୍ ସେଣ୍ଡ କରିପାରିବେ। ନଚେତ୍ ଆପଣ ଚାହିଁଲେ ନିଜେ ଡାଇରେକ୍ଟ ଡାଉନ୍ ଲୋଡ କରିପାରିବେ। ଆପଣ ମାନେ ଏହିପରି ଭଵାରେ ନିଜେ ନିଜ ମୋାଇଲରେ ରେଜିଷ୍ଟେସନ୍ କରିପାରିବେ ଆଉ ମାଗଣାରେ ସାଟିଫିକେଟ୍ ଟି କୁ ପାଇ ପାରିବେ।