Movie prime

ପୁଣି ମିଳିଲା ଭଲ ପାଇବାରେ ପ୍ରତାରଣା ଦେଖନ୍ତୁ ଜୀବନ ନେଲା ଜୀବନ ସାଥୀ ଦେଖନ୍ତୁ ପ୍ରକୃତ ଘଟଣା କଣ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଅନେକ ଖବର ବିଷୟରେ ଜାଣିବାକୁ ପାଇଥିବେ ।
ଲୋକମାନେ ଏଭଳି ଅନେକ ଖବର ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ । ଲୋକମାନେ ଏମିତି ଅନେକ ଖବର ଏହି ମିଡ଼ିଆ ମାଧ୍ୟମରେ ଜାଣିବାକୁ ପାଉଛନ୍ତି । ଆଜିକାଲି ଦୁନିଆରେ ତ ପ୍ରେମ ବିବାହ କରିବା ଏକ ସାଧାରଣ କଥା ହୋଇଗଲାଣି ।
ଲୋକମାନେ ପ୍ରେମ ବିବାହ କରି କିଛି ଲୋକ ଖୁସି ହୋଇଥାନ୍ତି । ଅନେକ ଲୋକ ଭାବୁଥାନ୍ତି କି ପ୍ରେମ ବିବାହ କରିବେ ଖୁସିରେ ରହିବେ । ଆଉ ସାରା ଜୀବନ ସାଥି ହୋଇ ରହିବେ ।
କିନ୍ତୁ ଏହି ସୋସିଆଲ ମିଡିଆରେ ଏବେ ଏକ ଖବର ଭାଇରାଲ୍ ହେଉଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଯୁବତୀ ଆଉ ଯୁବକ ପ୍ରେମ କରି ବିବାହ କରିଥିଲେ । ଯୁବତୀ ଜଣକ ଘର ଛାଡ଼ି ଯୁବକଙ୍କ ସହ ଫେରାର ହୋଇ ଯାଇଥିଲେ ।
ସେମାନେ ମନ୍ଦିରରେ ବିବାହ କରିଥିଲେ । ଯୁବତୀ ଜଣକ ପ୍ରେମ କରି ଯୁବକଙ୍କୁ ବିବାହ କରିଥିଲେ । କିନ୍ତୁ ଏହି ଯୁବତୀ ଜଣଙ୍କୁ ଯୌତୁକ ପାଇଁ ଦାବି କରିଥିଲେ ଶାଶୁଘରଲୋକେ । ଆଉ ଶେଷରେ ସେହି ଯୁବତୀ ଜଣକର ଦେହାନ୍ତ ଘଟିଛି ।
ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭେନପୁର ଗ୍ରାମରେ । ସେହି ଗ୍ରାମର ଯୁବକ ଜଣକ ହେଉଛନ୍ତି ବିଜୟ ଦୀକ୍ଷିତ । ଆଉ ଯୁବତୀ ଜଣଙ୍କୁ ସେ ପ୍ରେମ କରି ବିବାହ କରିଥିଲେ । ବିବାହର କିଛି ଦିନ ପରେ ସ୍ବାମୀ ଜଣକ ଯୌତୁକ ଦାବି କରିଥିଲେ । 
ଆଉ ଏହି ଯୁବତୀ ଜଣଙ୍କୁ ତାଙ୍କ ସ୍ଵାମୀ ଏକ ଲକ୍ଷ ଟଙ୍କା ଏବଂ ସୁନା ଗହଣା ଏବଂ ଆସବାବ ପତ୍ର ଆଣିବାକୁ କହିଥିଲେ । ଆଉ ଘରକୁ ସେ ଛାଡ଼ୁ ନଥିଲେ । ଏହାପରେ ଯୌତୁକ ନିର୍ଯ୍ୟାତନା ଦେଇ ଝିଅକୁ ମାରି ଦେଇଛନ୍ତି ।
ସେହି ଯୁବତୀ ଜଣକୁ ତାଙ୍କ ପରିବାରଲୋକେ ମେଡ଼ିକାଲରେ ଦେଖିଥିଲେ । ଏହି ଘଟଣାକୁ ନେଇ ପୋଲିସ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ଏହି ଘଟଣା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଏବେ ଝିଅର ପରିବାରଲୋକ ଏସପିଙ୍କ ସହ ଦେଖା କରିଛନ୍ତି ।