Movie prime

ନିଜ ସ୍ବାମୀ ମାନଙ୍କଠୁ ପ୍ରତ୍ୟେକ ସ୍ତ୍ରୀ ଏହା ଆଶା କରିଥାନ୍ତି ସ୍ଵାମୀ ମାନେ ନିହାତି ଜାଣନ୍ତୁ ଏହି କଥା ଦେଖନ୍ତୁ ଏହି Gupta Katha

 
Gupta Katha
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏମିତି ଅନେକ ପ୍ରକାରର ଭିଡିଓ ଅଛି ଯାହା ଦ୍ଵାରା ଆମେ ବହୁତ କିଛି କଥା ଜାଣିପାରୁଛେ । ଆଉ ଏମିତି କିଛି ଭିଡିଓ ଯାହା ଆମକୁ ବହୁତ ଶିକ୍ଷଣୀୟ ଜିନିଷ ଶିଖାଇଥାଏ । ଆଉ ଆପଣମାନେ ଜାଣିଥିବେ ଯେ ପୁରୁଷ ଆଉ ନାରୀ ଉଭୟ ଭଗବାନଙ୍କ ସୃଷ୍ଟି ।
ନାରୀର ଅସ୍ତିସ୍ତ୍ଵ ବିନା ପୁରୁଷର ସ୍ଥିତି ଅସମ୍ଭବ । ଆଉ ପୁରୁଷର ଅସ୍ତିସ୍ତ୍ଵ ବିନା ନାରୀର ସ୍ଥିତି ଅସମ୍ଭବ ଅଟେ । ଆଉ ବ୍ରହ୍ମା ମଧ୍ୟ ଏହି ନାରୀ ଜାତିକୁ ଚିହ୍ନିପାରିଲେ ନାହିଁ । ଆଉ ନାରୀ ଜାତିକୁ କେହି ଚିହ୍ନି ପାରିବେ ନାହିଁ ବୋଲି ଶାସ୍ତ୍ରରେ ମଧ୍ୟ ଲେଖାଯାଇଛି । ନାରୀ କଣ ଚାହିଁଥାଏ କଣ କରିଥାଏ ଆଜି ପର୍ଯ୍ୟନ୍ତ କେହି ଜାଣି ପାରିନାହାନ୍ତି । ଆଉ ନାରୀ କଣ ଭାବିଥାଏ ତାହା ମଧ୍ୟ କେହି ଜାଣିପାରନ୍ତି ନାହିଁ । 
ଶାରୀରିକ ଭାବରେ କେବଳ ପୁରୁଷ ଠାରୁ ନାରୀ ଅଲଗା ନୁହେଁ ବରଂ ମାନସିକ ଭାବରେ ମଧ୍ୟ ନାରୀ ପୁରୁଷ ଠାରୁ ଅଲଗା ଅଟେ । ନାରୀ ପ୍ରେମରେ କେବେ ତାର ସାଥୀକୁ ଭୁଲି ନଥାଏ । ନାରୀ ଚାହେଁ ଯେ ପୁରୁଷ ତାକୁ ମନେ ପକାଉ ଆଉ ଫୋନ କରୁ । ଯଦି ଜଣେ ପୁରୁଷଙ୍କୁ ଟାଇମ୍ ମିଳେ ସେ ତାର ପ୍ରେମିକାକୁ କଲ୍ କି ମେସେଜ କରିଲେ ନାରୀଟି ଖୁସି ହୋଇଥାଏ ।
ଗୋଟିଏ ଝିଅ ଯେତେବେଳେ ବାହା ହୋଇ ଶାଶୁଘରକୁ ଯାଏ ତାହେଲେ ସେ ତାର ଘର ଛାଡ଼ି ଆଉ ଗୋଟେ ଘରକୁ ଯାଏ ଆଉ ତାକୁ ନିଜର କରେ । ଆଉ ସେ ତାର ଶାଶୁ, ଶଶୁର ଆଉ ସ୍ବାମୀଙ୍କର ଯତ୍ନ ନେଇଥାଏ। ଆଉ ଯେତେବେଳେ ପିଲାଛୁଆ ହୋଇଥାଏ ସେତେବେଳେ ନାରୀଟିଏ ତାଙ୍କର ବି ସେବା କରେ ।
ଆଉ ନାରୀ ଚାହେଁ ତାକୁ ସବୁବେଳେ ସମସ୍ତେ ସମ୍ମାନ ଦିଅନ୍ତୁ ଆଉ ପ୍ରେମ କରନ୍ତୁ । ଆଉ ନାରୀ ଯଦି କୌଣସି କାମ କରନ୍ତି ତାଙ୍କୁ ସପୋର୍ଟ କରିବା ଉଚିତ୍ ।