Movie prime

ମୋବାଇଲ ରୁ ଚାଲିଗଲା ସ୍ଵାମୀ ଜୀବନ ଥାନା ଆଗରେ ସ୍ତ୍ରୀ ଦେଖନ୍ତୁ Exclusive Visual

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଜିକା ସମାଜରେ ସବୁ ଖବର ଆପଣମାନେ ଜାଣି ପାରୁଥିବେ ।
ଘରେ ଥାଇ ମଧ୍ୟ ଆପଣମାନେ ଏହି ସୋସିଆଲ ମିଡ଼ିଆରେ ସବୁ ଘଟଣା ଜାଣିପାରିବେ । ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ ଏକ ଦୁର୍ଘଟଣା ଦେଖିବାକୁ ମିଳିଛି । 
ଏହି ଦୁର୍ଘଟଣା ଘଟିଛି କାଠଗୋଡା ଅଞ୍ଚଳରେ । ସେହି ଅଞ୍ଚଳରେ ଜଣେ ବାଇକ୍ ଚାଳକଙ୍କର ଦେହାନ୍ତ ଘଟିଛି । ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଏହି ଦୁର୍ଘଟଣା ହୋଇଥିଲା ।
ଆଉ ଏହି ଦୁର୍ଘଟଣାରେ ସେହି ବାଇକ୍ ଚାଳକଙ୍କର ମୃ-ତ୍ୟୁ ହୋଇଛି । ଏହି ଖବର ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାକୁ ନେଇ ଅନେକ ଲୋକ ଅନେକ କଥା କହିଛନ୍ତି । ସୋସିଆଲ ମିଡିଆରେ ଏହି ଦୁର୍ଘଟଣା ବିଷୟରେ ଶୁଣିବାକୁ ମିଳୁଛି । 
ଏହି ଦୁର୍ଘଟଣା ଜବେ ବାଇକ୍ ଚାଳକ ଏବଂ କାର ମଧ୍ୟରେ ହୋଇଛି । ଏହି ବାଇକ୍ ଚାଳକ ଜଣକ ସେହି କାର ସହ ଧକ୍କା ହୋଇଥିଲେ ଆଉ ତାଙ୍କର ଦେହାନ୍ତ ଘଟିଛି । ମୋବାଇଲରୁ ଚାଲିଗଲା ଏହି ଯୁବକଙ୍କର ଜୀବନ ।
ଏହି ଯୁବକ ଜଣଙ୍କର ପୂର୍ବାହ୍ନ ୧୨ଟା ସମୟରେ ତାଙ୍କର ମୃ-ତ୍ୟୁ ଘଟିଛି ବୋଲି ସୂଚନା ମିଳିଛି । କଠଗୋଡ଼ରୁ ନୂଆ ବର୍ଷ ପାଇଁ ହାଟ ସଉଦା କରି ଘରକୁ ଫେରୁଥିବା ବେଳେ ବାଇକରେ ଘରକୁ ଫେରୁଥିବା ସମୟରେ କାର ସହ ଧକ୍କା ହୋଇଥିଲା । 
ଆଉ ସେହି ଧକ୍କାରେ ଗୁରୁତର ଅବସ୍ଥାରେ ସେହି ଯୁବକ ଜଣଙ୍କୁ ପାଖ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାକାର ଡାକ୍ତର ତାଙ୍କୁ ଗୁରୁତର କହିଥିଲେ ଆଉ ପାଖରେ ଥିବା ବଡ ମେଡ଼ିକାଲକୁ ଭର୍ତ୍ତି କରିଥିଲେ ଯାହାଫଳରେ ତାଙ୍କର ମୃ-ତ୍ୟୁ ହୋଇଛି ।
ଏହି ଯୁବକ ଜଣଙ୍କ ମେଡିକାଲ ଯିବା ବାଟରେ ମୃ-ତ୍ୟୁବରଣ କରିଛନ୍ତି । ଏହି ଯୁବକ ଜଣଙ୍କୁ ଦେଖିବାକୁ ତାଙ୍କ ପରିବାର ଲୋକ ଅପେକ୍ଷା କରିଛନ୍ତି । ଆଉ ସେଠାରେ ଉତ୍ତେଜନା ଦେଖା ଦେଇଥିଲା ।