Movie prime

ଏହି ରାକ୍ଷସ କରିଚି ୨୫୦୦ ଝିଅ ଙ୍କ ସହ ଖରାପ୍ କାମ ,ଶେଷରେ ଧରାପଡିଲା ପୋଲିସ ହାତରେ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ମୁମ୍ବାଇ ପୋଲିସ ଏକ ସିରିଏଲ ରେ-ପି-ଷ୍ଟ କୁ କରିଛନ୍ତି ଗିରଫ। ଯିଏ କି ବାହାଘର ନାଁ ରେ ଯୁବତୀଙ୍କ ଦେ-ହ-ଶୋ-ଷ-ଣ କରୁଥିଲା ଆଉ ତାଙ୍କ ମାନଙ୍କ ଠାରୁ ପଇସା ମଧ୍ୟ ଠକିକି ନେଉଥିଲା।
ତେବେ ବନ୍ଧୁଗଣ ମୁମ୍ବାଇ ରେ ଧରାଯାଇଛି ସିରିଏଲ୍ ରେ-ପି-ଷ୍ଟ। ମ୍ୟାଟ୍ରିମୋନୀୟମ ସାଇଡ କୁ ବନେଇଥିଲା ନିଜର ହତିଆର। ମୁମ୍ବାଇ କ୍ରାଇବ୍ରାଞ୍ଚ୍ ସାମ୍ନାରେ ଠିଆ ହେଇଥିବା ଏହି ବ୍ୟକ୍ତି ଦେଖିବାକୁ ସାଧାରଣ କିନ୍ତୁ ଏହି ବ୍ୟକ୍ତି ର କାରନାମା ବହୁତ୍ ଅସାଧାରଣ।
ଝିଅ ଆଉ ଦାମୀ ଗାଡି ଏହି ବ୍ୟକ୍ତି ଟିର ବହୁତ୍ ପସନ୍ଦ। ଆଉ ଏହି ପସନ୍ଦରେ ମହାରାଷ୍ଟ୍ର ର ୧୨ ଜିଲ୍ଳାରେ ପ୍ରାୟ ୨୫୦୦ ପାଖାପାଖି ଯୁବତୀଙ୍କ ରେ-ପ୍ କରିଛି। ଏହି ବ୍ୟକ୍ତି ଜଣଙ୍କର ନାମ ହେଉଛି ରାହୁଲ ପାଟିଲ। 
ଏବଂ ପରିଚୟ ବଡ କମ୍ପାନୀରେ ଚାକିରି ଆଉ ଲକ୍ଷାଧିକ ସମ୍ପତ୍ତି। ରାହୁଲ ହେଉଛନ୍ତି ଅନାଥ। କେବଳ ଆମେରିକାରେ ଭଉଣୀ। ଇଏ ହେଉଛି ସେହି ଡିଟେଲ ଯାହାକି ରାହୁଲ ମ୍ୟାଟ୍ରିମୋନି ସାଇଡ ରେ ଦେଇଥିଲା।
ଯେଉଁଠିକୁ ଯୁବତୀ ମାନଙ୍କର ଧ୍ୟାନ ତା ନିଜ ଆଡକୁ ଟାଣି ନେଇଥିଲା ଆଉ ତାଙ୍କ ସହିତ କଣ୍ଟାକ୍ଟ ରେ ଆସୁଥିଲା। ଏହାପରେ ମିଠା ମିଠା କଥାରେ ଫସାଉଥିଲା।
ଆଉ ତାପରେ ଯୁବତୀ ମାନଙ୍କ ଶ-ରୀ-ର-ଶୋ-ଷ-ଣ କରିବା ସହିତ ତାଙ୍କ ପଇସାବି ଠକି ନେଇ ଯାଉଥିଲା।
ପୋଲିସ ସୂଚନା ଅନୁଯାୟୀ ସବୁଠୁ ଆଶ୍ଚର୍ୟ୍ଯକର କଥା ଯାହାକି ରାହୁଲଙ୍କର କୌଣସି ନିଜର ଠିକଣା ନାହିଁ। ନା କୌଣସି ଘର ନା ପରିବାର। ଏହାସହିତ ରାହୁଲର ସବୁଦିନ ବ୍ୟବହାର ହେଉଥିବା ଜିନିଷ ବି ଗାଡ଼ିରେ ହିଁ ରହୁଥିଲା। 
ଆଉ ଏହି ଗାଡି ରାହୁଲ ଭଡ଼ାରେ ନେଉଥିଲା ଯାହାକୁ ସିଏ ଦୁଇ ତିନି ସପ୍ତାହରେ ବାଦଳାଇ ଦେଇଥିଲା। ତେବେ ରାହୁଲ ସେହି କାର ରେ ରହୁଥିଲା, ଖାଉଥିଲା ଏବଂ ସୋଉଥିଲା ମଧ୍ୟ।
ରାହୁଲ ଏତେ ବଡ ଠକ ଯେ, ଯୁବତୀ ମାନଙ୍କ ବାପା-ମାଙ୍କୁ ବି ଦେଖା କରିବାକୁ ଡରୁନଥିଲା। ଯୁବତୀ ମାନଙ୍କୁ ବାପା-ମାଙ୍କୁ ବି ମିଠା ମିଠା କଥାରେ ଫସେଇ ଦେଉଥିଲା। ଆଉ ବାହାଘର ପାଇଁ ରାଜି କରେଇକି ଯୁବତୀଙ୍କ ଶରୀର ସହିତ ଖେଳୁଥିଲା।
ଆଉ ଯେତେବେଳେ ଯୁବତୀ ମାନେ ତାଙ୍କ ଘର ଲୋକଙ୍କ ସହିତ ଦେଖା କରେଇବା ପାଇଁ ରାହୁଲଙ୍କୁ କୁହନ୍ତି, ସେତେବେଳେ ରାହୁଲ କିଛି ନା କିଛି ବାହାନା କରିକି ମନା କରିଦେଉଥିଲା। 
ଏହି ଧୋକାବାଜକୁ ଜଣା ଥିଲା କି ଯୁବତୀ ମାନେ ଲଜ୍ୟାକୁ ଡରିକି କେବେ ସାମ୍ନାକୁ ଆସିବେ ନାହିଁ। କିନ୍ତୁ ଯେତେବେଳେ ଏକ ଯୁବତୀ ନିଜର ସାହସ ଦେଖାଇଲେ ସେତେବେଳେ ନା ,
କେବଳ ରାହୁଲର ଅସଲ ଚେହେରା ଜଣା ପଡିଲା ତା ସହିତ ମଧ୍ୟ ରାହୁଲର ଅନେକ ରାଜ୍ ବି ସାମ୍ନାକୁ ବାହାରି ପଡ଼ିଥିଲା। ପୋଲିସ ଏହି ଯୁବତୀ ଙ୍କ ଅଭିଯୋଗ ପରେ ଧୋକାବାଜ୍ ରାହୁଲଙ୍କୁ ଧରିଥିଲେ।
ତେବେ ପୋଲିସ ରାହୁଲ କୁ ଗିରଫ ପରେ ରାହୁଲର ନାମ ଆଉ କାମ ସହିତ ପୁରୁଣା ରେକଡ୍ ଖୋଳତାଳ କରୁଛି। ଯାହାଫଳରେ ରାହୁଲର ଅସଲି ପରିଚୟ ସାମ୍ନାକୁ ଆସିପାରିବ।