ହରିପୁର ଜଙ୍ଗଲରେ ମିଳିଲା ରୁମ୍ ଟାଙ୍କୁରି ଗଲା ଭଳି ସୁଟକେସ ଭିତରେ ଶ-ବ ଦେଖନ୍ତୁ ଘଟିଲା ଭୟଙ୍କର ଘଟଣା
Mon, 23 Jan 2023

ବର୍ତ୍ତମାନ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସୁଟ କେଶ୍ ଭିତରେ ଗୋଟିଏ ଶବ ରହିଥିବାର ଦେଖିବାକୁ ମିଳିଛି।ଖୋର୍ଦ୍ଧା ଜିଲ୍ଲା ନିକଟସ୍ଥ ହରିପୁର ଜଙ୍ଗଲରେ ମିଳିଛି ଏଭଳି ଏକ ସୁଟ କେଶ୍ ଯାହା ଭିତରେ ରହିଛି
ଗୋଟିଏ ଯୁବକ ର ମୃ-ତ-ଦେ-ହ।ଜଙ୍ଗଲ ରେ ଏଭଳି ସୁଟ କେଶ୍ ପଡିଥିବାର ସ୍ଥାନୀୟ ଲୋକମାନେ ଦେଖିବା ପରେ ପୋଲିସ ଙ୍କୁ ଖବର ଦେଇଥିଲେ।ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସୁଟ କେଶ୍ ଖୋଲିଥିଲେ।
ଆଉ ସେଥିରେ ପାଇଥିଲେ ଗୋଟିଏ ମୃ-ତ-ଦେ-ହ।ଆଉ କିଭଳି ଏହା ଏଠାରେ ଆସି ପହଁଚିଲା ତାକୁ ନେଇ ବର୍ତ୍ତମାନ ବହୁତ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସୁଟ କେଶ୍ ଭିତରେ ଶବ କୁ ପୁରାଇ କିଏ ଜଙ୍ଗଲ ଭିତରେ ଛାଡି ଦେଇଛି ସେନେଇ ପ୍ରଶ୍ନ ଉଠୁଛି।
ହ-ତ୍ୟା-କା-ଣ୍ଡ ପଛରେ କାରଣ କଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି। ସାଇନ୍ଟଫିକ୍ ଟିମ୍ ଆଉ ଡଗ ସ୍କ୍ୱାର୍ଡ ତଦନ୍ତରେ ସାମିଲ୍ ହୋଇଛନ୍ତି।ଏହା ଗୋଟିଏ ହ-ତ୍ୟା-କା-ଣ୍ଡ ବୋଲି ସନ୍ଦେହ କରିଛି ପୋଲିସ।
ଜଙ୍ଗଲ ମଧ୍ୟରେ ସନ୍ଦେହଜନକ ଭାବରେ ସୁଟ କେଶ ଭିତରେ ମୃ-ତ-ଦେ-ହ ମିଳିଥିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ଆଉ ସମସ୍ତେ ଏହି ଘଟଣା ବିଷୟରେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।
ସେପଟେ ଏହି ଘଟଣା ଟି ପୋଲିସ ଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।ଆଗକୁ ତଦନ୍ତ ପରେ ଘଟଣାର ସମସ୍ତ ତଥ୍ୟ ମିଳିପାରିବ ବୋଲି କୁହାଯାଇଛି।ତେବେ ପ୍ରଶ୍ନ ଉଠୁଛି ଯେ ସୁଟ କେଶ୍ ଏଠାକୁ ଆସିଲା କିପରି?
ସୁଟ କେଶ୍ କୁ ଏହି ଜଙ୍ଗଲ ଭିତରେ କିଏ ଆଣି ରଖି ଦେଇ ଯାଇଛନ୍ତି?ଜଙ୍ଗଲ ମଧ୍ୟରେ ସନ୍ଦେହଜନକ ଭାବରେ ପଡ଼ିଥିବା ସୁଟ କେଶ୍ କିଏ କିଣିଛି?ଆଉ ଏହି ଯୁବକ ଜଣଙ୍କ କିଏ ତାହା ଜଣା ପଡି ନଥିଲା।
ତଦନ୍ତ ପରେ ଯୁବକ ଟି ର ପରିଚୟ ମିଳି ପାରିଛି।ଯୁବକ ଙ୍କ ଘର ନୟାଗଡ଼ ଜିଲ୍ଲାର ରଣପୁର ନିକଟସ୍ଥ ଲାଖ ପଡା ଗ୍ରାମର ମନୋରଞ୍ଜନ ମହାପାତ୍ର।କିଛି ଦିନ ତଳେ ସେ ତାଙ୍କ ସମ୍ପର୍କୀୟଙ୍କ ଘର ରହୁଥିଲେ।ବର୍ତ୍ତମାନ ସେହି ସମ୍ପର୍କୀୟଙ୍କ ଉପରେ ସନ୍ଦେହ ବଢୁଛି।