Movie prime

ଘଟଣା ସ୍ଥଳରେ ପହଞ୍ଚିଲେ ସାଇଣ୍ଟିଫିକ ଟିମ୍ ଦେଖନ୍ତୁ Exclusive

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ସବୁ ଅଞ୍ଚଳର ଖବର ଆପଣମାନେ ପାଇପାରିବେ ।
ଏମିତି କିଛି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।ଆପଣମାନେ ତ ସବୁବେଳେ ଦୁ-ଷ୍କ-ର୍ମ ,
ଅପହରଣ ଏବଂ ଅନେକ ପ୍ରକାରର ଖବର ସବୁବେଳେ ଦେଖିଥିବେ । ଆଜିକା ଯୁଗରେ ଅନେକ ସ୍ଥାନରେ ଏହି ଘଟଣା ଘଟୁଛି । 
ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପଟିଆ ରେଳଷ୍ଟେସନରେ ଦୁଇ ନାବାଳିକାଙ୍କ ସହ ଦୁ-ଷ୍କ-ର୍ମ କରିଥିଲେ ଦୁଇଜଣ ଯୁବକ ।
ଆଉ ଏହି ଘଟଣା ବିଷୟରେ ଆପଣମାନେ ସମସ୍ତେ ତ ଜାଣିଥିବେ । ଏହି ଦୁଇ ଯୁବତୀ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଆଉ ସେମାନେ ନ୍ୟାୟ ଆଶାରେ ଅଛନ୍ତି ।
ଏହି ଦୁଇଜଣ ଯୁବତୀ କହିଥିଲେ କି ସୋମବାର ଦିନ ରାତିରେ ଦୁଇଜଣ ଯୁବକ ତାଙ୍କୁ ଆଣି ପଟିଆ ରେଳଷ୍ଟେସନ ପାଖରେ ପିଲରରେ ବାନ୍ଧିଥିଲେ ।
ଆଉ ଏହି ପିଲରରେ ଦୁଇଜଣ ଯୁବତୀଙ୍କୁ ବାନ୍ଧି ଦୁଇଜଣ ଯୁବକ ଦୁ-ଷ୍କ-ର୍ମ କରିଥିଲେ । ରାତିସାରା ଏହି ଦୁଇଜଣ ଯୁବତୀଙ୍କ ସହ ଦୁ-ଷ୍କ-ର୍ମ କରିଥିଲେ ଦୁଇଜଣ ଯୁବକ ।
ମଙ୍ଗଳବାର ଦିନ ରାତିରେ ଏହି ଦୁଇଜଣ ଯୁବତୀ GRPS ଥାନାରେ ଏହି ମାମଲାକୁ ନେଇ ଅଭିଯୋଗ କରିଥିଲେ । ଆଉ ଏବେ ଏହାର ଯାଞ୍ଚ ଚାଲିଛି ।
ଏହି ମାମଲାକୁ ନେଇ GRPS ପୋଲିସ ଏବେ ତଦନ୍ତ କରୁଛି । ଏହି ମାମଲାକୁ ତଦନ୍ତ କରିବା ପାଇଁ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଏଠାକୁ ଆସିଛନ୍ତି । 
ସାଇଣ୍ଟିଫିକ୍ ଟିମ୍ ଏହି ଘଟଣା ସ୍ଥଳରେ ପହଞ୍ଚି ଏହି ମାମଲାକୁ ତଦନ୍ତ କରୁଛି । ଏହି ମାମଲାକୁ ନେଇ ଯୁବତୀ ଦୁଇଜଣ ଅଭିଯୋଗ କରିବା ପରେ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ ।
ଆଉ ଜଣେ ଯୁବକ ଫେରାର ଅଛନ୍ତି ବୋଲି ସୂଚନା ମିଳିଛି । ଏବେ ଏହି ମାମଲାକୁ ନେଇ ଗୁରୁତର ଭାବରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ପୋଲିସ ଏବେ ଏହି ଦୋଷୀ ମାନଙ୍କୁ ଧରି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶା କରାଯାଉଛି । ରେଳଷ୍ଟେସନରେ ଏଭଳି ଘଟଣା ଘଟିଛି । ଏହାକୁ ଦେଖି ପ୍ରଶାସନ ଏବଂ ରେଳ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠା ଯାଇଛି ।