ରାଷ୍ଟ୍ରପତି ଭବନରେ ମିଳିଲା ବିଡ଼ା ବିଡା ଟଙ୍କା ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ ହଠାତ୍ ରାଗିଗଲେ ଦେଶବାସି ଦେଖନ୍ତୁ Exclusive Visual
Mon, 11 Jul 2022

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନ୍ ସମୟରେ ଶ୍ରୀଲଙ୍କା ର ଆର୍ଥିକ ଅବସ୍ଥା କୁ ବେଶ୍ ଭଲ ଭାବରେ ଜାଣିଥିବେ। ଏହା ମଧ୍ଯ ଜାଣିଥିବେ କି ଶ୍ରୀଲଙ୍କା କିଭଳି କରଜ ଦରରେ ପଡି ଦେବାଳିଆ ହେବାକୁ ହୋଇ ଗଲାଣି।
ଦାରିଦ୍ର୍ୟତା ର ହାହା କାର ସୃଷ୍ଟି ହୋଇଛି ସେଠାରେ। ସବୁ ଜିନିଷ ର ଦର ଏତେ ମାତ୍ରାରେ ବଢ଼ିବାରେ ଲାଗିଛି ଯେ କଣ ଖାଇବେ କଣ ପିଇବେ ତାହା ମଧ୍ୟ ଜାଣି ପାରୁ ନାହାଁନ୍ତି।
ଏହି ସବୁ କାରଣ ପାଇଁ ସେଠାକାର ଲୋକ ଦାୟୀ କରିଛନ୍ତି ତାଙ୍କ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଙ୍କୁ। ଏବେ ରାଷ୍ଟ୍ରପତି ଭବନ ମଧ୍ୟରେ ପଶିଛନ୍ତି ବିକ୍ଷୋପ କାରୀ ମାନେ। ସବୁ ଠାରୁ ବଡ କଥା ହେଉଛି ରାଷ୍ଟ୍ରପତି ଭବନରେ ବିଡା ବିଡା ଟଙ୍କା ଦେଖିବାକୁ ମିଳିଛି ଏବଂ ଏହି ଟଙ୍କା ମଧ୍ଯ ବିକ୍ଷୋପ କାରୀ ମାନେ ସେଠାରୁ ନେଇ ଯାଇଛନ୍ତି।
ଏହି ଭିଡିଓ ଟି ଏବେ ସୋସିଆଲ ମିଡ଼ିଆରେ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ବିକ୍ଷୋପ କାରୀ ମାନେ ସେଠାରେ ବିଭିନ୍ନ ଜିନିଷ ନଷ୍ଟ ଭ୍ରଷ୍ଟ କରିବା ସହ ସ୍ୱୀମିଂ ପୂଲ ରେ ମଧ୍ୟ ଗଢ଼ାଉଛନ୍ତି।
ଏଥି ମଧ୍ୟରେ ରାଷ୍ଟ୍ରପତି ଭବନରେ ଏକ ଗୁପ୍ତ ଶ୍ରୁରଙ୍ଗ ଦେଖିବାକୁ ମିଳିଛି। ଯାହାକି ସଭିଙ୍କୁ ଏବେ ଆଶ୍ଚର୍ଯ୍ୟ ଚକିତ କରିଛି। ଏବଂ ବିକ୍ଷୋପ କାରୀ ମାନଙ୍କ ଏଭଳି ହଙ୍ଗାମା ଦେଖି
ରାଷ୍ଟ୍ରପତି ତାଙ୍କ ମହଲ ଛାଡି ପଳାଇ ଯାଇଛନ୍ତି। ସେ ମଧ୍ୟ ଏକ ଜାହାଜ ମଧ୍ୟକୁ ସୁଟକେଷ ଧରି ଯାଉଥିବାର ଭିଡିଓ ନିକଟରେ ବେଶ ଭାଇ ରାଲ ହୋଇଥିଲା। ଏବେ ପର୍ଯ୍ୟନ୍ତ ମଧ୍ଯ ସେ କେଉଁ ଠାରେ ଅଛନ୍ତି ଜଣା ପଡ଼ି ନଥିବା ବେଳେ ସନ୍ଦେହ କରା ଯାଉ ଅଛି କି ସେ ସେନା ମୁଖ୍ୟାଳୟ ରେ ହିଁ ଅଛନ୍ତି।