Movie prime

ପ୍ରେମିକା ଦେହ ନଦେବାରୁ ହା-ଣିଦେଲା ପ୍ରେମିକ ଦେଖନ୍ତୁ ଘଟିଲା ଭୟଙ୍କର ଘଟଣା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଏକ ପ୍ରେମ ସମ୍ପର୍କ ସମ୍ଵନ୍ଧରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣଙ୍କ ଛାତି ମଧ୍ୟ ଥରି ଉଠିବ। ପ୍ରେମ କରିବା ପୁର୍ବରୁ ଆପଣଙ୍କୁ ମଧ୍ୟ ଅନେକ ଥର ଭାବିବାକୁ ପଡ଼ିବ। ଆଜ୍ଞା ହଁ ଏକ ପ୍ରେମିକ ହିଁ ତାର ପ୍ରେମିକା କୁ ଜୀବନରୁ ମାରି ଦେବାକୁ କରିଛି ଉଦ୍ୟମ। ଏହା ଆପଣଙ୍କୁ ବିଶ୍ବାସ ନହେଲେ ମଧ୍ଯ ଏହି ଘଟଣା ହେଉଛି ନିଶ୍ଚିତ ଭାବରେ ସତ୍ୟ।
ଯୁବକ ଜଣକ ଯୁବତୀର ଦେହର ବିଭିନ୍ନ ସ୍ଥାନକୁ ହାଣି ପକାଇଛି। ଗତ କାଲି ମଧ୍ୟ ଏହି ଯୁବକ ଜଣକ ଗିରଫ ହୋଇଥିବାର ସୂଚନା ମିଳିଛି। ପ୍ରତାପ ନଗରୀ ଛାତ୍ରୀ ଙ୍କୁ ଛୁରା ମାଡ଼ ଘଟଣାରେ ଏବେ ଧରା ପଡିଛି ଫେରାର ଥିବା ଏହି ଅଭିଯୁକ୍ତ ଜଣକ। ତାଙ୍କ ନାମ ମଧ୍ଯ ହେଉଛି ସତ୍ୟରଞ୍ଜନ ବେହେରା। ବାରଙ୍ଗ ଅଞ୍ଚଳରୁ ସତ୍ୟରଞ୍ଜନ ଙ୍କୁ ଧରି ନେଇଛି ବାରଙ୍ଗ ଥାନା ପୋଲିସ।
ତାଙ୍କର ଏହି ଛୁରା ମାଡ଼ କରିଥିବା ଘଟଣା ସାରା ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା। ଯୁବତୀ ଜଣକ ସହ ସତ୍ୟରଞ୍ଜନ ଏକ ତରଫା ପ୍ରେମ କରୁଥିଲେ। ପ୍ରେମରେ ତାଙ୍କ ଉଦ୍ଦେଶ୍ୟ ମଧ୍ଯ କିଛି ଖରାପ୍ ଥିଲା। ତାହାକୁ ମଧ୍ୟ ଜାଣି ଯୁବତୀ ଜଣକ ସବୁବେଳେ ଦୂରେଇ ମଧ୍ଯ ରହୁଥିଲେ। ଯୁବତୀ ଜଣକ ଅଭିଯୋଗ ପରେ ସତ୍ୟରଞ୍ଜନ ଙ୍କ ନାମରେ ମାମଲା ରୁଜୁ କରିଥିଲା ପୋଲିସ।
ତେବେ ଏକତରଫା ପ୍ରେମକୁ ନେଇ ଯୁବତୀ ଜଣକୁ ଛୁରା ମାଡ଼ ମଧ୍ୟ କରାଯାଇଥିଲା। କଟକ ଜିଲ୍ଲା ସଦର ପ୍ରତାପ ନଗରୀ ରେ ଯୁବତୀ ଜଣକୁ ଛୁରା ମାଡ଼ କରାଯାଇଥିଲା। ଛାତ୍ରୀ ଜଣକ ପାରିବାର ପକ୍ଷରୁ ସଦର ଥାନାର ଏନେଇ ଏକ ମାମଲା ମଧ୍ଯ ରୁଜୁ କରାଯାଇଛି। ପୋଲିସ ଏହି ଘଟଣାର ତଦନ୍ତ ପରେ ହିଁ ଉପଯୁକ୍ତ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବ ବୋଲି କହିଛି।