Movie prime
ଭାରତୀୟ ଡାକରେ I Card ଆବେଦନ ହେଲା ଆରମ୍ଭ ଦେଖନ୍ତୁ ଏମିତି କରିବେ ଆବେଦନ
 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ପୁଣି ଆସିଛି ପୋଷ୍ଟାଲ ପାଇଁ ଏକ ବଡ଼ ନିଯୁକ୍ତି। ଭାରତୀୟ ଡାକ ବିଭାଗ ଆଇଡି କାର୍ଡ ଆବେଦନ ଆରମ୍ଭ ହୋଇଯାଇଛି। ଆସନ୍ତୁ ଜାଣିବା ଏହି ଭିଡିଓ ଟି ଦେଖି କିପରି କରିବା ଡାକ ବିଭାଗ ପାଇଁ ଆବେଦନ। ଆପଣମାନେ ଯେ କୌଣସି କାମ କରନ୍ତୁ ନା କାହିଁକି ଗୋମେଣ୍ଟ ହଉ ବା ପ୍ରାଇଭେଟ୍ ହଉ ସେଠାରେ ଆପଣ ମାନଙ୍କୁ ଆଇଡିଣ୍ଟି କାର୍ଡ ଦେବାକୁ ପଡିଥାଏ। ଯେମିତି ଆପଣ ମାନଙ୍କର ଆଧାର ଆଇଡିଣ୍ଟି କାର୍ଡ , ପ୍ୟାନ୍ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, ଭୋଟର ଆଇଡିଣ୍ଟି କାର୍ଡ ଏମିତି ବହୁତ୍ ସବୁ ଆଇଡିଣ୍ଟି କାର୍ଡ ରହିଛି। 
ଯୋଉ କାର୍ଡକୁ ଆପଣମାନେ ଆଇଡିଣ୍ଟି ପ୍ରମାଣ ହିସାବରେ ବ୍ୟବହାର କରିପାରନ୍ତି। କିନ୍ତୁ ଏବେ ପୋଷ୍ଟଲ ତରଫରୁ ନୂଆ ଆଇଡିଣ୍ଟି କାର୍ଡ ଦିଆଯାଉଛି। ଯେଉଁ ଆଇଡିଣ୍ଟି କାର୍ଡ ମାଧ୍ୟମ ରେ ଆପଣ ଯେ କୌଣସି କାମ କରିପାରିବେ। ଯଦି ଆପଣ ମାନଙ୍କର ଆଧାର କାର୍ଡ ଭୁଲ୍ ଅଛି। ଯଦି ଠିକ୍ କରିବା ପାଇଁ ଚାହୁଁଛନ୍ତି ଆପଣଙ୍କ ପାଖରେ ଯଦି କୌଣସି ଆଇଡିଣ୍ଟି କାର୍ଡ ପ୍ରମାଣ ନାହିଁ । ତାହାଲେ ଆପଣମାନେ ଚାହିଁଲେ ପୋଷ୍ଟାଲ ଆଇଡିଣ୍ଟି କାର୍ଡ ଦେଇ କି ଆପଣ ସହଜ ରେ ଠିକ୍ କରିପାରିବେ। 
ଆପଣମାନେ କେମିତି ପୋଷ୍ଟାଲ୍ ଆଇଡିଣ୍ଟି କାର୍ଡ ପାଇଁ ଆପ୍ଲାଏ କରିପାରିବେ ଏହାର ପ୍ରସେସିଙ୍ଗ କ'ଣ ଯାହାକି ଆଜି ଆପଣ ମାନଙ୍କୁ ଏହି ଭିଡିଓ ଟିରେ ପୁରା ବୁଝେଇକି କହିବି। ଆପଣ ମାନେ ସମସ୍ତେ ଭିଡିଓ ଟି କୁ ମନ ଦେଇ ପୁରା ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ ତାହାଲେ ଯାଇ ବୁଝେଇପାରିବେ। ଆପଣ ନିଜ ମୋବାଇଲ ମାଧ୍ୟମ ରେ ଗୁଗୁଲ୍ ରେ ସର୍ଚ୍ଚ କରିବେ ଇଣ୍ଡିଆ ପୋଷ୍ଟ ସର୍ଚ୍ଚ କରିବା ପରେ ଫାର୍ଷ୍ଟ ୱେବ୍ ସାଇଟ୍ ଆସୁଚି www.india post.gov.in । ଇଣ୍ଡିଆନ ପୋଷ୍ଟାଲ ଆବେଦନ କରିବା ପାଇଁ ଫାଷ୍ଟ ଏକ ଫ୍ରମ୍ ପୂରଣ କରିବାକୁ ପଡ଼ିବ। 
ତାପରେ ସେହି ଫର୍ମ ରେ ଗୋଟେ କଲର୍ ପାସପୋଷ୍ଟ ସାଇଜ ର ଫୋଟୋ ଲଗାଇବାକୁ ପଡ଼ିବ। ତାପରେ ଆପଣ ନାମ ଦେବେ। ତାପରେ ବାପା ହେଉ କି ହଜବେଣ୍ଡ ହେଉ କି ଗାର୍ଡିଆନ ନାମ ଦେବେ। ତାପରେ ଡେଟ୍ ଅଫ ବାର୍ଥ ଦେଇ ସିଗ୍ନେଚର୍ କରିଦେବେ। ତାପରେ ଆଡ୍ରେସ ଦେବେ। ତାପରେ ସେ ଫ୍ରମ କୁ ନେଇକି ପୋଷ୍ଟ ଅଫସରେ ଡିପୋଜିଟ କରିବାକୁ ପଡ଼ିବ। ଡିପୋଜିଟ୍ ହେଲା ପରେ ୭ ଦିନ ଭିତରେ ଆଇଡିଣ୍ଟୀ କାର୍ଡ ମିଳିଯିବ।