Movie prime

ମଲା ପୁଅ ଦେହ ନେବାକୁ ଦରକାର ୨୫ ଲକ୍ଷ ଦେଖନ୍ତୁ ସାମ୍ନାକୁ ଆସିଲା ସାଙ୍ଘାତିକ ଘଟଣା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସବୁ ଅଞ୍ଚଳର, ସବୁ ଦେଶର, ସବୁ ରାଜ୍ୟର ଏବଂ ଅନେକ ପ୍ରକାରର ଯଥା ସିନେ ଜଗତକୁ ନେଇ, ଟେଲି ସିରିଏଲ୍ ଜଗତକୁ ନେଇ,
ଅନେକ କଳାକାରମାନଙ୍କ ବିଷୟରେ ହେଉ ସବୁ କିଛି ସୋସିଆଲ ମିଡିଆରେ ଦେଖିଥାନ୍ତି । ଏଭଳି ଅନେକ ଘଟଣା ଆଜିକା ଦୁନିଆରେ ଘଟୁଛି ।
ଲୋକମାନେ ଏଭଳି କିଛି ଘଟଣା ବିଷୟରେ ଜାଣୁଛନ୍ତି ଯାହା କଷ୍ଟଦାୟକ ଅଟେ । ଏମିତି କିଛି ଘଟଣା ଅଛି ଯାହା ବିଷୟରେ ଶୁଣିଲେ ବି ଆଶ୍ଚର୍ଯ୍ୟ ଲାଗିଥାଏ । 
ଆଉ କିଛି ଘଟଣା ଅନେକ ଦୁଃଖ ଦେଇଥାଏ । ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସୁଛି । ଏହି ଘଟଣାରେ ଦେଖିବାକୁ ମିଳୁଛି କି ଗୋଟେ ପୁଅର ମୃ-ତ୍ୟୁ ହୋଇଛି।
ଆଉ ସେହି ମୃ-ତ୍ୟୁରେ ଭାଙ୍ଗି ପଡିଛନ୍ତି ବାପା ମା । ସେହି ପୁଅ ବାହାରେ ରହୁଥିଲା । ଶେଷ ସମୟରେ ପୁଅର ମଲା ମୁହଁ ଦେଖିବାକୁ ବାପା ମାଙ୍କୁ ଦେବାକୁ ପଡ଼ିବ ୨୫ ଲକ୍ଷ ଟଙ୍କା ।
ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି । ସେହି ପୁଅ ଜଣକ ଜଣେ ଡାକ୍ତର ଥିଲେ । ଏହି ଘଟଣାଟି ହେଉଛି ହାଇଦ୍ରାବାଦ ଅଞ୍ଚଳର ।
ତାମିଲନାଡୁର ଡାକ୍ତରୀ ଛାତ୍ର ସେକ୍ ଅବଦୁଲ ଜିନର କିଟିହାର ମେଡିକାଲ ୟୁନୁଭର୍ସିଟିରେ ଭେଷଜ ବିଜ୍ଞାନରେ ଗତ ପାଞ୍ଚ ବର୍ଷ ହେଲା ପାଠ ପଢୁଥିଲେ । ଆଉ ତାଙ୍କର ଦେହ ଖରାପ୍ ଥିଲା ।
ସେଥିପାଇଁ ସେ ଭାରତ ଫେରି ଆସିଥିଲେ । ତାଙ୍କ ଦେହ ଭଲ ହୋଇଯିବା ପରେ ପୁଣି ସେ ଚୀନ ଫେରିଯାଇ ସେଠାରେ ଇଣ୍ଟନସିପ ଆରମ୍ଭ କରି ଦେଇଥିଲେ ।
ସେ ଡ଼ିସେମ୍ବର ୧୧ ତାରିଖରେ ଚୀନ ଯାଇଥିଲେ । ସେଠାରେ ତାଙ୍କ ଦେହ ପୁଣି ଖରାପ ହୋଇ ଯାଇଥିଲା । ୟୁନିଭର୍ସିଟି ପକ୍ଷରୁ ତାଙ୍କୁ ଅନେକ ମେଡ଼ିକାଲରେ ଦେଖା ଯାଇଥିଲା । 
ଆଉ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ଶେଷରେ ତାଙ୍କର ଜୀବନ ଚାଲି ଯାଇଥିଲା । ମର ଶରୀର ଆଣିବାକୁ ୟୁନିଭର୍ସିଟି ରଖିଲା ଏଭଳି ଏକ ସର୍ତ୍ତ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଚୀନର ୟୁନିଭର୍ସିଟି ସେକ ଅବଦୁଲଙ୍କ ମର ଶରୀର ଆଣିବାକୁ ୨୫ ଲକ୍ଷ ଟଙ୍କା ମାଗୁଛି । ୨୫ ଲକ୍ଷ ଟଙ୍କା ଦିଅ ପୁଅର ମର ଶରୀର ନିଅ । ଟଙ୍କା ଦେଲେ ମର ପୁଅକୁ ନେବ ନହେଲେ ନାହିଁ ବୋଲି ୟୁନିଭର୍ସିଟି କହିଲା ।
ସେକଙ୍କ ପରିବାର ଗରିବ ହୋଇଥିବାରୁ ଏତେ ଟଙ୍କା କେଉଁଠୁ ଆଣିବେ ? ପୁଅର ଶେଷ ଦର୍ଶନ ଏବେ କିଭଳି କରିବେ ବାପା ମା ଏନେଇ ଚିନ୍ତା ବଢ଼ିଛି ।