Movie prime

ଏ କି ଅଶୁଭ ସଂକେତ ପୁଣି ଖସିଲା ପଥର ବଡ ଦେଉଳରୁ ଦେଖନ୍ତୁ ଏହି ଦୃଶ୍ୟ

 
Viral News

ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ ଆଜି ଆପଣ ମାନେ ଶ୍ରୀ ମନ୍ଦିର କୁ ନେଇ ଶୁଣିବେ ଏକ ବିଶେଷ ଖବର । ଶ୍ରୀ ମନ୍ଦିର ଚର୍ଚ୍ଚା ଘରୁ ଖସିଲା ପଥର । ମନ୍ଦିର ର ଚର୍ଚ୍ଚା ଘରୁ ପଥର ଖସି ଥିବା ନେଇ ସୂଚନା ମିଳିଛି।

ତେବେ ଗତକାଲି ସନ୍ଧ୍ୟା ସମୟରେ ଜେଟିପି ଚର୍ଚ୍ଚା ଘର ବାହାର ପାର୍ଶ୍ଵ ରେ ଛୋଟ ପଥର ଟିଏ ଖସି ପଡିଛି। ଏ ନେଇ ଏସ ଆଈ ଙ୍କୁ ଶ୍ରୀ ମନ୍ଦିର ପକ୍ଷ ରୁ ଅବଗତ କରଯାଇଛି।

ତେବେ ପଥର ଟିର ଓଜନ କେତେ ହେବ ଏ ଏସ ଆଈ ଙ୍କ ପକ୍ଷ ରୁ ସେନେଇ କିଛି ସୂଚନା ଦିଆଯାଇ ନାହିଁ। ତେବେ ପଥର ଟି ର ଓଜନ ଦୁଇ ରୁ ତିନି କିଲୋ ହେବ ବୋଲି ଅନୁମାନ କରାଯାଉଛି।
ତେବେ ଏସ ଆଇ ଅଧିକାରି ଙ୍କ କହିବା ଅନୁଯାୟୀ ଗତ କାଲି ପଥର ଖସିଥିଲା ସେହି ସ୍ଥାନ ରେ ବେଶି ମାଙ୍କଡ ଡିଆଁ ଡିଁ କରିଥିଲେ ସେହି କାରଣ ରୁ ପଥର ଖସିଥାଇ ପାରେ ବୋଲି ସନ୍ଧେହ କରଯାଇଛି।
କିନ୍ତୁ ପ୍ରକୃତ କାରଣ କଣ ବୋଲି ଏ ଯାଏଁ କିଛି ଜଣାପଡି ନାହିଁ। ଅଷ୍ଟମ ମାସରେ ଶ୍ରୀ ମନ୍ଦିର ର ଗର୍ଭ ଗୃହ ରୁ ପ୍ରାୟ ଦେଢ଼ କିଲୋ ଗ୍ରାମ ଓଜନ ର ଏକ କେମିକାଲ ଯୁକ୍ତ ପ୍ଲାଷ୍ଟର ଖସିଥିଲା।
ପ୍ଲାଷ୍ଟର ଟି କୁ ବଡ଼ ଠାକୁର ଶ୍ରୀ ବଳଭଦ୍ର ଙ୍କ ପଛ ପଟ ପରିକ୍ରମା ରୁ ଠାବ କରାଯାଇ ଥିଲା। ତେବେ ପ୍ଲାଷ୍ଟର ଟି ଖସିବା ପରେ ଗୁଣ୍ଡ ହୋଇ ଯାଇ ଥିଲା।
ତେବେ ସେହି ପ୍ଲାଷ୍ଟର ଟି ଏ ପର୍ଯ୍ୟନ୍ତ ମରାମତି ହୋଇ ପାରି ନାହିଁ । ତେବେ ପୁଣି ଶ୍ରୀ ମନ୍ଦିର ରୁ ପଥର ଖସିବା ପରେ ଏବେ ଏହାର ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏ ନେଇ ସେବାୟତ ମହଲ ରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।