Movie prime
କାଳିଆ ଯୋଜନା ଟଙ୍କା ଆସିନଥିଲେ ଦେଖନ୍ତୁ କଣ କରିବେ
 
Special Report
ନମସ୍କାର ଦର୍ଶକ ବନ୍ଧୁ। ଆଜି ଆମେ ଆପଣଙ୍କ ପାଖରେ କାଳିଆ ଯୋଜନା ବାବଦରେ ଆଉ ଏକ ବଡ ଅପଡେଟ ନେଇକି ଆସିଛୁ। ଆପଣ ମାନେ ସମସ୍ତେ ଜାଣିଥିବେ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ତରଫରୁ କାଳିଆ ଯୋଜନା ଟଙ୍କା ସନ୍ଧ୍ୟା ୫ ଟା ସୁଦ୍ଧା ପଠାଯିବ ବୋଲି ଘୋଷଣା କରାଯାଇଛି। ଏଥର ରାଜ୍ୟ ସରକାର କହିଲେ କାଳିଆ ଯୋଜନା ପଇସା ଚାଷୀମାନଙ୍କ ଆକାଉଣ୍ଟକୁ ଦୁଇ ହଜାର ଟଙ୍କା ଲେଖାଏଁ ପଠାଯିବ। 
ଆଉ ତାହା ଭିତରେ ଆପଣ ମାନେ ଜାଣିବେ କି ଓଡିଶା ସରକାର ଆମ ରାଜ୍ୟର ଗରିବ ଭୂମିହୀନ ଚାଷୀ ମାନଙ୍କ ପାଇଁ କାଳିଆ ଯୋଜନାରେ କି କି ସୁବିଧା ମାନ ରଖିଛନ୍ତି। ଆପଣ ଜାଣନ୍ତି କି କାଳିଆ ଯୋଜନା ଆମ ସରକାରଙ୍କ ତରଫରୁ ୨୦୧୮ ମସିହାରେ ଆରମ୍ଭ କରା ଯାଇଥିଲା। ଏହି ଯୋଜନା ସାହାଯ୍ୟରେ ସବୁ ଗରିବ ଚାଷୀ ମାନଙ୍କ ଆକାଉଣ୍ଟକୁ ଦୁଇଟି କିସ୍ତିରେ ୫-୫ ହଜାର ଟଙ୍କା ଲେଖାଏଁ ପଠା ଯାଇଥିଲା।
ଭୂମିହୀନ ଚାଷୀ ମାନେ ଯେଉଁ ରହିଲେ, ସେମାନଙ୍କ ଆକାଉଣ୍ଟକୁ ଦୁଇ ହଜାର ଟଙ୍କା ଆସିବା ପରେ ଆଉ କିଛି ଅପଡେଟ ଆସିନାହିଁ। ତେବେ ଏହି କୃଷକ ଓଡିଶା ପୋର୍ଟାଲରେ ରେଜିଷ୍ଟର କରିଥିବା ଚାଷୀ ମାନଙ୍କ ପାଇଁ ଏକ ବଡ ଖୁସି ଖବର ଆସି ଯାଇଛି। ଯାହାକି ଏହି ସମସ୍ତ ଚାଷୀ ମାନଙ୍କ ଆକାଉଣ୍ଟକୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ଆସିବାକୁ ଯାଉଛି। 
ଆପଣ ଯଦି ଜଣେ ଭୂମିହୀନ ଚାଷୀ ଆଉ ଆପଣ ଏହି ଅଫିସିଆଲ ପୋର୍ଟାଲରେ ରେଜିଷ୍ଟ୍ରେସନ କରିଛନ୍ତି ତାହେଲେ ଆପଣଙ୍କ ପାଇଁ ବହୁତ ବଡ଼ ଖୁସି ଖବର ଅଟେ। ଆପଣଙ୍କୁ ମିଳିବ କାଳିଆ ଯୋଜନାର ପାଞ୍ଚ ହଜାର ଟଙ୍କା। ଏହାଦ୍ୱାରା ଅନେକ କାଳିଆ ଯୋଜନା ହିତାଧିକାରୀ କୃଷକଙ୍କ ପରିବାର ଉପକୃତ ହେବେ।