Movie prime

ମୋବାଇଲ ସହ Free ରେ ମିଳିବ ଏହି ୩୬୦୦୦/- ଟଙ୍କା ଘଣ୍ଟା ଦେଖନ୍ତୁ କେମିତି

 
Viral News

ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଦେଢ଼ ଲକ୍ଷ ଟଙ୍କାର ମୋବାଇଲ୍ କିଣି ଲେ ୩୬ ହଜାର ଟଙ୍କାର ଘଣ୍ଟା ଫ୍ରି ରେ ଦିଆଯାଉଛି।

ଏମିତି କିଛି ଆଫର ନେଇଆସିଛି ସେଲେଟ୍ ନେକ୍ଷ୍ଟ ମୋବାଇଲ୍ ସପ। ଦେଢ଼ ଲକ୍ଷ ଟଙ୍କାର ଯେଉଁ ଫୋନ ଟି କିଣିବେ ତାହା ସାମ୍ ସଙ୍ଗ ର ଲାଟେଷ୍ଟ ଫୋନ ଅଟେ। ଏହି ମୋବାଇଲ ର ଡିଜାଇନ୍ ପାଇଁ ମୋବାଇଲ୍ ର ଦାମ୍ ଦେଢ଼ ଲକ୍ଷ ଟଙ୍କା ହୋଇଛି।

ଡୁଆଲ ଡିଶପ୍ଲେ ।ଫ୍ରଣ୍ଟ ରେ ମଧ୍ୟ ଏହି ମୋବାଇଲ୍ ରେ ଡିଶପ୍ଲେ ରହିଛି।ଏହାକୁ ଓପନ୍ କରିଲେ ଭିତରେ ଡୁଆଲ ଡିଶପ୍ଲେ ମଧ୍ୟ ରହିଛି।ଏହାର ଭରପୁର ମଜା ନେଇ ପାରିବେ। ଏହା ମୋବାଇଲ୍ କମ୍ ଲାପଟପ୍ ଭଳି ଦେଖା ଯିବ ଆଉ କାମ ମଧ୍ୟ ସୁବିଧାରେ କରି ପାରିବେ।
ସମସ୍ତେ ସେଲ୍ଲଫି ଫ୍ରଣ୍ଟ କ୍ୟାମେରା ରେ ନେଇଥାନ୍ତି।କିନ୍ତୁ ଏହି ମୋବାଇଲ୍ ରେ ଆପଣମାନେ ବ୍ୟାକ୍ ସାଇଟ୍ ରେ ମଧ୍ୟ ସେଲ୍ଲଫି ନେଇ ପାରିବେ।ଏହାଶୁଣି ଦର୍ଶକ ମାନେ ବହୁତ ଖୁସି ହୋଇଛନ୍ତି।
ସେଥିପାଇଁ ଏହି ମୋବାଇଲ୍ ର ଦାମ୍ ଦେଢ଼ ଲକ୍ଷ ଟଙ୍କା ରହିଛି।ଗୋଟିଏ ସମୟରେ ପାଞ୍ଚୋଟି ପେଜ ମଧ୍ୟ ଏହି ମୋବାଇଲ୍ ସ୍କ୍ରିନ୍ ଉପରେ ଦେଖି ପାରିବେ।ଏହାର ମୂଲ୍ୟ ଲକ୍ଷେ ୫୪ ହଜାର ୯ ସହ ୯୦ ଟଙ୍କା।
ଏହା ସହିତ ଅଫର୍ ରହିଛି ଯେଉଁଥିରେ ଆପଣଙ୍କୁ ୩୬ ହଜାର ଟଙ୍କାର ସାମ୍ ସଙ୍ଗ ର ଘଣ୍ଟା ଦିଆଯିବ। ସମସ୍ତେ ଟଙ୍କା ଦେଇ ନେଇ ପାରିବେ ନାହିଁ।ସେଥିପାଇଁ କ୍ରେଡିଟ କାର୍ଡ ର ଅଫର୍ ମଧ୍ୟ ରଖିଛନ୍ତି।ଲୋକମାନେ କିଣି ପାରିବେ।
ସେଥିରେ ଆଠ ହଜାର ଟଙ୍କା ଅଫର୍ ପାଇ ପାରିବେ।ଏହି ମୋବାଇଲ୍ ର ବ୍ୟାକ୍ ରେ ତିନୋଟି କ୍ୟାମେରା ରହିବ। ଏହି ମୋବାଇଲ୍ ର ଫିଚର୍ ବହୁତ ଭଲ।ଭିତରେ ମଧ୍ୟ ଦୁଇଟା କ୍ୟାମେରା ରହିଛି।
ଅନଲାଇନ୍ ପୋର୍ଟାଲ୍ ରେ ମୋବାଇଲ୍ ଆଣିପାରିବେ।ଅଫର୍ ସମୟରେ ପେପର୍ ରେ ମଧ୍ୟ ଦିଆଯାଇଥାଏ।ସତରେ ଏକ ସୁନ୍ଦର ଅଫର୍ ସହିତ ଏକ ସୁନ୍ଦର ମୋବାଇଲ୍ ରହିଛି।ଯେଉଁମାନେ ମୋବାଇଲ୍ ପ୍ରେମୀ ,ନୂଆ ନୂଆ ମୋବାଇଲ୍ ଧରିବାକୁ ଭଲ ପାଆନ୍ତି ସେମାନେ କିଣିବା ଆବଶ୍ୟକ।