Movie prime

ମୁଁହ ଖୋଲିଲେ Rani Panda ଶେଷରେ କହିଲେ ଏମିତି କଥା ଦେଖନ୍ତୁ ଏହି ଭିଡିଓ ଆଶ୍ଚର୍ୟ୍ଯ ହେବେ

 
Viral Video

ବର୍ତ୍ତମାନ ଅଭିନେତ୍ରୀ ରାନୀ ପଣ୍ଡା ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଅଭିନେତା ବାବୁଶାନ୍ ଙ୍କ ଘଟଣା ବିଷୟରେ ଜାଣିବା ପରେ ଏକ ଭିଡିଓ କରି କହିଛନ୍ତି ଯେ ପ୍ରକୃତି କୁ ପ୍ରବଳ ଟୋକା ମିଳିଯିବେ।

ଏତେ ସୁନ୍ଦରୀ ଆଉ ଏତେ ବଡ଼ କଳାକାର।କିନ୍ତୁ ଏମିତି ଅନ୍ୟ ସ୍ବାମୀଙ୍କ ଉପରେ କଣ ପାଇଁ ପଡୁଛି ରାନୀ ପଣ୍ଡା କିଛି ବୁଝି ପାରୁ ନାହାଁନ୍ତି।ପ୍ରକୃତି ର ଟିକେ ଲାଳ ଅଂଶ ରହିଯାଇଛି।ପର ଘର ଭିତରେ ମୁଣ୍ଡ ପୁରେଇବା ଉଚିତ ହୋଇ ନଥାଏ।

କିନ୍ତୁ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ଏହି ଘଟଣା ଦେଖିବା ପରେ ବହୁତ କଷ୍ଟ ଆଉ ଦୁଃଖ ଲାଗୁଛି ବୋଲି ସେ ବ୍ୟକ୍ତିଗତ ମନ୍ତବ୍ୟ ଦେଇଛନ୍ତି।ଗୋଟିଏ ପରିବାର ନଷ୍ଟ।ଜଣେ ମା ଠାରୁ ତାର ପୁଅ ଅଲଗା ହୋଇଯାଇଛି।
ଜଣେ ସ୍ତ୍ରୀ ଠାରୁ ତାର ସ୍ବାମୀ ଅଲଗା ହୋଇଯାଇଛି।ଏହା ବହୁତ କଷ୍ଟ କଥା।ଏହି ଜିନିଷ ସବୁ ଭାବିଲେ ମଧ୍ୟ ବହୁତ କଷ୍ଟ ଲାଗିବ।ଏତେ ବଡ଼ ସାମ୍ରାଜ୍ୟ ପରିବାର ଅଟେ।
ଏତେ ଉଚ୍ଚ କୋଟୀର କଳାକାର ଅଟନ୍ତି।ତାଙ୍କ ପରିବାର ନାମ ପୁରା ବଦନାମ।ପ୍ରକୃତି ପରି ଝିଅମାନଙ୍କ ପାଇଁ ଏଭଳି ହେଉଛି। ରାନୀ ପଣ୍ଡା ଭଗବାନ ଙ୍କୁ ପ୍ରାର୍ଥନା କରିବେ ବାବୁଶାନ୍ ଙ୍କ ପରିବାର କୁ ବହୁତ ଖୁସି ଭରିଦିଅ।
ଏବଂ ସମସ୍ତଙ୍କୁ ପୁଣିଥରେ ଆଗ ଭଳି ଏକାଠି କରିଦିଅ।ସବୁ ନାରୀ ମାନଙ୍କୁ ରାନୀ ପଣ୍ଡା କହୁ ନାହାନ୍ତି।ଯେଉଁମାନେ ନିଜ ସ୍ଵାମୀଙ୍କ ଛାଡ଼ି ଦେଉଛନ୍ତି ସେମାନଙ୍କୁ କହିଛନ୍ତି।
ଯେଉଁମାନଙ୍କର ସ୍ବାମୀ ରହୁଛନ୍ତି କି ପ୍ରେମିକ ରହୁଛନ୍ତି ତା ବାଦ୍ ବି ପର ସ୍ଵାମୀଙ୍କ ଉପରେ ଆଖି ପକାଇ ପର ଘର ଭାଙ୍ଗନ୍ତି ସେହିଭଳି ନାରୀ ମାନଙ୍କୁ ରାନୀ ପଣ୍ଡା କହିଛନ୍ତି ମୋ ମା ଭଉଣୀ ଲୋ ଏମିତି କାମ କରନାହିଁ।କାହାର ସଂସାର ଭାଙ୍ଗନ୍ତୁ ନାହିଁ।
ଇଣ୍ଡଷ୍ଟ୍ରି ରେ ବି ଏମିତି କିଛି ଝିଅ ଅଛନ୍ତି ଆଉ ସାଧାରଣ ଝିଅ ମାନଙ୍କୁ ମଧ୍ୟ କହିଛନ୍ତି ଯେ ଏଭଳି କାମ କାହା ସହିତ କରନାହିଁ।ପୁଅ ଗୁଡ଼ିକ ହେଉଛନ୍ତି ଷଣ୍ଢ। ମାଡି ଚଲିବେ।କିନ୍ତୁ ଝିଅ ମାନେ ଷଣ୍ଢ ନୁହେଁ।