Movie prime

ଝିଅ ମାନଙ୍କ ପାଖ ରୁ ସେମାନଙ୍କୁ କେବଳ ସେଇ ଜିନିଷ ହି ଦରକାର୍

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ସମାଜ ଦିନକୁ ଦିନ କିଭଳି ଦିଗକୁ ଗତି କରିବାରେ ଲାଗିଲାଣି। ଆଜି କାଲି ମଧ୍ୟ ଓଡ଼ିଶାରେ ପ୍ରଚୁର ମାତ୍ରାରେ ଝିଅ ମାନେ ଦୁ-ଷ୍କ-ର୍ମ ର ଶିକାର ହେଉଛନ୍ତି।
ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଆମ ଓଡ଼ିଶାରେ ଏହା ପ୍ରଚୁର ମାତ୍ରାରେ ଦେଖିବାକୁ ମିଳୁଛି। ଏହା ନିଶ୍ଚିତ ଭାବରେ ଏକ ଦୁଃଖଦ ବିଷୟ ଅଟେ।
ଏହି ସମ୍ପର୍କ ରେ ପ୍ରତିକ୍ରିୟା ଦେବାକୁ ଯାଇ ଜଣେ ଯୁବତୀ କହିଛନ୍ତି କି ଏଠାରେ ଝିଅ ମାନଙ୍କୁ ଦୁ-ଷ୍କ-ର୍ମ କରାଯାଇ ତାକୁ ରାତାରାତି ମଧ୍ଯ ଖଲାସ କରି ଦିଆ ଯାଉଛି। ବଡ଼ ଲୋକ ମାନଙ୍କ ପାଇଁ ଗୋଟେ ଆଇନ୍ ଏବଂ ଗରୀବ ଲୋକ ମାନଙ୍କ ପାଇଁ ମଧ୍ଯ ଗୋଟେ ଆଇନ।
ଆଜି କାଲି ନ୍ୟାୟ ବୋଲି କିଛି ନାହିଁ ଯେଉଁଠି ଟଙ୍କା ଫୋପାଡ଼ିବେ ସେଠାରେ ହିଁ ସେମାନେ କଥା କହିବେ। ଲୋକଙ୍କୁ ଏବେ ମଣିଷ ର ଇଜ୍ଜତ ଦେଖା ଯାଉ ନାହିଁ।
ତାର ପ୍ରତି ବଦଳରେ କେବଳ ଟଙ୍କା ହିଁ ଦେଖା ଯାଉଛି। ଏହା ହେଉଛି ବହୁତ ବଡ଼ ଦୁଃଖର କଥା। ଏଥି ପାଇଁ ସରକାର ଙ୍କ କାର୍ଯ୍ୟାନୁଷ୍ଠାନ ନେବା ନିହାତି ଭାବରେ ଜରୁରୀ ଅଟେ।
କାରଣ ଯଦି ସରକାର ତାଙ୍କର ମୁହଁ ଫିଟାଇବେ ନାହିଁ ତେବେ ଆଉ କେହି ମଧ୍ଯ ଏଥି ପାଇଁ ମୁହଁ ଫିଟାଇବେ ନାହିଁ। ସେମାନେ କେବଳ ଏହା କହିଥାନ୍ତି କି ଝିଅ ଯେହେତୁ ସତର୍କ ରହିବା ଉଚିତ। ହେଲେ ଜଣେ ଝିଅର ଏହା କଣ ପାଇଁ ଏକ ଦାୟିତ୍ଵ ଅଟେ।
ପୁଅ ମାନଙ୍କର ମଧ୍ଯ ନିଶ୍ଚିତ ଭାବରେ ଏହା ଏକ ଦାୟିତ୍ଵ ହେବା ଉଚିତ। ଏଥିପାଇଁ ଯୁବତୀ ଜଣକ କହିଛନ୍ତି କି ସରକାର ଏଥି ପାଇଁ ନିଶ୍ଚିତ ଭାବରେ କାର୍ଯ୍ୟ କରିବା ଉଚିତ ଅଟେ।
ତେବେ ଆପଣ ମାନଙ୍କୁ କଣ ଲାଗୁଛି। କି ଯୁବତୀ ଜଣକ କେତେ ଦୂର ସତ କଥା କହୁଛନ୍ତି। ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।