Movie prime

Big Breaking ଚାଲିଗଲେ ଆପଣଙ୍କ ପ୍ରିୟ କଳାକାର ପାରିବାରିକ ଅସନ୍ତୋଷ କାରଣରୁ କରିଦେଲେ ଆ-ତ୍ମ-ହ-ତ୍ୟା ସାମ୍ନାକୁ ଆସିଲା ବଡ କାରଣ

 
ରାଇମୋହନ
ବର୍ତ୍ତମାନ ସମୟରେ ଓଡ଼ିଆ ଜଗତ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ମନ ଦୁଃଖ କରିବେ। କେତେବେଳେ କଣ ହୋଇଥାଏ ତାହା କେହି ଜାଣି ନଥାନ୍ତି।
ମୃ-ତ୍ୟୁ କେତେବେଳେ ଆସିଥାଏ ତାହା ମଧ୍ୟ କେହି ଜାଣି ନଥାନ୍ତି।ଓଡ଼ିଆ ଚଳଚ୍ଚିତ୍ର ଲୋକପ୍ରିୟ ଅଭିନେତା ରାଇମୋହନ ଙ୍କ ଦେ-ହା-ନ୍ତ ହୋଇଛି।ଅଭିନେତା ରାଇମୋହନ ଆ-ତ୍ମ-ହ-ତ୍ୟା କରିଥିବାର ଖବର ଆସିଛି।
ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ରାଇମୋହନ ପରିଡା ଆ-ତ୍ମ-ହ-ତ୍ୟା କରିଥିବା ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି।ପ୍ରାଚୀ ବିହାର ସ୍ଥିତ ତାଙ୍କ ଘରେ ଆ-ତ୍ମ-ହ-ତ୍ୟା କରିଥିବା ନେଇ ବର୍ତ୍ତମାନ ସମୟର ଗୋଟିଏ ବଡ଼ ଖବର ଆସୁଛି।
ହୁଏତ ଆଜିକା ସମୟରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଯେତିକି ଦେଖୁଛେ ବିଗତ ଦିନରେ ମଧ୍ୟ ଅନେକ ବରିଷ୍ଠ ଅଭିନେତା ଙ୍କୁ ହରାଇଛନ୍ତି।ଏସବୁ ଭିତରେ ଯେତେବେଳେ ଅଭିନେତା ରାଇମୋହନ ପରିଡା ଙ୍କ କଥା କୁହାଯାଏ ସେ ଜଣେ ବରିଷ୍ଠ ଅଭିନେତା।
ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର କରିଛନ୍ତି।ତେଣୁ ସବୁଠାରୁ ବଡ କଥା ହେଉଛି ଯେ ଅଭିନେତା ରାଇମୋହନ ପରିଡା କଣ ପାଇଁ ଆ-ତ୍ମ-ହ-ତ୍ୟା କରିଲେ?ତେବେ ମିଳିଥିବା ସୂଚନା ଅନୁସାରେ ଆ-ତ୍ମ-ହ-ତ୍ୟା କୁହାଯାଉଛି କିନ୍ତୁ କଣ ପାଇଁ ତାଙ୍କର ଦେ-ହା-ନ୍ତ ହୋଇଛି ଜଣା ପଡ଼ିନାହିଁ।
ଯଦି ବି ଆ-ତ୍ମ-ହ-ତ୍ୟା କରିଛନ୍ତି ତାହେଲେ କଣ ପାଇଁ ସେ ଆ-ତ୍ମ-ହ-ତ୍ୟା କରିଛନ୍ତି ବର୍ତ୍ତମାନ ଏହା ବହୁତ ବଡ଼ ପ୍ରଶ୍ନ ସୃଷ୍ଟି ହେଉଛି।କିନ୍ତୁ ବର୍ତ୍ତମାନ କୌଣସି ବେଶୀ କିଛି ଖବର ଜଣା ପଡ଼ିନାହିଁ।
ଅନେକ କଳାକାରମାନେ ଏହା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। କେହି ଏହି କଥାକୁ ବିଶ୍ବାସ କରୁ ନାହାନ୍ତି।ସେ ବହୁତ ଭଲ ମଣିଷ ଥିଲେ।ତାଙ୍କ ଅଭିନୟ ସମସ୍ତଙ୍କ ମନକୁ ଛୁଇଁ ଯାଇଥାଏ।
ତାଙ୍କର ପ୍ରତିଟି ଡାଇଲଗ୍ ଭାଇରାଲ ହୋଇଥାଏ।ବର୍ତ୍ତମାନ ତାଙ୍କୁ ହରାଇ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି।ଏହା ଓଡ଼ିଆ ଜଗତ ପାଇଁ ଏକ ଦୁଃଖଦ ଖବର।ତାଙ୍କ ପ୍ରଶଂସକ ମାନେ ଏହା ଶୁଣିବା ପରେ ବହୁତ ଦୁଃଖ କରିଛନ୍ତି।