Movie prime
ପିଲାଙ୍କୁ ସ୍କୁଲ ପଠାଇ କାହିଁକି ଝୁଲି ପଡ଼ିଲ ଦମ୍ପତି ସାରା ଓଡ଼ିଶାରେ ଚାଞ୍ଚଲ୍ୟ କଣ ହେଇଥିଲା ଘଟଣା ସନ୍ଧାନରେ ପୋଲିସ
 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ବହୁତ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏହିସବୁ ଘଟଣା ଘଟିଛି ଯାହା ଆପଣଙ୍କ ମନରେ ଏକ ଭାବନା ସୃଷ୍ଟି କରେ ।
ଆଉ ଏମିତି କିଛି ଘଟଣା ଆପଣଙ୍କ ସମାଜରେ ଘଟୁଛି ଯାହା ନିନ୍ଦନୀୟ ଅଟେ । ଆଉ ଏଭଳି ଘଟଣା ଆପଣ ଶୁଣିଲେ ଆପଣଙ୍କ ମନରେ ଲଜ୍ୟାଭାବ ସୃଷ୍ଟି କରେ । ଆଉ ଆଜିକା ସମାଜରେ ଏହିସବୁ ଘଟଣା ଘଟି ଚାଲିଛି 
ଆଉ ଏମିତି କିଛି ଘଟଣା ଘଟିଛି ସ୍ବାମୀ ଆଉ ସ୍ତ୍ରୀ ନିଜ ସନ୍ତାନକୁ ସ୍କୁଲକୁ ପଠାଇ ଦେଇ ଆ-ତ୍ମ-ହ-ତ୍ୟା କରିଲେ । ଆଉ ଏହା ଏବେ ଚାନ୍ଚଲ୍ୟତା ସୃଷ୍ଟି କରିଛି । ପାରିବାରିକ କଳହ ପାଇଁ କଣ ଏପରି ନିଷ୍ପତ୍ତି ନେଲେ ଦମ୍ପତ୍ତି । ହାତ ଧରି ଏକାଠି ରହିବେ ସାରା ଜୀବନ ବୋଲି ଭାବିଥିଲେ ।
କିନ୍ତୁ ହାତ ଧରି ପୁଣି ଦୁଇ ସନ୍ତାନକୁ ଛାଡ଼ି ଏକାଠି ମଧ୍ୟରେ ମିଶି ଝୁଲି ପଡ଼ିଲେ । ଝୁଲି ପଡ଼ିବା ପୂର୍ବରୁ ଲୋକମାନେ ଭାବୁ ନାହାନ୍ତି ଏହି ଛୁଆଙ୍କ ବିଷୟରେ । 
କଣ ହୋଇଥିଲା ଯେ ଏଭଳି ଘଟଣା ଘଟିଲା । ଆଉ ଆପଣଙ୍କୁ ଏକ ଭାବନାରେ ପକାଇଥିବ ? ଆଉ ବିବାହ ବେଳେ ଦମ୍ପତ୍ତି କଥା ଦେଇଥାନ୍ତି ଯେ ଏକାଠି ରହିବେ ଆଉ ଏକାଠି ବଞ୍ଚିବେ ଆଉ ଏକାଠି ମରିବେ ।
ଆଉ ସାତ ଜନ୍ମ ଏକାଠି ରହିବେ ବୋଲି କଥା ଦିଅନ୍ତି । ଆଉ ଆଜିକା ଯୁଗରେ ଲୋକମାନେ ବହୁତ ପ୍ରକାରର ଝଗଡ଼ା କରୁଛନ୍ତି । 
Viral
ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରେ । ପିଲାମାନଙ୍କୁ ସ୍କୁଲକୁ ପଠାଇ ଦେଇ ଏକାଠି ଝୁଲି ପଡିଛନ୍ତି ସ୍ବାମୀ ଏବଂ ସ୍ତ୍ରୀ । ଆଉ ଏଭଳି ନିଷ୍ପତ୍ତି କାହିଁକି ନେଲେ ସେମାନେ ? ପାରିବାରିକ କଳହ ଥିଲା ନା ବ୍ୟବସାୟ ପାଇଁ ବ୍ୟସ୍ତ ଥିଲେ ।
ଆଉ ଛୋଟ ଦୁଇଟି ଛୁଆଙ୍କ କଥା ନଭାବି ଏମିତି କରିଦେଲେ । ପୋଲିସ ଏବେ ଏମାନଙ୍କୁ ଉଦ୍ଧାର କରିଛି । ଆଉ ଏହା ଏକ ଦୁଃଖ ସୃଷ୍ଟି କରିଛି । ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏହି ଘଟଣା ଦେଖି ।