Movie prime

ଜଲିଉଡ ଷ୍ଟାର ଙ୍କ ବଦନାମ ରହସ୍ୟ ଦେଖନ୍ତୁ କେମିତି ଆସିଥିଲେ ଚର୍ଚ୍ଚାରେ ମୁଁହ ଖୋଲି କହିଲେ ସବୁ କିଛି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ଯାତ୍ରା ଜଗତରେ ଅନେକ ଅଭିନେତା ମାନେ ଅଭିନୟ କରିଥାଆନ୍ତି। ସେହି ଅଭିନେତା ମାନଙ୍କ ମଧ୍ୟରୁ ଆପଣ ହାପି କର ଙ୍କୁ ବେଶ ଭଲ ଭାବରେ ମଧ୍ୟ ଜାଣିଥିବେ।
କାରଣ ସେ ହେଉଛନ୍ତି ଯାତ୍ରା ଜଗତର ଏକ ଆଗ ଧାଡ଼ି ର ଅଭିନେତା। ନିକଟରେ ତାଙ୍କର ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଥିଲା।
ଯେଉଁଥିରେ କି ସେ ତାଙ୍କ ସ୍ତ୍ରୀ ଙ୍କୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଥିଲା। ଆଜି ସେହି ସମ୍ପର୍କ ରେ ହାପୀ କର ଏବେ ତାଙ୍କର ପ୍ରତିକ୍ରିୟା ମଧ୍ୟ ପ୍ରଦାନ କରିଛନ୍ତି।
ଆଜି ଏହା ସାରା ଓଡ଼ିଶାର ଗଣ ମାଧ୍ୟମ ରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଛନ୍ତି କି ତାଙ୍କୁ ବଦନାମ କରିବା ପାଇଁ ଏଭଳି କରାଯାଇଛି ।
କାରଣ ଆଗରୁ ମଧ୍ଯ ଥରେ ତାଙ୍କ ସହ ଏଭଳି କରାଯାଇ ଥିଲା। ଏହା ତାଙ୍କୁ ବଦନାମ ଛଡ଼ା ଆଉ କିଛି ନୁହେଁ ବୋଲି କହିଛନ୍ତି।
ସେ ଯେଉଁଠାରେ ଯାତ୍ରା କରୁଥିଲେ ସେଠାକାର ଜଣେ ବ୍ୟକ୍ତି ତାଙ୍କୁ ମଦ ପିଇବା ପାଇଁ ବାରମ୍ବାର ବାଧ୍ୟ ମଧ୍ୟ କରୁଥିଲେ। ହେଲେ ସେ ମଦ ପିଇବା ପାଇଁ ବାରମ୍ବାର ମନା ମଧ୍ୟ କରିଥିଲେ।
ଏହାପରେ ତାଙ୍କର ଲାଷ୍ଟ ସିନ କରିବା ପୂର୍ବରୁ ତାଙ୍କୁ ସ୍ପ୍ରାଇଟ ବୋତଲ ରେ କିଛି ମଦ ମିଶାଇ ତାଙ୍କୁ ଦେଇ ଦେଇଥିଲେ ଯାହା ଫଳରେ କି ସେ ନିଜ ଉପରୁ ସମ୍ପୂର୍ଣ୍ଣ ଭାବରେ ତାଙ୍କର ଭାରସାମ୍ୟ ହରାଇ ବସିଥିଲେ।
ଏହାପରେ ସେ ମଦ୍ୟପାନ କରିଥିବା କାରଣରୁ ତାଙ୍କ ସ୍ତ୍ରୀ ତାଙ୍କ ଉପରେ ରାଗି ଯାଇଥିଲେ। ଏବଂ ଏଥି ପାଇଁ ମଧ୍ୟ ସେ ତାଙ୍କ ଶାଶୂ ଙ୍କୁ ଫୋନ କରି କହି ଦେଇ ଥିଲେ। ଏହାପରେ ମଦ ପିଇ ଥିବା କାରଣରୁ ତାଙ୍କ ସ୍ତ୍ରୀ ଉପରକୁ ସେ ହାତ ଉଠାଇ ଦେଇଥିଲେ।
ଏହାପରେ ତାଙ୍କ ସ୍ତ୍ରୀ ମଧ୍ୟ କାର ରୁ ବାହାରକୁ ପଳାଇ ଯାଇଥିଲେ। ଏହାପୂର୍ବରୁ ସେଠାରେ କ୍ୟାମେରା ଧରି ଲୋକ ମାନେ ଆଗରୁ ଉପସ୍ଥିତ ଥିଲେ ସେମାନେ ମଧ୍ଯ ଭିଡିଓ ସୁଟିଂ କରିଥିଲେ।