Movie prime

ଶ୍ରୀୟା ଙ୍କ ମା ଙ୍କ ପରକୀୟା ପ୍ରୀତି ଥିବାର ବୟାନ ଦେଲେ ହ୍ୟୁମାନ ସାଗର ଙ୍କ ମା ଦେଖନ୍ତୁ କଣ କହିଲେ

 
Special Report
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ହ୍ୟୁମାନ ସାଗର ଙ୍କ ସ୍ତ୍ରୀ ଶ୍ରେୟା ମିଶ୍ର ତାଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି।
ତେଣୁ ହୁମାନ୍ ସାଗର ଙ୍କ ମା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ହ୍ୟୁମାନ ସାଗର ଙ୍କ ର କାହା ସହିତ ପରକ୍ରୀୟା ପ୍ରୀତି ନାହିଁ।ଯଦି ସେ ଜାଣିଥାନ୍ତେ ତାହେଲେ ହ୍ୟୁମାନ ସାଗର ଙ୍କୁ ବହୁତ ମାଡ ମାରିଥାନ୍ତେ ବୋଲି କହିଛନ୍ତି।ହ୍ୟୁମାନ ସାଗର ଙ୍କ ମା ଏ କଥା କୁ ବିଶ୍ୱାସ କରୁ ନାହାନ୍ତି।
ଶ୍ରେୟା ତାଙ୍କ ସ୍ବାମୀ ଆଉ ଶାଶୁ ଙ୍କ ସେବା କେବେ କରନ୍ତି ନାହିଁ।ଛୁଆ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ମଦ ପିଇକରି ଘରେ ସୋଇ ରହିଥାନ୍ତି।ଶ୍ରେୟା ତାଙ୍କ ବାପା ମା ସମସ୍ତେ ମଦ ପିଇ ତାଙ୍କ ଘରେ ପାର୍ଟି କରିଛନ୍ତି।
ଏଭଳି ଘଟଣା ଦେଖି କୋଉ ଶାଶୁ ସହିବେ ନାହିଁ।କିନ୍ତୁ ହ୍ୟୁମାନ ଙ୍କ ମା ଏସବୁ କୁ ସହି ଯାଇଥାନ୍ତି ତାଙ୍କୁ କିଛି କୁହନ୍ତି ନାହିଁ।ତାଙ୍କ ପୁଅଙ୍କ ନାମରେ ମିଛ ରେ ଆରୋପ ଲଗାଇଛନ୍ତି।ତାଙ୍କର କିଛି ଭୁଲ୍ ନାହିଁ।ତାଙ୍କ ପୁଅ ବହୁତ ଭଲ ଅଟେ।
 ହ୍ୟୁମାନ ସାଗର ଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ହ-ତ୍ୟା କରିବାକୁ ଉଦ୍ୟମ କରୁଛନ୍ତି ଆଉ ଯୌତୁକ ମଧ୍ୟ ମାଗୁଛନ୍ତି।କିନ୍ତୁ ହ୍ୟୁମାନ ସାଗର ଙ୍କ ମା ଏସବୁ ମିଛ ବୋଲି କହିଛନ୍ତି।ସବୁ ଧନ ସମ୍ପତି, ସୁନା ଗହଣା,ଘର,ଜାଗା ବାଡ଼ି ସବୁ ହୁମାନ୍ ଙ୍କ
ସ୍ତ୍ରୀ ଙ୍କ ନାମରେ ରହିଛି।ହ୍ୟୁମାନ ସାଗର ଙ୍କୁ ଓଡ଼ିଶାରେ ସମସ୍ତେ ଜାଣିଛନ୍ତି।ସେ ଯାହା ରୋଜଗାର କରିଥାନ୍ତି ତାଙ୍କ ସ୍ତ୍ରୀ ଙ୍କୁ ବିଶ୍ୱାସ କରି ଦେଇଥାନ୍ତି।ହ୍ୟୁମାନ ସାଗର ଙ୍କ ନିଜର ଏକ ଘର ନାହିଁ।
ସେ କିଣିବାକୁ ଚାହିଁଥିଲେ।ହ୍ୟୁମାନ ସାଗର ଭଡ଼ା ଘରେ ରହୁଛନ୍ତି।ଯେତେବେଳେ ଘର କିଣିବେ ବୋଲି ସବୁ ଠିକ୍ ହେଲା ସେତେବେଳେ ହ୍ୟୁମାନ ତାଙ୍କ ସ୍ତ୍ରୀ ଙ୍କୁ ଟଙ୍କା ମାଗିଥିଲେ।
ଏହାପରେ ତାଙ୍କ ସ୍ତ୍ରୀ ଝଗଡ଼ା କରି ଏଭଳି ସବୁ କରୁଛନ୍ତି ବୋଲି ହ୍ୟୁମାନ ଙ୍କ ମା କହିଛନ୍ତି।କିନ୍ତୁ ହ୍ୟୁମାନ ସାଗର ଙ୍କ ଶାଶୁ ଜଣଙ୍କ ସହିତ ସମ୍ପର୍କ ରଖିଛନ୍ତି।ତାଙ୍କ ସ୍ବାମୀ ଥାଇ ମଧ୍ୟ ପରକ୍ରୀୟା ପ୍ରୀତି ରହିଛି।ବର୍ତ୍ତମାନ ଏହି ଘଟଣା ଟି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.