Movie prime

ସାହାର୍ଯ୍ୟ ହାତ ବଢାଇଲେ ନିଶା ମହାରଣା ଦେଖନ୍ତୁ କେମିତି କିଣିଲେ ମନ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଜୀବନରେ ଯେତେ କଷ୍ଟ ଆସିଲେ ବି ମାଆବାପା ପିଲାକୁ କେବେ ଏକା ଛାଡ଼ନ୍ତିନି। ସେମାନେ ସବୁବେଳେ ନିଜ ପିଲାକୁ ସୁରକ୍ଷା ଦେବାପାଇଁ ଛିଡ଼ା ହୁଅନ୍ତି।
ଗୋଟେ ମା ଦଶ ମାସ ଦଶ ଦିନ ଗର୍ଭରେ ଧରି ନିଜ ପିଲାକୁ ଜନ୍ମ ଦିଏ ଯଦି ସେ ପିଲା କେବେ ବି-ପ-ଦରେ ପଡେ ତେବେ ମା କେବେ ତାକୁ ଛାଡ଼ିକି ଯିବନି।
କେନ୍ଦ୍ରାପଡ଼ାର ସଂଜୟଙ୍କୁ ବଞ୍ଚାଇବା ପାଇଁ ତାଙ୍କ ମାଆ ଘର ଘର ବୁଲି ଭିକ ମାଗୁଛନ୍ତି। ସେଥିପାଇଁ ତାଙ୍କୁ ସାହାଯ୍ୟ କରିବା ପାଇଁ ଯାତ୍ରା ଜଗତର ଶ୍ରେଷ୍ଟ ନାୟିକା ରାଣୀ ପଣ୍ଡା କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି।
ତେବେ ବନ୍ଧୁଗଣ ଯୋଉଠି ସ୍ତ୍ରୀ, ମା ଓ ସରପଞ୍ଚ ସମସ୍ତେ ବୁଲି ବୁଲି ଭିକ ମାଗୁଥିଲେ କେମିତି ଜୀବନଟି ବଞ୍ଚି ଯିବ। ଆଜି ସେଠି ସାହଯ୍ୟ କରିବା ପାଇଁ ପହଞ୍ଚି ଯାଇଛନ୍ତି ନିଶା ମହାରଣା।
ଆପଣ ମାନେ ଦେଖିଥିବେ କେମିତି କଇଁ କଇଁ ହୋଇ କାନ୍ଦୁଥିଲା ସ୍ତ୍ରୀ। ଆଉ ସେପଟେ ଛାତି ଫଟେଇ କାନ୍ଦୁଥିଲା ମା। ଏବଂ ଗାଁର ସରପଞ୍ଚ ବି ବାହାରି ପଡ଼ିଥିଲେ ଭିକ୍ଷା ମାଗିବା ପାଇଁ।
ଆଉ ଯାହା ବି ଟଙ୍କା ମିଳିଥାନ୍ତା ସେଥିରେ ଅପରେସନ ହେଇଥାନ୍ତା। ସଞ୍ଜୟ ସ୍ୱାଇଁଙ୍କ କି-ଡ଼-ନି ପ୍ରତ୍ୟାରୋପଣ ଏବେ ବଢ଼ିଯାଇଛି ଚିନ୍ତା। 
ଗୋଟିଏ ପଟେ ସଞ୍ଜୟଙ୍କ ପାରିବାର ପାଇଁ ଖୁସିର ଖବର ଯେ ସ୍ତ୍ରୀଙ୍କର କି-ଡ-ନି ମିଶି ଯାଉଛି ଆଉ ସେଇ କିଦିନି ପ୍ରତ୍ୟାରୋପଣ ହେବ। କିନ୍ତୁ ସେଥିପାଇଁ ଦରକାର ୧୨ ରୁ ୧୫ ଲକ୍ଷ ଟଙ୍କା।
ଆଉ ଏଇ କଥା ନିଶା ମହାରଣାଙ୍କ କାନରେ ପହଞ୍ଚିବା ପରେ ସେ ଆସିକି ପହଞ୍ଚି ଯାଇଛନ୍ତି ସାହାଯ୍ୟ କରିବା ପାଇଁ। ତେବେ ଆମେ ସେହିଦିନ ଏହି ଖବରଟିକୁ
ପ୍ରସାରଣ କରିଥିଲୁ ଯେଉଦିନ ସାରା ବିଶ୍ବ ସେଲିବ୍ରେଶନ କରୁଥିଲା ନୂଆବର୍ଷକୁ। ସେତେବେଳେ ଗ୍ରାମର ଯୁବକ ଏବଂ ସରପଞ୍ଚ କିଛି ଏମିତି ପ୍ରୟାସ କରି ଭିକ୍ଷା ମାଗୁଥିଲେ। 
ଆଉ ଏହାକୁ ଦେଖିବା ପରେ ନିଶା ମହାରଣା ଦୌଡ଼ି ଆସିଛନ୍ତି ସାହାଯ୍ୟର ହାତ ବଢେଇବା ପାଇଁ। ସଞ୍ଜୟ ଓ ଝରାଶ୍ରୀଙ୍କୁ ସାହାଯ୍ୟର ହାତ ବଢେ଼ଇବ ପାଇଁ ସରପଞ୍ଚ ନିଜ ଚେଷ୍ଟା ଜାରି ରଖିଛନ୍ତି।
ଆଉ ଅନ୍ୟ ମାନେ ବି କିପରି ଦୌଡ଼ି ଆସୁଛନ୍ତି ଆପଣ ମାନେ ଦେଖିପାରୁଥିବେ।
ତେବେ ଆପଣ ମାନେ ଯଦି ଚାହାନ୍ତି ଏଇ ପରିବାରର ଏପରି ଘଡିସନ୍ଧି ମୁହୁର୍ତ୍ତରେ ଛିଡା ହେବା ପାଇଁ ତାହାଲେ କିଛି ଅର୍ଥ ରାଶି ପଠାଇ ସାହାଯ୍ୟ କରିପାରିବେ।