Movie prime

ପୁଣି ବିବାଦରେ ଗୀତ ଦେଖନ୍ତୁ ଶେଷରେ ଓଁ ନମଃ ଇନଷ୍ଟା ଗୀତରେ ମହିଳା ଖୋଲିଲେ ମୁଁହ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଏଭଳି କିଛି ଭିଡିଓ ଦେଖିଥିବେ ଯାହା ମନରେ ଅନେକ ଭାବନା ଆସିଥାଏ ।
ଲୋକମାନେ ଏମିତି ସବୁ କାମ କରୁଛନ୍ତି ଯାହା ଏବେ ପ୍ରଶ୍ନ ଆସିଛି । ଅଟେ । ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ବି ମନରେ ଅନେକ ଭାବନା ଆସିବ।
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଓଲିଉଡ ଜଗତର ଅନେକ ସିଙ୍ଗର ମାନଙ୍କୁ ଜାଣିଥିବେ ।ଓଲିଉଡ ଜଗତର ସବୁ ସିଙ୍ଗର ମାନଙ୍କ ମଧ୍ୟରେ ପ୍ରସିଦ୍ଧ ଗୀତିକାର ହ୍ୟୁମାନ ସାଗରଙ୍କୁ ଜାଣିଥିବେ ।
ଏହି ସିଙ୍ଗର ଜଣକ ବହୁତ ସୁନ୍ଦର ଗୀତ ଗାଇଥାନ୍ତି । ତାଙ୍କ ଗୀତକୁ ସମସ୍ତେ ବହୁତ ପ୍ରଶଂସା କରିଥାନ୍ତି । ଏହି ସିଙ୍ଗର ଜଣକ ବହୁତ ଗୀତ ଗାଇଛନ୍ତି ।
ଏହି ସିଙ୍ଗର ଜଣକ ସବୁବେଳେ ତାଙ୍କ ଗୀତରେ ଏକ ଅଲଗା ପ୍ରକାରର ସ୍ୱାଗ ଦିଅନ୍ତି । ଆଉ ଏହି ସିଙ୍ଗର ଜଣକ ତାଙ୍କ ଗୀତକୁ ନେଇ ସାରା ରାଜ୍ୟରେ ଫେମୋସ୍ ଅଟନ୍ତି । ଏହି ସିଙ୍ଗର ଜଣକ ଏବେ ସବୁ ଓଡ଼ିଶାବାସୀଙ୍କ ହୃଦୟରେ ରାଜ କରିଛନ୍ତି । 
ଏହି ସିଙ୍ଗର ଜଣକ ଗାଇଥିବା ଗୀତକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ସିଙ୍ଗର ଜଣକ ଗୀତ ଗାଇଛନ୍ତି ଭଗବାନଙ୍କ ମନ୍ତ୍ରକୁ ନେଇ ଆଉ ତା ସହ ଆଧୁନିକ ଗୀତ ଲଗାଇ ।
ଏବେ ଜଣେ ସମାଜସେବୀ ତାଙ୍କ ଗୀତକୁ ନେଇ ଅନେକ କଥା କହିଛନ୍ତି । ସେ କହିଛନ୍ତି ସିଙ୍ଗର ହ୍ୟୁମାନ ସାଗର ଓଁ ନମଃ ଇନଷ୍ଟା ସୁନ୍ଦରୀ ବୋଲି ଏକ ଗୀତ ଗାଇଛନ୍ତି । ଆଉ ଏହି ଗୀତ ଠାକୁରଙ୍କ ମନ୍ତ୍ର ସହ ଲାଗିଛି । ଏହି ମନ୍ତ୍ର ସହ ଏଭଳି ଗୀତ ଗାଇବା ଠିକ୍ ନୁହେଁ । 
ଏହି ଗୀତ ଆରମ୍ଭ ହେଲେ ଲାଗିବ ଏହା ଏକ ଭକ୍ତିର ଗୀତ ପୁଣି ତାପରେ ଇନଷ୍ଟା ସୁନ୍ଦରୀ । ଏମିତି ତ କେଉଁ ଭଗବାନ ନାହାଁନ୍ତି । ଆଉ ଏହି ଗୀତ ଠିକ୍ ନୁହେଁ । ସେହି ଇନଷ୍ଟା ସୁନ୍ଦରୀ କିଏ ?
ଏଭଳି ଶସ୍ତା ଗୀତ ଗାଇ ସେ ଭଗବାନଙ୍କ ମନ୍ତ୍ରକୁ ଲଗାଇବା ଠିକ୍ ନୁହେଁ । ଆଉ ତାଙ୍କୁ କିଏ ଅଧିକାର ଦେଲା ଆମ ଧର୍ମର ଠାକୁରଙ୍କ ମନ୍ତ୍ରକୁ ଏଭଳି ଗୀତ ରୂପରେ ବ୍ୟବହାର କରି ଲୋକପ୍ରିୟତା ହାସଲ କରିବାର ?
ଏଭଳି ଅନେକ ପ୍ରଶ୍ନ କରିଛନ୍ତି ଏହି ଗୀତକୁ ନେଇ ଏହି ମହିଳା ଜଣକ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।