Movie prime

ବାହାରିଲା Opsc ତରଫରୁ ନିଯୁକ୍ତି Group B ପୋଷ୍ଟ ଦେଖନ୍ତୁ କେଉଁମାନେ ଏବଂ କେମିତି କରିବେ ଆବେଦନ

 
Job alet
ଆଜିକାଲି ଯୁବପିଢ଼ି ମାନଙ୍କ ପାଇଁ ଚାକିରୀ ପାଇବାରେ ବହୁତ୍ ସମସ୍ୟା ଦେଖିବାକୁ ମିଳୁଛି । ପ୍ରାୟ ସମସ୍ତଙ୍କର ଚାକିରୀ ପ୍ରତି ଆଗ୍ରହ ଥିବାବେଳେ କିଛି ଯୁବପିଢ଼ି ଚାକିରୀ ପାଇବାରେ ସକ୍ଷମ ହୋଇପାରୁନାହାନ୍ତି।
ଯାହା ଫଳରେ ଚାକିରୀଟେ ପାଇଁ ବହୁତ୍ ଚିନ୍ତାରେ ରହିବାକୁପଡୁଛି । ବହୁତ୍ ଜାଗାରେ ଚେଷ୍ଟା କରି ମଧ୍ୟ ପ୍ରାୟ ଯୁବପିଢ଼ିମାନଙ୍କୁ ଚାକିରୀର ସମସ୍ୟା ଦେଖିବାକୁ ମିଳୁଛି । କିଛି ଯୁବପିଢ଼ି ଶିକ୍ଷିତ ଥାଇ ମଧ୍ୟ ଚାକିରୀ ଖଣ୍ଡେ ପାଇ ପାରୁନାହାନ୍ତି। 
କିନ୍ତୁ ଏବେ ପୁଣିଥରେ ଯୁବପିଢି ମାନଙ୍କ ପାଇଁ ଆସିଛି ଏକ ଖୁସି ଖବର୍ । ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓ. ପି. ଏସ. ସି) ତରଫରୁ ଆସିଷ୍ଟାଣ୍ଟ ଏଗ୍ରିକଲ୍ଚର ଅଫିସର ର ଭେକ୍ୟାନ୍ସି ବାହାରିଚି, ଏହି ପୋଷ୍ଟକୁ ଆପ୍ଲ୍ୟା କରିବା ପାଇଁ କ'ଣ କ'ଣ ଗାଇଡ୍ ଲାଇନ୍ ରହିଛି ।
ଏହି ପୋଷ୍ଟକୁ ଆପଣମାନେ ଆପ୍ଲା କେବେଠୁ କରିପାରିବେ, ଆ'ର ସିଲେକ୍ସନ୍ ପ୍ରୋସିଜର କ'ଣ ରହିବ, ସିଲାବସ୍ କ'ଣ ରହିବ, ଏଜ୍ ଲିମିଟ୍ ଗ୍ରାଇଡାଲ୍ କ'ଣ ରହିଛି ।
ଏହି ବିଷୟରେ ମୁଁ ଆପଣାନଙ୍କୁ ସଂପୂର୍ଣ୍ଣ କହିବି। ଚାଲନ୍ତୁ ଏହି ପୋଷ୍ଟ ବିଷୟରେ ଡିଟେଲ୍ସଲି ଜାଣିବା ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିସ୍ ତରଫରୁ ଆଡଭେଟାଇଜମେଣ୍ଟ ନମ୍ୱର- ୦୪ ରୁ ୨୦୨୨-୨୩ ଆପଣଙ୍କର ଆଡଭେଟାଇଜମେଣ୍ଟ ଆସିଛି । ଆସିଷ୍ଟାଣ୍ଟ ଏଗ୍ରୀକଲ୍ଚର୍ ଅଫିସର୍ କ୍ଲାସ-୨ ଗ୍ରୁପ୍-b ର ଭେକ୍ୟାନ୍ସି ବାହାରିଛି ।
ଆଜି ଯୋଉ ଅନଲାଇନ୍ ରେଜିଷ୍ଟେସନ୍ ଷ୍ଟାଟ୍ ହବ ୨୯.୭.୨୦୨୨ ଠାରୁ ଆରମ୍ଭ ହୋଇ ଓ ୨୯.୮.୨୦୨୨ ଏତିକି ତାରିଖ ରେ ଶେଷ ହେବ । ୨୯ ଜୁଲାଇ ରୁ ୨୯ ଅଗଷ୍ଟ ଯାଏଁ ଆପଣମାନେ ଅନଲାଇନ୍ ଆପ୍ଲା କରିପାରିବେ । 
ଟୋଟାଲ୍ ଯୋଉ ପୋଷ୍ଟ ରହିଛି ୨୬୧ ଟା ପୋଷ୍ଟର ଭେକ୍ୟାନ୍ସି ରହିଛି ।(ଆସିଷ୍ଟାଣ୍ଟ ଏଗ୍ରୀକଲ୍ଚର୍ ଅଫିସର୍ ର ଭେକ୍ୟାନ୍ସି ରହିଛି।) ଆ'ର ଯୋ ପେସ୍କେ ରହିବ ୯,୩୦୦ ରୁ ୩୪,୮୦୦ ରହିବ । ଗ୍ରେଡ ପେ ରହିବ ୪୬୦୦ ମିଳିବ । ଭେକ୍ୟାନ୍ସି ପୋଜିସନ୍ ଆପଣଙ୍କୁ ଭିଡ଼ିଓରେ ଦେଇଦେଇଛି । ଅନଲିଡ ଜବ୍ ରେ ଆପଣଙ୍କର ୧୪୦ଟି ପୋଷ୍ଟରେ ୪୬ଟି ପୋଷ୍ଟ ୱମେନ୍ସକ୍ୟାରେସରେ ଅଛି ।
SC ପାଇଁ ୪୫ଟା, ST ପାଇଁ ୧୨ଟା, SCBC ପାଇଁ ୧୪ଟା ପୋଷ୍ଟ ରହିଛି। ଟୋଟାଲ୍ ପୋଷ୍ଟ ୨୬୧ଟା ଅଛି ତା'ର ହେଉଛି ୮୬ଟା ପୋଷ୍ଟ ଓମେନ୍ସ ପାଇଁ ରିଜର୍ଭ ରହିଛି । ୨୧ବର୍ଷ ରୁ ୩୮ବର୍ଷ ଆପଣଙ୍କର ଏଜ୍ ଲିମିଟ ରଖାଯାଇଛି ।
ଆପଣ ଜନ୍ମ ହୋଇଥିବା ଦରକାର୍ ସେକେଣ୍ଡ ଜାନୁଆରୀ ୧୯୮୩ ରୁ ଫାଷ୍ଟ ଜାନୁଆରୀ ୨୦୦୧ ଭିତରେ , ଏଜ୍ ଲିମିଟ ଆପଣଙ୍କର ପାଞ୍ଚବର୍ଷ ରେ ନେଇଯିବ । ଦଶବର୍ଷ ଆପଣମାନଙ୍କର ପି.ଡବୁଲ.ଡି କାଟାଗୋରି ପାଇଁ ମିଳିଯିବ।
ଏଜୁକେସନ୍ କଲ୍ଟୁରାଲ୍ ଏହି ପୋଷ୍ଟକୁ ଆପ୍ଲା କରିବା ପାଇଁ ଦରକାର୍ ଡ଼ିଗ୍ରୀ କଲ୍ଟୁରାଲ୍ ବା ଇକ୍ୱାନ୍ କୋର୍ସସେସ୍ କରିଥିଲେ ଏହି ପୋଷ୍ଟଟିକୁ ଆପ୍ଲା କରିପାରିବେ । ଏକ୍ସାମୀନେଶନ ଫିଇ କିଛି ରଖାଯାଇନି ଆପଣମାନେ ମାଗଣାରେ ପକେଇପାରିବେ।
ମେଥଡ୍ ଅଫ ସେଲେକ୍ସନ୍ ଆପଣଙ୍କର ରହିବ ରିଟିନ୍ ଟେଷ୍ଟ ଓ ଇଣ୍ଟରଭ୍ୟୁ ରିଟିନ୍ ଟେଷ୍ଟ ଯୋଉ ଆପଣମାନଙ୍କର ହେବ ଦିଇଟା ପେପର୍ ଆସିବ, ପର୍ ପେପର୍ ରେ ଆପଣମାନଙ୍କୁ ଶହେ ଶହେ ମାର୍କର ଆସିବ ୨ଘଣ୍ଟା ସମୟ ଦିଆଯିବ ।
ନେଗେଟିଭ ମାର୍କିଂ ରହିଛି ୦.୨୫ ମାର୍କ, ଗୋଟେ ଭୁଲ୍ ଉତ୍ତର ପାଇଁ ୦.୨୫ ମାର୍କ କଟାଯିବ । ଇଣ୍ଟରଭ୍ୟୁ ଯୋଉ ରହିଛି ସେଥିରେ ୨୫ ମାର୍କର ଇଣ୍ଟରଭ୍ୟୁ କରାଯିବ । 
ପ୍ଲେସ୍ ଅଫ ଏକ୍ସାମୀନେଶନ୍ ଯୋଉ ରହିଛି ସେଇଟା କଟକରେ ଏକ୍ସାମୀନେଶନ୍ ସେଣ୍ଟର ରହିବ ସେଇଠି ଯାଇ ଏକ୍ସାମ୍ ଦେବାକୁ ପଡ଼ିବ। ଆପଣମାନଙ୍କର କ'ଣ କ'ଣ ସାର୍ଟିଫିକେଟ୍ ସବୁ ଦରକାର୍ ସେସବୁ ଭିଡ଼ିଓ ରେ କୁହାଯାଇଛି।
କେମିତିଆପଣ ଆପ୍ଲା କରିବେ ସବୁ ଭିଡ଼ିଓ ଟିରେ ଭଲ ଭାବରେ ବୁଝାଇ ଦିଆଯାଇଛି । ଯଦି ଟେକ୍ନିକାଲ୍ କିଛି ଅସୁବିଧା ଦେଖାଗଲା ତାହାଲେ, ଏହି ହେଲ୍ପଲାଇନ୍ ନଂ-୦୬୭୧-୨୩୦୪୭୦୭ ରେ ଫୋନ୍ କରିପାରିବେ।