Movie prime

ମୁଁହ ଖୋଲିଲେ ଆପଣଙ୍କ ପ୍ରିୟ ଅଭିନେତ୍ରୀ ରାଣୀ ଦେଖନ୍ତୁ ଆଇଟମ ଡାନ୍ସକୁ ଅ-ଶ୍ଵୀ-ଳ କହୁଥିବା ଲୋକଙ୍କୁ ଦେଲେ କଡ଼ା ଜବାବ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣି ସାରିଥିବେ କି କିଭଳି ଭାବରେ ଖଣ୍ଡଗିରି ରେ ହେବାକୁ ଯାଉଥିବା ଯାତ୍ରାରେ ଅ-ଶ୍ରି-ଳ ନାଚ କୁ ବାରଣ କରାଯାଇଛି। ସରକାର ଏନେଇ ବିଜ୍ଞପ୍ତି ମଧ୍ୟ ଜାରି କରି ସାରିଛନ୍ତି।
ଏଥି ମଧ୍ୟରେ ଆଇଟମ ସଙ୍ଗ ରେ ନାଚୁଥିବା ଅଭିନେତ୍ରୀ ମାନେ ତାଙ୍କର ନିଜ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି କି ସରକାର ତାଙ୍କ ଦାନାପାଣି ବନ୍ଦ୍ କରିବାକୁ ଚେଷ୍ଟା କରୁଛନ୍ତି।
ଏହାର ପ୍ରତିକ୍ରିୟା ଦେବାକୁ ଯାଇ ରାଣୀ ପ୍ରିୟଦର୍ଶିନୀ କହିଛନ୍ତି କି ଆଇଟମ୍ ଗୀତରେ ନାଚିବା ଏକ କୌଣସି ପ୍ରକାରର ଅ-ଶ୍ରି-ଳ-ତା ନୁହେଁ। କାରଣ ଏହା ତାଙ୍କର ଏକ ପଇସା ରୋଜଗାର କରିବାର ମାଧ୍ୟମ ଅଟେ।
ଏହାକୁ ବନ୍ଦ କରିଦେଲେ ସେମାନେ ନିଜର ଗୁଜୁରାଣ ମେଣ୍ଟାଇ ପାରିବେ ନାହିଁ। ଏହାର ପ୍ରତିବାଦ କରି ସେ କହିଛନ୍ତି କି ଯଦି ବନ୍ଦ କରିବାର ଅଛି ତେବେ ପ୍ରତ୍ୟେକ କ୍ଷେତ୍ରରେ ବନ୍ଦ କରାଯାଉ।
କେବଳ ଯାତ୍ରାର ନୁହେଁ। କାରଣ ଝିଅ ମାନେ ମଧ୍ୟ ରାସ୍ତାରେ ଛୋଟ ଛୋଟ ପୋଷାକ ପିନ୍ଧି ଯାଉଛନ୍ତି ତାହାକୁ ମଧ୍ୟ ବନ୍ଦ କରାଯାଉ କାରଣ ଛୋଟ ଡ୍ରେସ ପିନ୍ଧିବା ମଧ୍ଯ ଅ-ଶ୍ରି-ଳ-ତା ଅଟେ।
ନଚେତ୍ ଯେଉଁ ଲୋକ ମାନେ ସମସ୍ତେ ବ୍ଲୁ ଫିଲ୍ମ୍ ଦେଖୁଛନ୍ତି ତାକୁ ମଧ୍ୟ ସଂପୂର୍ଣ୍ଣ ଭାବରେ ବ୍ୟାନ୍ କରାଯାଉ। ଏବଂ ସେ କହୁଥିଲେ ଆମେ ଏବେ ଇଣ୍ଟରନେଟ ଯୁଗରେ ରହୁଛେ। ଏବଂ ଏବେ ମଧ୍ୟ ଯାହା ହେଉଛି ସେ ସବୁ ଲିମିଟ ମଧ୍ୟରେ ହିଁ ହେଉଛି।
ଆଉ ଓଡ଼ିଶାରେ ବିଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରା ଯାଇଥାଏ। ଏଥି ମଧ୍ୟରୁ ଆଇଟମ ଗୀତ ରେ ନାଚିବା ମଧ୍ୟ ହେଉଛି ଏକ ପ୍ରକାରର ନୃତ୍ୟ ତେଣୁ ଏହାକୁ ବନ୍ଦ କରା ନଯାଉ।
ଏହାକୁ ବନ୍ଦ କଲେ ତାଙ୍କର ଚଳିବାକୁ ଅସୁବିଧା ହେବ। ତେବେ ରାନୀ ପ୍ରିୟଦର୍ଶିନୀ ଙ୍କ ଏହି କଥା ଉପରେ ଆପଣ ଙ୍କ ମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।