Movie prime

ଏହି ରୁମ ବୁକ୍ କରିଥିଲେ Prakruti Mishra ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ସତ ଦେଖନ୍ତୁ ଏହି ଘରେ ଦେଖିବାକୁ ମିଳିଲା ବାବୁଶାନ୍ ଙ୍କୁ

 
Prakruti Mishra
ନମସ୍କାର ପାଠକ ବନ୍ଧୁ ଗଣ। କଥାରେ ଅଛି ବଡ଼ ଘର ବଡ଼ ଗୁମର କଥା। ବାବୁଶାନ୍ ମହାନ୍ତି ଓ ପ୍ରକୃତି ମିଶ୍ର ଙ୍କ ଏକ ଭିଡ଼ିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହଉଚି । ଏକ ଗେଷ୍ଟ ହାଉସ ରେ ହିଁ ସାମ୍ନା ରେ ହିଁ ହେଇଚି। ସେହି ଗେଷ୍ଟ ହାଉସ ରେ ଗତ ଜୁଲାଇ ମାସ ୧ତାରିଖରେ ଓ ୨ ତାରିଖ ରେ ରୁମ୍ ବୁକ୍ କରି ତିନି ଦିନ ପାଇଁ ପ୍ରକୃତି ମିଶ୍ର ରହି ଥିଲେ।
ଆଉ ଆଜି ସକାଳେ ସେ ପୁଣି ଥରେ ଆସି ଥିଲେ ତାଙ୍କ ଜିନିଷ ନେବା ପାଇଁ ସେହି ଗେଷ୍ଟ ହାଉସ କୁ
ସେହଦିନଠାରୁ ସେ ଯେତେ ବେଳେ ଏହି ଗେଷ୍ଟ ହାଉସ ରେ ରହୁ ଥିଲେ ତାଙ୍କର କିଛି ଜିନିଷ ଏଠି ଥିଲା ସେ ତାଙ୍କର ଜିନିଷ ନେଇ ନ ଥିଲେ। ଆଉ ଆଜି ସକାଳେ ଆସି ଥିଲେ ତାଙ୍କ ଜିନିଷ ନେବା ପାଇଁ।
ସେ ଏହି ଗେଷ୍ଟ ହାଉସ ରୁ ଯିବାକୁ ବାହାରି ଥିଲେ ସେହି ସମୟ ରେ କିଛି ସାଧାରଣ ଲୋକ ମାନେ ଆସି ତାଙ୍କ ସହ ସେଲ୍ଫି ନେବା ଆରମ୍ଭ କରି ଥିଲେ। ଆଉ ସେଲଫି ନେବା ପରେ ପରେ ତାଙ୍କ ଉପରେ ଆକ୍ରମଣ ହୋଇ ଥିଲା। ଜଣେ ଯୁବତୀ ତାଙ୍କ ଉପରେ ଆକ୍ରମଣ କରିଥିଲା ସେ ଯୁବତୀ କିଏ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ି ନାହିଁ।
ସେ ତିନି ଦିନ ପାଇଁ ଗେଷ୍ଟ ହାଉସ ବୁକ୍ କରି ଥିଲେ ସେ ଏକା ଆସି ଥିଲେ ନା ତାଙ୍କ ସହ ଆଉ କିଏ ଥିଲେ ତେବେ ଗେଷ୍ଟ ହାଉସ ର କର୍ତ୍ତୃପକ୍ଷ ଙ୍କ ଠାରୁ ଜଣା ପଡିଛି ଯେ ସେ ଏକା ହିଁ ଆସି ଥିଲେ। କର୍ତ୍ତୃପକ୍ଷ ଙ୍କ କଥାରୁ ମଧ୍ୟ କିଛି ସ୍ପଷ୍ଟତା ମିଳୁ ନାହିଁ। ଯଦି ସେ ଏକା ଆସି ଥିଲେ ତାହେଲେ ବାବୁଶାନ୍ ଆସିଲେ କେଉଁ ଠାରୁ ଏହି ମଧ୍ୟ ଏକ ପ୍ରଶ୍ନ ସୃଷ୍ଟି କରୁଛି।