Movie prime

ସବିତା ମିଶ୍ର ବଢାଇଲେ ସାହାର୍ଯ୍ୟ ର ହାତ ଆଶ୍ରମ ବାସୀଙ୍କ ପାଇଁ ଦାନରେ ଦେଇଦେଲେ କାର ଦେଖନ୍ତୁ ..

 
Viral News
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ସମାଜ ଏବେ କ୍ରୁରତା ର ଚରମ ସୀମାରେ ପହଞ୍ଚି ସାରିଲାଣି।
ଯେତେବେଳ ଗୋଟେ ମଣିଷ ନିଜ ସ୍ବାର୍ଥ ପାଇଁ ଅନ୍ୟ କାହା ର ଭଲ ମଧ୍ଯ ଚିନ୍ତା କରୁ ନାହିଁ ସେଥି ମଧ୍ୟରେ କିଛି ଭଲ ଲୋକ ମାନେ ମଧ୍ୟ ଅଛନ୍ତି ଯେକି ଅନ୍ୟ କଥାକୁ ସର୍ବ ପ୍ରଥମେ ଚିନ୍ତା କରୁଛନ୍ତି। ସମାଜରେ ଏଭଳି କିଛି ସନ୍ତାନ ମାନେ ମଧ୍ୟ ଅଛନ୍ତି,
ଯେଉଁ ମାନେ କି ନିଜ ଖୁସି ପାଇଁ ତାଙ୍କ ବାପା ମାଆଙ୍କୁ ମଧ୍ଯ ନିଜ ଠାରୁ ଦୁରେଇ ଦେଇ ନେଇ ବୃଦ୍ଧା ଆଶ୍ରମରେ ଛାଡ଼ି ଦେଉଛନ୍ତି।
ଏବଂ ସେହି ବୃଦ୍ଧା ଆଶ୍ରମରେ ମଧ୍ଯ ଏଭଳି କିଛି ସହୃଦୟ ବ୍ୟକ୍ତି ଅଛନ୍ତି ଯେଉଁ ମାନେ କି ତାଙ୍କ ଯତ୍ନ ନିଜ ବାପା ମାଆ ଙ୍କ ଭଳି ରଖୁଛନ୍ତି।
ଆମେ ଏବେ ଆପଣଙ୍କୁ ସେହି ସମ୍ପର୍କରେ କହିବାକୁ ଯାଉଛୁ। ଦେଖନ୍ତୁ ଏହି ଭିଡିଓ କୁ ଭଲ ଭାବରେ ଏହା ହେଉଛି ମାନବ ପ୍ରେମୀ ଆଦିତ୍ୟ ଦାସ ଙ୍କ ବୃଦ୍ଧାଶ୍ରମ।
ଏବଂ ଏଠାରେ ଯେଉଁ ବୃଦ୍ଧା ଜଣକ ଅସୁସ୍ଥ ହୋଇ ପଡିଛନ୍ତି ସେ ହେଉଛନ୍ତି ଏହି ବୃଦ୍ଧାଶ୍ରମ ହେବା ସମୟରେ ସେହିଁ ପ୍ରଥମ ଆସିଥିଲେ। ତାଙ୍କ ଦେହ ଅତ୍ୟଧିକ ମାତ୍ରାରେ ଅସୁସ୍ଥ ହୋଇ ପଡିଥିଲା ଯାହା ଫଳରେ ତାଙ୍କୁ ମେଡିକାଲ ନେଇ ଯିବା ପାଇଁ ଏକ ଯାନ ମଧ୍ୟ ନଥିଲା।
ହେଲେ ଏହା ସହୃଦୟା ମହିଳା ଜଣକ ଯାହାଙ୍କ ନାମ ହେଉଛି ସବିତା ମିଶ୍ର ସେ ତାଙ୍କ କାର ଦେଇଥିଲେ ଯାହା ଫଳରେ କି ସେ ବୃଦ୍ଧା ଜଣକ ମେଡିକାଲ ଯାଇଥିଲେ।
ଏବେ ସମାଜସେବୀ ସବିତା ମିଶ୍ର ସେହି ବୃଦ୍ଧା ଆଶ୍ରମକୁ ତାଙ୍କ କାର ଟିକୁ ସଂପୂର୍ଣ୍ଣ ଭାବରେ ଦାନ କରିଛନ୍ତି। ଏବଂ କହିଛନ୍ତି ସେ ଚାକିରୀ କରିଛନ୍ତି ଆଜି ନହେଲେ କାଲି ସେ ଆଉ ଏକ କାର କିଣି ପାରିବେ।
ସେ ବୃଦ୍ଧା ଜଣକ କଷ୍ଟ ଦେଖୀ ସହି ପାରିଲେନି ସେଥି ପାଇଁ ତାଙ୍କ କାର ସେ ଦାନ କରି ଦେଇଛନ୍ତି। ଏବଂ ଭାବବୋହୋଳ ମଧ୍ୟ ହୋଇ ପଡିଛନ୍ତି କହିଛନ୍ତି କି ନିଜ ମାଆ ବାପାଙ୍କୁ ଏଭଳି ଆଣି ବୃଦ୍ଧାସ୍ରମରେ ଛାଡ଼ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.