Movie prime
ଡାକ୍ତର କମ ଆକ୍ଟର ଅଧିକ ଶେଷରେ ଲାଞ୍ଚ ନେଇ ଧରା ପଡ଼ିଲେ ଡାକ୍ତର ବାବୁ ଦେଖନ୍ତୁ ଏହି ଭୟଙ୍କର ଭିଡିଓ
 
Doctor

ବର୍ତ୍ତମାନ ଜଣେ ରସକିଆ ଲାଞ୍ଚୁଆ ଡାକ୍ତର ଙ୍କ ବିଷୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଚର୍ଚ୍ଚା ହେଉଛି।ଏହି ଭଦ୍ର ବ୍ୟକ୍ତି ଜଣଙ୍କ ହେଉଛନ୍ତି ଡାକ୍ତର।ଡାକ୍ତର ସାଙ୍ଗ କୁ ତାଙ୍କ ନାମ ସହିତ ଆହୁରି ଦୁଇଟି ଉପାଧି ଯୋଡ଼ି ହୋଇ ଯାଇଛି।

ରସକିଆ ଲାଞ୍ଚୁଆ ଡାକ୍ତର ଉମାକାନ୍ତ।ଢେଙ୍କାନାଳ ହସ୍ପିଟାଲ୍ ର ମେଡିସିନ ସ୍ପେସିଆଲିଷ୍ଟ ସରକାରୀ ଡାକ୍ତର ଉମାକାନ୍ତ ଖେଜୁରିଆ ଙ୍କୁ ନେଇ ବର୍ତ୍ତମାନ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି।

କାରଣ ଡାକ୍ତର ବାବୁ ଜଣଙ୍କ ସେହିଭଳି କିଛି କରି ଦେଖାଇଛନ୍ତି।ଯାହାକି ବର୍ତ୍ତମାନ ଏକ ଭାଇ ରାୁଲ ଭିଡିଓ ହିଁ ଦର୍ଶାଉଛି।କେତେବେଳେ ମନ ମାନିଥିଲେ ସେ ଅତି ନିଜର ତ ଆଉ କେତେବେଳେ ମୋ ସୁରିଲା ଶାୟେରୀ ତୁ।
ପୁଣି କେତେବେଳେ ସେ ବାଟ ଭୁଲି ଯାଇଥାନ୍ତି ତାଙ୍କୁ ଦେଖିଲେ।ଏଭଳି କେତେଜଣ ଓଡ଼ିଆ ଗୀତରେ ଭିନ୍ନ ଭିନ୍ନ ପୋଷାକରେ ଅଭିନୟ କରିଥିବା ଭିଡିଓ ଡାକ୍ତର ବାବୁ ଙ୍କ ର ଦେଖିବାକୁ ମିଳିଛି।ଅନେକ ଭିଡିଓ କରିଛନ୍ତି।
ଯାହାକି ବର୍ତ୍ତମାନ ଆଜି ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି।ସବୁଠାରୁ ଅଧିକ ଚର୍ଚ୍ଚା ତାଙ୍କ କାରନାମା କୁ ନେଇ ହୋଇଛି।ତେବେ ଏଠାରେ ଡାକ୍ତର ଜଣଙ୍କ ଏଭଳି କଣ କରୁଛନ୍ତି ସମସ୍ତଙ୍କ ମନରେ ପ୍ରଶ୍ନ
।ଅନେକ ସମୟରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଙ୍କ ର ଅନେକ ରି ଲ ସାମ୍ନାକୁ ଆସିଥାଏ।କିନ୍ତୁ ଏଠାରେ ଏମିତି କଣ ରହିଛି ଯେ ଚର୍ଚ୍ଚାରେ ରହିଛନ୍ତି।ଡାକ୍ତର ବାବୁ ଜଣଙ୍କ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
ମୃ-ତ୍ୟୁ ପ୍ରମାଣପତ୍ର ବାବଦରେ ଫର୍ମ ରେ ଦସ୍ତଖତ କରାଇ ଦେବାପାଇଁ ଏଗାର ହଜାର ଟଙ୍କା ଲାଞ୍ଚ ନେବାବେଳେ ମେଡିସିନ ସ୍ପେସିଆଲିଷ୍ଟ ସରକାରୀ ଡାକ୍ତର ଉମାକାନ୍ତ ଖେଜୁରିଆ ଧରା ପଡିଛନ୍ତି।
ଭିଜିଲାନ୍ସ ତାଙ୍କୁ ଗିରଫ କରି ନେଇଛନ୍ତି। ଲାଞ୍ଚ ନେଇଥିବା ଖବର ଭିଜିଲାନ୍ସ ଜାଣି ଚଢ଼ାଉ କରିଥିଲେ।ପ୍ରଥମେ ପଚରାଉଚରା କରାଯାଇଥିଲା।ଏହାପରେ ତାଙ୍କୁ ଗିରଫ କରାଯାଇଛି।