Movie prime

ସତର୍କ ରୁହ ଏହି ଜିଲ୍ଲା ପୁଣି ଆସିବ ଲଘୁଚାପ ଦେଖନ୍ତୁ କେମିତି ରହିବ ସ୍ଥିତି

 
Viral News
ଆସନ୍ତା ସପ୍ତାହ ଙ୍କୁ ପୁଣିଥରେ ସୃଷ୍ଟି ହୋଇପାରେ ଲଘୁଚାପ।ସେଥିପାଇଁ ପାଗ ଅନୁକୂଳ ରହିଛି।ଫଳରେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଲଘୁଚାପ ହେବାର ସମ୍ଭାବନା ରହିଛି।
ଏନେଇ ବରିଷ୍ଠ ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି।ବର୍ତ୍ତମାନ ଏହି ଖବର ଶୁଣିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।କିଛି ଦିନ ତଳେ ଲଘୁଚାପ ହେବାରୁ ଅନେକ ଲୋକ ମାନଙ୍କର ଅସୁବିଧା ହୋଇଥିଲା।
କାହାର ଘର ଭାଙ୍ଗି ଯାଇଥିଲା, ଆଉ କିଏ ଖାଇବାକୁ ପାଉ ନାହାନ୍ତି ବହୁତ ଅସୁବିଧାର ସମ୍ମୁଖିନ ହୋଇଥିଲେ।ବର୍ତ୍ତମାନ ପୁଣିଥରେ ଲଘୁଚାପ ହେବାର ସମ୍ଭାବନା ରହିଛି।ତାହା ଶୁଣି ଲୋକମାନେ ବହୁତ ଚିନ୍ତାରେ ପଡ଼ି ଯାଇଛନ୍ତି।
ପାଣିପାଗ ବିଜ୍ଞାନୀ ସନ୍ଦୀପ ପଟ୍ଟନାୟକ ଏହି ବିଷୟରେ ସୂଚନା ଦେଇଛନ୍ତି।ଏବଂ ସତର୍କ ରହିବାକୁ ମଧ୍ୟ ଲୋକ ମାନଙ୍କୁ କହିଛନ୍ତି।ଆସନ୍ତା ସପ୍ତାହ ରେ ଲଘୁଚାପ ହେବ ବୋଲି କୁହାଯାଇଛି ତାହା ସତ ଅଟେ।
୧୨ ତାରିଖ ପର୍ଯ୍ୟନ୍ତ ଏହା ରହିବ।୪ ତାରିଖ ସନ୍ଧ୍ୟା ବେଳେ ପ୍ରଶାନ୍ତ ମହାସାଗର ରୁ ଆସିବ।୯ ସୁଦ୍ଧା ଓଡ଼ିଶା ଆନ୍ଦ୍ର ପାଖାପାଖି ଉପକୂଳବର୍ତ୍ତୀ ଅଞ୍ଚଳ ରହିଛି ସେଠାରେ ଏକ ଘୂର୍ଣ୍ଣିବଳୟ କି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ଏହି କଥା ବରିଷ୍ଠ ପାଣିପାଗ ବିଜ୍ଞାନୀ ଜାସନ ନିକୋଲାଷ୍ ପୂର୍ବାନୁମାନ କରିଛନ୍ତି।ତାହା ସଂପୂର୍ଣ୍ଣ ଭାବରେ ସତ ଅଟେ ବୋଲି ସନ୍ଦିପ ପଟ୍ଟନାୟକ କହିଛନ୍ତି।
ବର୍ତ୍ତମାନ ଏହି ଘଟଣାଟି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ଗୁଜରାଟ ରେ ମଧ୍ୟ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି।ଏହାଶୁଣି ଦର୍ଶକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।
୧୭ ରୁ ୧୯ ଭିତରେ ଆଉ ଥରେ ଲଘୁଚାପ ହେବାର ସମ୍ଭାବନା ରହିଛି।ଆଉ ଗୋଟେ ପୁଣି ୨୩ ରୁ ୨୪ ଭିତରେ ଆସିପାରେ।ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ପ୍ରଭାବିତ ହୋଇପାରେ।ଯେପରି ଅଗଷ୍ଟ ୫ ରୁ ଅଗଷ୍ଟ ୨୫ ଯାଏଁ ରହିଥିଲା।