Movie prime

ଠିକ ଭୁଲ ବୁଝିବା ପାଇଁ Prakruti Mishra ଙ୍କ ପାଖରେ Talente ନାହିଁ ଅଷ୍ଟମ ଶ୍ରେଣୀ ପ୍ରେମକୁ ଯିବାକୁ ଦିଅନାହିଁ Trupti

 
Prakruti
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏବେ ଓଲିଉଡ ଜଗତର ଜଣାଶୁଣା ଅଭିନେତା ବାବୁଶାନ୍ ଆଉ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଭାଇରାଲ ହେଉଥିବା ଭିଡିଓ ଦେଖିଥିବେ ।
ଆଉ ଏହି ସମ୍ପର୍କରେ କିଛି ସିନେ କଳାକାର, କିଛି ରାଜନେତା, ଆଉ କିଛି ଲୋକ ଆଉ କିଛି ଆଇନଜୀବୀ ଆଉ ଏହି ସମ୍ପର୍କରେ କିଛି ସମାଜସେବୀ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । 
ଆଉ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ବାବୁଶାନ୍ ଆଉ ପ୍ରକୃତି ମିଶ୍ରଙ୍କ ଭଲପାଇବାକୁ ଆଉ ଏହି ଅଭିନେତା ଆଉ ଅଭିନେତ୍ରୀ ମାନଙ୍କର କଳହକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି କି, ବାବୁଶାନ୍ ଆଉ ତୃପ୍ତି ଅଷ୍ଟମ ଶ୍ରେଣୀରୁ ଭଲ ପାଉଥିଲେ । ଆଉ ଏବେ ବାବୁଶାନ୍ ଏମିତି ଘଟଣା କରିବେ ବୋଲି କିଏ ଜାଣିଥିଲା । ଆଉ ବାବୁଶାନ୍ ଜଣେ ଭଲ ମଣିଷ ଆଉ ଭଲ କଳାକାର ମଧ୍ୟ । 
ଆଉ ଅଭିନେତ୍ରୀ ପ୍ରକୃତି କାହିଁକି ତାଙ୍କ ପ୍ରେମକୁ ସାରି ଦେବାକୁ ଚାହୁଁଛନ୍ତି । ଆଉ ସେ କି ଲାଭ ପାଉଛନ୍ତି ଏସବୁ କାମ କରିକି । ଆଉ ବାବୁଶାନଙ୍କ ପଛରେ କଣ ପ୍ରକୃତି ମିଶ୍ର ପଡ଼ିବାର କାରଣ ହେଉଛି ଧନ ।
ବାବୁଶାନ୍ ଜଣେ ସୁପରଷ୍ଟାର ଆଉ ତାଙ୍କ ପାଖରେ ବହୁତ ପଇସା ଅଛି । ଆଉ ସେ ବଡ ଷ୍ଟାର ଆଉ ହୁଏତ ସେ ପ୍ରକୃତିଙ୍କ ଆକାଉଣ୍ଟକୁ ପଇସା ପଠାଇ ଥିବେ ଆଉ ସେଥିପାଇଁ ହୁଏତ ଏସବୁ ପ୍ରକୃତି କରୁଥିବେ । ଆଉ ଏସବୁ ଘଟଣା ପଛରେ ଦାୟୀ କିଏ ? 
ଆଉ ବାବୁଶାନ୍ ଆଉ ତୃପ୍ତି ଦୁହେଁ ଦୁହିଁଙ୍କୁ ବହୁତ ଭଲପାଆନ୍ତି ଆଉ ପ୍ରେମ ବିବାହ କରିଥିଲେ କିନ୍ତୁ ଏସବୁ ଏମିତି କାହିଁକି ବାବୁଶାନ୍ କରୁଛନ୍ତି ? ଆଉ ତୃପ୍ତି କହୁଥିଲେ କି ପ୍ରକୃତି ମିଶ୍ରଙ୍କର ଜଣେ ବୟଫ୍ରେଣ୍ଡ୍ ଅଛି ଆଉ ସେ ପୁଣି କାହିଁକି ବାବୁଶାନ୍ ପଛରେ ପଡ଼ିଛନ୍ତି ।
ହୁଏତ ପ୍ରକୃତି ମିଶ୍ର ଯାହାକୁ ଭଲ ପାଉଥିବେ ତାଙ୍କ ପାଖରେ ପଇସା ନଥିବ ଆଉ ସେ କିଛି କାମ କରୁନଥିବ ଆଉ ସେଥିପାଇଁ ହୁଏତ ସେ ବାବୁଶାନ୍ ପଛରେ ପଡ଼ିଛନ୍ତି । ଆଉ ଏହି ଘଟଣାର ତଦନ୍ତ ହେଲା ପରେ ହିଁ ସତ କଣ ଜଣାପଡ଼ିବ ।