Movie prime

ଗାଙ୍ଗୁଲି କହିଲେ କି ଓଡ଼ିଶା ରୁ କଲିକତା ଆସିଚି, ଆମେ ଜଗନ୍ନାଥ ଙ୍କ ପ୍ରସାଦ ଭାବେ ନିଜେ ରସଗୋଲା ଖାଇଛୁ,ଏହା ଓଡ଼ିଶା ର 🤗

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡିଆର ବ୍ୟବହାରରେ ଅନେକ ଲୋକ ନିଜର ମନୋରଞ୍ଜନ ବି କରିପାରୁଛନ୍ତି। ସୋସିଆଲ ମିଡିଆରେ କିଛି ଏଭଳି ମଜାଦାର ଭିଡିଓ ଅଛି ଯାହା ଦେଖିଲେ ଆପଣ ଖୁସି ହୋଇଯିବେ।
ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବା ସହ ବହୁତ ଖୁସି ମଧ୍ୟ ହେବେ।
ବିଗତ ଦିନରୁ ଗୋଟିଏ ବିବାଦ ଚାଲି ଆସିଛି ଯେ, ରସଗୋଲା କାହାର ଆମ ଓଡିଶାର ନା ବଙ୍ଗଳାର। 
ଆପଣ ମାନେ ବି ଏହି କଥାକୁ ନେଇ ଅନେକ ଆଲୋଚନା କରିଥିବେ ଆଉ ଅନେକ ଆଲୋଚନା ଦେଖିଥିବେ। ରସଗୋଲା ହେଉଛି ଓଡିଶା ପ୍ରସିଦ୍ଧ ଏମିତି କି ଭାରତ ପ୍ରସିଦ୍ଧ। ସମସ୍ତ ଲୋକ ରସଗୋଲା ଖାଇବା ପାଇଁ ବହୁତ ଭଲ ପାନ୍ତି।
ହେଲେ ବଙ୍ଗାଳୀ ମାନେ କୁହନ୍ତି ରସଗୋଲା ହେଉଛି ତାଙ୍କର ରାଜ୍ୟର ମିଠା। ଯାହାକୁ ସେମାନେ କରିଥିଲେ ଆଉ ଆମ ଓଡିଶା ବାସୀ ତ ଜାଣିଛନ୍ତି ଯେ, ରସଗୋଲା ହେଉଛି ଆମର। 
ତେବେ ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଭାରତୀୟ କ୍ରିକେଟ ଟିମର ପୂର୍ବତ୍ତନ ଦିଗଜ ଖେଳାଳି ସୌରବ ଗାଙ୍ଗୁଲି ସମସ୍ତ ଲୋକଙ୍କ ସାମ୍ନାରେ ରସଗୋଲାକୁ ନେଇ ଏକ ଏପରି ଖୁଲାସା କରିଛନ୍ତି ଯାହା ଶୁଣିଲେ ଆପଣ ମାନେ ଖୁସି ହୋଇଯିବେ।
ସୌରବ ଗାଙ୍ଗୁଲି କହିଛନ୍ତି, ରସଗୋଲା ପ୍ରକୃତରେ ହେଉଛି ଓଡିଶା। ତାଙ୍କର ଏକ ଲୋକପ୍ରିୟ ଟିଭି ଶୋ’ ‘ଦାଦାଗିରି’ରେ ଗାଙ୍ଗୁଲି ଏହି କଥା କହିଛନ୍ତି। ଗାଙ୍ଗୁଲି କହିଛନ୍ତି, ” ଲୋକଙ୍କ ଧାରଣା ଯେ ରସଗୋଲା କୋଲକାତାର ଏକ ଲୋକପ୍ରିୟ ମିଷ୍ଟାନ୍ନ। 
କିନ୍ତୁ ସତକଥା ହେଉଛି ରସଗୋଲା ଓଡ଼ିଶାର। ପୁରୀ ଶ୍ରୀମନ୍ଦିର ସୂତ୍ରରୁ ଏହା ଜଣାପଡ଼ିଛି ବୋଲି ସେ କହିଛନ୍ତି। ଗାଙ୍ଗୁଲି ଏପରି କହୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଏଠି ଆମେ କହି ରଖିବାକୁ ଚାହୁଁ ଯେ, ସୌରବ ମଧ୍ୟ ନିଜେ ଜଣେ ବଙ୍ଗାଳୀ ହେଲେ ସେ ଯାହା ସତ ତାହା ହିଁ କହିଛନ୍ତି। ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସୂଚନା ରହିଛି ଯେ, ରସଗୋଲା ଓଡିଶାର ଏହା ସୌରବ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.